Latest Odisha News

BREAKING NEWS

Browsing Category

ରାଜନୀତି

କେବେ ଭାଙ୍ଗିବ ସିନ୍ଦେ ବିଜେପି ସରକାର?

ଭୁବନେଶ୍ୱର: ଦେଶରେ ଏବେ ମହାରାଷ୍ଟ୍ର ଚର୍ଚ୍ଚା ଅନ୍ୟ ସବୁ ଚର୍ଚ୍ଚାକୁ ବଳିଯାଇଛି। ମହାରାଷ୍ଟ୍ର ରାଜନୀତି କେଉଁ ରୂପ ନେବ ତାକୁ ନେଇ ସାରା ଦେଶର ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି। ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ଓ ଏକନାଥ ସିନ୍ଦେ ଗୋଷ୍ଠୀର ପ୍ରତିକ୍ରିୟା ଆଦିକୁ ଦେଖିଲେ…

‘କର୍ଣ୍ଣାଟକ ନିର୍ବାଚନ’, ରାହୁଲ କରୁଛନ୍ତି, ମୋଦି ଆରମ୍ଭ କରିବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଏବେ ଜମୁଛି। କଂଗ୍ରେସ ଓ ବିଜେପି ଭିନ୍ନ ଭିନ୍ନ ରାଜନୈତିକ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ଦୁଇ ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି।…

‘ନବୀନ ଡାକିଲେ, ମୁଁ ଆସିଲି’, ଶଙ୍ଖ ଭବନର ଉଦଘାଟନରେ ଯୋଗ ଦେଇ ତଥାଗତ କହିଲେ ସେ ନିର୍ଦ୍ଦଳୀୟ

ଭୁବନେଶ୍ୱର: ଢେଙ୍କାନାଳରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇ ଥିଲା । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ…

‘ରାହୁଲଙ୍କ ବଙ୍ଗଳା’, ଏବେ ଖାଁ ଖାଁ

ଭୁବନେଶ୍ୱର: ୧୨ ତୋଗଲକ ଲେନରେ ଆଉ ଦେଖିବାକୁ ମିଳିବନି କଂଗ୍ରେସ ନେତା କର୍ମୀଙ୍କ ଗହଳିଚହଳି। ଆଉ ଲାଗିବନି ଭିଡ଼। କାହିଁକି ନା କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେ ସରକାରୀ ବଙ୍ଗଳା ଛାଡିଛନ୍ତି। ଯାହାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା। ଜାତୀୟ ଦଳ…

ଆଉ କଂଗ୍ରେସରେ ଭଲ ଲାଗୁନି, ବିଜେପି ଯିବେ ପାଇଲଟ !

ଭୁବନେଶ୍ୱର: କଂଗ୍ରେସରେ ଗୋଟିଏ ପଟେ ସମ୍ଭାବନା ତ ଆଉ ଗୋଟିଏ ପଟେ ନିରାଶା ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନରେ ଦଳ ପାଇଁ ଅନେକ ସମ୍ଭାବନାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାହୁଲଙ୍କ ଭବିଷ୍ୟତକୁ ନେଇ କଂଗ୍ରେସ ବେଶ ଆଶାବାଦୀ। ସେପଟେ ରାଜସ୍ଥାନରେ ଯୁବ ନେତା ତଥା ପୂର୍ବତନ…

‘ମହାରାଷ୍ଟ୍ର ରାଜନୀତି’, ଅଜିତ ହେବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦ୍ବନ୍ଦ୍ୱ ବଢ଼ିବାରେ ଲାଗିଛି। ନିଜ ସମର୍ଥିତ ଦଳୀୟ ବିଧାୟକଙ୍କ ସହ ଅଜିତ ବିଜେପିରେ ମିଶିବେ ବୋଲି କେବେଠୁ ଚର୍ଚ୍ଚା ହେଉଛି। ସେ ଏହାକୁ ଖଣ୍ଡନ କରି ଆସୁଛନ୍ତି। କିନ୍ତୁ ତାଙ୍କର ପ୍ରତ୍ୟେକ କଥା ଓ ପୂର୍ବ…

‘ସାବଧାନ’ ପାଟି ଖୋଲିଲେ ସିବିଆଇ ବାନ୍ଧିବ !

ଭୁବନେଶ୍ୱର: ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବେ ପୁଣି ଚର୍ଚ୍ଚାରେ। ଏଥର ସତ୍ୟପାଲଙ୍କୁ ସିବିଆଇ ସମନକୁ ନେଇ ଦେଶବ୍ୟାପୀ ଆଲୋଚନା ହେଉଛି। ବିହାର, ଜାମ୍ମୁ କାଶ୍ମୀର, ଗୋଆ ଓ କିଛି ଦିନ ପାଇଁ ଓଡିଶାର…

କର୍ଣ୍ଣାଟକରେ ମୋଦି କଷ୍ଟ ଦେଲେ, ମଲମ ବି ଲଗାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡ଼ିକର ହାର୍ଟବିଟ ସେତିକି ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ବିଜେପି ଓ କଂଗ୍ରେସ ପାଇଁ ନିର୍ବାଚନ ବହୁ ଗୁରୁତ୍ୱ…

ନିର୍ବାଚନ ବେଳେ ବିଜେପିର ମନ୍ତବ୍ୟକୁ ମହିଳା ବିରୋଧୀ କହିଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ଯେଉଁଭଳି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜେପି ସମାଲୋଚନା କରୁଛି ତାହା ସମାନ ଭାବରେ ବି‌ଜେପି ନେତାମାନେ ପଦମପୁର ଉପନିର୍ବାଚନ ବେଳେ ଏବେର ବିଧାୟକ ତଥା ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ…

ସମ୍ବଲପୁର ହିଂସା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି

ଭୁବନେଶ୍ୱର: ହନୁମାନ ଜୟନ୍ତୀ ପାଳନ ଅବସରରେ ଗତ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅଭାବନୀୟ ହିଂସାକାଣ୍ଡ ଓ ଗଣ୍ଡଗୋଳ ଘଟିଯାଇଥିଲା । ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ବ୍ୟାପକ…