Latest Odisha News

BREAKING NEWS

Browsing Category

ରାଜନୀତି

ବିରୋଧୀଙ୍କ ଠାରୁ ଦୁରେଇଲେ କେସିଆର, ମୋଦିଙ୍କ ସହ ବନ୍ଧୁ ବାନ୍ଧିଲେ!

ଭୁବନେଶ୍ୱର: ବଦଳୁଛି ବିରୋଧୀଙ୍କ ଏକତାର ସମୀକରଣ। ପାଟନାରେ ବିରୋଧୀ ଏକାଠି ହେବା ଦିନ ପାଖେଇ ଆସୁଥିବା ବେଳେ ଏବେ ପ୍ରମୁଖ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ଆସନ୍ତା ୨୩ ତାରିଖରେ ବିରୋଧୀ ଏକ ହେବା ସହ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବଡ଼ ପ୍ରସ୍ତୁତି…

ସଚିବଙ୍କୁ ସାଂସଦଙ୍କ ଖାେଲା ଚାଲେଞ୍ଜ; ‘ଯଦି ରାଜନୀତି କରିବାକୁ ଇଛା, ଚାକିରି ଛାଡ଼ି ମୈଦାନକୁ ଓହ୍ଲାନ୍ତୁ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ  ୫ଟି ବିଭାଗ ଉପରେ ଆଟାକ । ୫ଟି ସଚିବ ଓ ତାଙ୍କ କାର୍ଯ୍ୟକଳାପ ନେଇ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ନାଁ ନ ନେଇ ୫ଟି ସଚିବ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଖାଲି ବର୍ଷିଲେନି, ଖୋଲା ଚାଲେଞ୍ଜ…

ଦେଶରୁ ହଟାଇଦେବେ ଗାନ୍ଧୀ ନେହେରୁଙ୍କ ନାଁ!

ଭୁବନେଶ୍ୱର: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାଁରେ ଦିଲ୍ଲୀରେ ଥିବା ନେହେରୁ ମେମୋରିଆଲ ନାଁ ପରିବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ରର ବିଜେପି ସରକାରଙ୍କ ପକ୍ଷରୁ ନେହେରୁ ମେମୋରିଆଲକୁ ପରିବର୍ତ୍ତନ କରି ପିଏମ ମେମୋରିଆଲ କରିଦିଆଯାଇଛି। ଏହି ନାଁ…

କର୍ଣ୍ଣାଟକରୁ ଆରଏସଏସକୁ ହଟାଇଲା କଂଗ୍ରେସ!

ଭୁବନେଶ୍ୱର: କର୍ଣ୍ଣାଟକ ପାଠ୍ୟକ୍ରମରୁ ହଟିଲା ଆରଏସଏସ ଓ ହିନ୍ଦୁତ୍ୱବାଦୀ ନେତାଙ୍କ ସମ୍ପର୍କିତ ପାଠ। ପୂର୍ବ ବିଜେପି ସରକାର ପକ୍ଷରୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ଆରଏସଏସ ପ୍ରତିଷ୍ଠାତା କେବି ହେଡଗେୱାର,ବୀର ସଭରକର ଏବଂ ଅନ୍ୟ କିଛି ପ୍ରସଙ୍ଗକୁ ବାଦ ଦିଆଯାଇଛି। ସେପଟେ ସମାଜ…

‘୨୪ ରେ ଜିତିଲେ ମୋଦି ଆଉ ଛାଡିବେନି କ୍ଷମତା’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆମ ଆଦମୀ ପାର୍ଟି ଏକ ବଡ଼ ମନ୍ତବ୍ୟ ରଖିଛି। ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର କଥା କୁହାଯାଉଥିବା ବେଳେ ଆପ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛି। ବିରୋଧୀ ଦଳଗୁଡିକ ଏକାଠି ହୋଇ ଯଦି ୨୦୨୪ ଲୋକସଭା ନିର୍ବାଚନ ନ ଲଢନ୍ତି ତେବେ ଆଗକୁ ଦେଶରେ ଆଉ…

୧୯ ରେ ଲଢ଼ିବେ ସିନ୍ଦେ, ଉଦ୍ଧବ

ଭୁବନେଶ୍ୱର: ଚଳିତ ମାସ ୧୯ ତାରିଖରେ ମହାରାଷ୍ଟ୍ରରେ ମହଲଢ଼େଇ ଦେଖିବାକୁ ମିଳିବ। ୧୯ ତାରିଖରେ ଶିବସେନାର ପ୍ରତିଷ୍ଠା ଦିବସ ହୋଇଥିବାରୁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ପୂର୍ବ ବର୍ଷ ଦୁଇ ଗୋଷ୍ଠୀ ଅଲଗା ଅଲଗା ଦଶହରା ରାଲି କରି ମୁହାଁମୁହିଁ…

ବିଜେପିକୁ ପ୍ରିୟଙ୍କା ଡର! ମୋଦି ଯିବେ ମଧ୍ୟପ୍ରଦେଶ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରୁଛନ୍ତି। ଏପରିକି ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନର୍ମଦା…

ଛତିଶଗଡ଼ରେ ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବାକୁ ସବୁ ପ୍ରୟାସ କରୁଛି। ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ସହ ପ୍ରଚାର ପ୍ରସାରକୁ ମଧ୍ୟ ଜୋରଦାର କରାଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଦଳର ପୁରୁଣା ରୋଗ ମନେ…

ରାହୁଲଙ୍କ ପିଛା ଛାଡୁନି କର୍ଣ୍ଣାଟକ

ଭୁବନେଶ୍ୱର: ପୁଣିଥରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା। ତାହା ପୁଣି ସେହି କର୍ଣ୍ଣାଟକରେ ଓ କର୍ଣ୍ଣାଟକ ପାଇଁ। ସଦ୍ୟ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୂର୍ବ ବିଜେପି ସରକାର ୪୦ ପ୍ରତିଶତ କମିଶନ ସରକାର ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏହାକୁ ନେଇ ବ୍ୟାପକ ପ୍ରଚାର…

ଦିଲ୍ଲୀରେ ନୋ ପାୱାରକଟ, ୨୪ ଘଣ୍ଟା ମାଗଣା ବିଜୁଳି ଆଉ ଓଡ଼ିଶାରେ?

ଭୁବନେଶ୍ୱର: ଗୋଟିଏ ପଟେ ବିଜୁଳି ବଳକା ରାଜ୍ୟ କହୁଥିବା ଓଡିଶାରେ ବାରମ୍ବାର ବିଜୁଳି କାଟ ଓ ବିଜୁଳି ବିଭ୍ରାଟକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଦିଲ୍ଲୀର ଏକ ପ୍ରସଙ୍ଗ ରାଜ୍ୟର ବିଜୁଳି ପ୍ରସଙ୍ଗକୁ ନେଇ ହେଉଥିବା ରାଜନୀତିକୁ ଆହୁରି ତୀଵ୍ର କରିଛି। ଦିଲ୍ଲୀରେ…