Latest Odisha News

BREAKING NEWS

Browsing Category

ରାଜନୀତି

ପାୱାରଙ୍କ ଇସ୍ତଫାକୁ ନେଇ ସସପେନ୍ସ, ଅଜିତ ପାୱାର ନା ସୁ୍ପ୍ରିୟା ସୁଲେ କିଏ ହେବ ଏନସିପି ଅଧ୍ୟକ୍ଷ ?

ମୁମ୍ବାଇ: ୧୯୯୯ ମସିହାରେ ଶଦର ପାୱାର ନ୍ୟାସନାଲ କଂଗ୍ରେସ ପାର୍ଟି (NCP)ର ଗଠନ କରିଥିଲେ । ଆଉ ଦଳ ପ୍ରତିଷ୍ଠାର ୨୪ ବର୍ଷ ପରେ ପାୱାର ଦଳ ଉପରୁ ନିଜ ପାୱାରକୁ ପ୍ରତ୍ୟାହାର କରି ନେଇଛନ୍ତି । ଏନସିପିର ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା ପରେ କିଏ ଦଳର ଅଧ୍ୟକ୍ଷ ହେବ ତାକୁ ନେଇ ଚର୍ଚ୍ଚା…

ଓଡ଼ିଶା ଆସି ନବୀନଙ୍କୁ ଭେଟିବେ ନୀତିଶ କୁମାର; ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ଚାଲିଛି କି ଅଙ୍କକଷା ?

ଭୁବନେଶ୍ୱର:ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି  ବିହାର ମୁଖ୍ୟମନ୍ତ୍ରୀ  ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଭେଟି ପାରନ୍ତି  ନୀତିଶ। ନୀତିଶ-ନବୀନ ଭେଟଘାଟକୁ ନେଇ  ଖବର ସାମ୍ନାକୁ ଆସିବା ପରେ ଜୋର ଧରିଛି ରାଜନୈତିକ ଅଙ୍କକଷା   । ଆସନ୍ତା…

ପ୍ରସଙ୍ଗ ଓ ରାଜନୀତିକ ସମୀକରଣର ସମୟ ସମାନ: ଏଥର ସଫଳ ହେବ ନବୀନ-ନୀତୀଶ ଭେଟଘାଟ?

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ନୀତୀଶ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଓଡ଼ିଶାର ମୁଖ୍ଯମନ୍ତ୍ରୀଙ୍କୁ ଭେଟିବେ ଜେଡିୟୁ ସୁୁପ୍ରିମୋ। ଦେଶର ସମସ୍ତ…

ବଜରଙ୍ଗ ଦଳ ବ୍ୟାନ ହେବ? କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ନେଇ ତେଜିଲା ରାଜନୀତି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଭୋଟ୍ ତାରିଖ ପାଖେଇ ଆସୁଛି। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହାରି ଭିତରେ କଂଗ୍ରେସ ମାନିଫେଷ୍ଟର ପ୍ରକାଶରେ ଉଲ୍ଲେଖ ରହିଛି ଯଦି ଦଳ କ୍ଷମତାକୁ ଆସେ ଆଉ କୌଣସି ସଂଖ୍ୟାଲଘୁ କିମ୍ବା…

ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି, ନିଷ୍ପତ୍ତି ସଂରକ୍ଷିତ ରଖିଲେ ଗୁଜରାଟ ହାଇକୋର୍ଟ

ଅହମଦାବାଦ: ୨୦୧୯ର ବୟାନ ସବୁ ମୋଦି ଚୋର । ଏହି ବୟାନକୁ ରାହୁଲ ଗାନ୍ଧୀ ଫସିଥିବା ବେଳେ ଅଡ଼ୁଆ ବଢ଼ିବାରେ ଲାଗିଛି । ମଙ୍ଗଳବାର ଗୁଜରାଟ ହାଇକୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେଇ ନାହାନ୍ତି । କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସେ ରାୟକୁ…

ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଉଦ୍ଧବଙ୍କୁ ଭେଟିଲେ ପାଓ୍ୱାର, କିଏ ହେବେ ଦଳର ନୂଆ ଅଧ୍ୟକ୍ଷ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ରରେ ରାଜନୀରେ ବଡ ହଲଚଲ ଦେଖିବାକୁ ମିିିଳିଛି। ଏହି ରାଜନୈତିକ ହଲଚଲ ଏନସିପି ସଭାପତି ପଦକୁ ନେଇ ରହିଛି। ବରିଷ୍ଠ ନେତା ଶରଦ ପାୱାର ମଙ୍ଗଳବାର ଦଳର ସଭାପତି ପଦ ଛାଡିଛନ୍ତି। ଦଳର ନେତାମାନେ ଶରଦ ପାୱାରଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ…

ନୀତିଶଙ୍କ ମିଶନ ୧୨୦ !

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ବିଜେପି ଭର୍ସେସ ବିରୋଧୀଙ୍କ ମଧ୍ୟରେ ହେବ। ସେଥିପାଇଁ ନୀତିଶଙ୍କ ନେତୃତ୍ୱରେ ବିରୋଧୀ ଏକ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ନୀତିଶଙ୍କ…

‘ଛତିଶଗଡ଼ ରାଜନୀତି’, ବିଜେପି ଛାଡି ହାତ ଧରିଲେ ନନ୍ଦ

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟକା ଲାଗିଛି। ଛତିଶଗଡ଼ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନନ୍ଦ କୁମାର ସାଏ ବିଜେପି ଛାଡି କଂଗ୍ରେସରେ ମିଶିଛନ୍ତି। ନନ୍ଦ କୁମାର ବିଜେପିର ପ୍ରମୁଖ ସଂଗଠନ ଦାୟିତ୍ୱ ସହ ବିଜେପିର ଟାଣୁଆ…

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କର୍ଣ୍ଣାଟକବାସୀଙ୍କ ସମସ୍ୟା ବୁଝ, ନିଜ କଥା କୁହନି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଳି ମନ୍ତବ୍ୟକୁ ନେଇ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀଙ୍କୁ କିଏ କେତେଥର ଗାଳି କରିଛି ସେ କଥା ମୋଦି ମନେ ରଖିଥିବା ବେଳେ ଲିଷ୍ଟ ହୋଇଛି। କିନ୍ତୁ ଲୋକଙ୍କ ସମସ୍ୟା ସଂପର୍କୀତ ଲିଷ୍ଟ ନାହିଁ…

କର୍ଣ୍ଣାଟକରେ ବିଜେପି ଦେବ କ୍ଷୀର, କଂଗ୍ରେସର ପୁରୁଣା ପେନସନ !

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ସହ ଆରମ୍ଭ ହୋଇଛି ଇସ୍ତାହାର ଲଢେଇ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ହେଭିୱେଟମାନେ ପ୍ରଚାର କରୁଥିବା ବେଳେ କଂଗ୍ରେସର ରାହୁଲ ଓ ପ୍ରିୟଙ୍କା ପ୍ରଚାର ମଙ୍ଗ ଧରିଛନ୍ତି। ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବର୍ଷୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ…