Latest Odisha News
Browsing Category

ରାଜନୀତି

ଆଗାମୀ ନିର୍ବାଚନରେ ପୋଲସରାରୁ ବାଦ ପଡିବେ କି ଶ୍ରୀକାନ୍ତ ?

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛି ପୋଲସରା ନିର୍ବାଚନ ମଣ୍ଡଳୀ। ପୋଲସରା ବିଧାୟକ ତଥା ରାଜ୍ୟର ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ପୁଣି ଖୋଦ ନିଜ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।…

ପାଇଲଟଙ୍କର ଦରକାର ମୁଖ୍ୟମନ୍ତ୍ରୀ ପଦ !

ଭୁବନେଶ୍ୱର: କଣ ଚାହୁଁଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ। ଗେହଲଟ ସରକାରକୁ ବାରମ୍ବାର ଘେରୁଥିବା ପାଇଲଟ ଏବେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସରକାରକୁ କାଠଗଡାକୁ ଟାଣିଛନ୍ତି। ତେଣୁ ରାଜସ୍ଥାନରେ କଂଗ୍ରେସର ଗତି କୁଆଡେ ବୋଲି ପ୍ରଶ୍ନ ଉଠିଛି। ଆଗକୁ ନିର୍ବାଚନ ଥିବାବେଳେ ଗେହଲଟ…

ରାହୁଲ ଗାନ୍ଧୀ ହରାଇଲେ ଆଉ ଅନୁରାଗ ?

ଭୁବନେଶ୍ୱର: ବିବାଦୀୟ ଟିପ୍ପଣୀ ପାଇଁ ଦଣ୍ଡାଦେଶ ସହ ନିଜ ଲୋକସଭା ସଦସ୍ୟ ପଦ ହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗିରହିଛି। ଠିକ ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପରଭେସ ବର୍ମାଙ୍କ ଦ୍ବାରା ଦିଆଯାଇଥିବା ଗୋଲି…

ବିରୋଧୀଙ୍କୁ ବାନ୍ଧିବାକୁ ଏତେ ବ୍ୟାକୁଳ?

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଚଢାଉରେ ବ୍ରେକ ଲାଗୁନି। ଦେଶର ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତା ସିବିଆଇ ଇଡି ଜାଲରେ ଛନ୍ଦି ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଯେଉଁ କେତେକ ନେତା କୋର୍ଟରୁ ରହିତାଦେଶ ଆଣିଛନ୍ତି ତାଙ୍କୁ ବି ସିବିଆଇ ଛାଡୁ ନ ଥିବା କୁହାଯାଉଛି। ପଶ୍ଚିମବଙ୍ଗ…

‘କର୍ଣ୍ଣାଟକ ନିର୍ବାଚନ’ କାହାର ହେବେ ଲିଙ୍ଗାୟତ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରନ୍ତି। ଏହି ସମ୍ପ୍ରଦାୟର ଅଧିକ ପ୍ରତିଶତ ଭୋଟ ବିଜେପିକୁ ଯିବାର ଦେଖାଯାଏ। କିନ୍ତୁ ଏଥର ନିର୍ବାଚନରେ ଚିତ୍ର ବଦଳୁଛି। କର୍ଣ୍ଣାଟକର ଜଣାଶୁଣା ଲିଙ୍ଗାୟତ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ…

କର୍ଣ୍ଣାଟକ କ୍ଷୀର ରାଜନୀତିରେ ଗୁଜୁରାଟ ଏଣ୍ଟ୍ରି

ଭୁବନେଶ୍ୱର: କର୍ଣ୍ଣାଟକରେ ଜୋର ଧରିଛି କ୍ଷୀର ରାଜନୀତି। କର୍ଣ୍ଣାଟକରେ ପ୍ରସ୍ତୁତ ହେଉଥିବା ନିଜସ୍ୱ କ୍ଷୀର ନନ୍ଦିନୀ ଓ ଗୁଜୁରାଟର ଅମୁଲକୁ ନେଇ କର୍ଣ୍ଣାଟକ ରାଜନୀତି ତୀବ୍ର ହୋଇଛି। ଅମୁଲକୁ କର୍ଣ୍ଣାଟକରେ ପ୍ରବେଶ କରାଇ ନନ୍ଦିନୀକୁ ମାଟିରେ ମିଶାଇବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ…

ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ନାମାଙ୍କନ ଦାଖଲ କଲେ ଦୀପାଳି

ଝାରସୁଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସମର୍ଥକଙ୍କ ଗହଣରେ  ଉପଜିଲ୍ଲାପାଳ ଅଫିସ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମେ’ ୧୦ ତାରିଖ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ସେମାନଙ୍କର…

ମହାରାଷ୍ଟ୍ର ରାଜନୀତି ସରଗରମ ! ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର

ମହାରାଷ୍ଟ୍ର : ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ମଙ୍ଗଳବାର ଚର୍ଚ୍ଚା ଜୋର ଧରିବା ପରେ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । କୁହାଯାଉଛି ଏନସିପି ବିଧାୟକ ଅଜିତ ପାୱାର ତାଙ୍କ ଦଳର ପ୍ରାୟ ୩୦-୪୦ ବିଧାୟକଙ୍କ ସହ ବିଜେପି-ସିନ୍ଦେ ସରକାରରେ ସାମିଲ ହେବେ। ଏହି…

ଦିଲ୍ଲୀରେ ମୁକୁଲ ରୟ, ‘ଖେଲା’ ହେବାର ଆଭାସ?

ନୂଆଦିଲ୍ଲୀ: ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ସୋମବାର ସଂଧ୍ୟାରୁ କୋଲକାତା ବିମାନ ବନ୍ଦରରୁ କୁଆଡେ ଗଲେ ତାଙ୍କ ସହ ଯୋଗାଯୋଗ ହୋଇପାରୁନି। ଏହା ତାଙ୍କ ପୁଅ ତଥା ଟିଏମସି ନେତା ଶୁଭ୍ରାଂଶୁ ରୟ କହିବା ପରେ କୋଲକାତାରୁ ଦିଲ୍ଲୀ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ମୁକୁଲ ରୟ ଦିଲ୍ଲୀରେ…

ଉଦ୍ଧବଙ୍କୁ ଭେଟିଲେ ଭେନୁଗୋପାଳ, ଏକାଠି ଗଣତନ୍ତ୍ରକୁ ‘ବଞ୍ଚାଇବା’ର ଦେଲେ ପ୍ରତିଶ୍ରୁତି

ମୁମ୍ବାଇ: ଆସନ୍ତା ବର୍ଷ ୨୦୨୪। ରାଜନୈତିକ ଦୃଷ୍ଟିକୋଣରୁ ବହୁତ ଆହ୍ବାନମୂଳକ ରହିବ ଏହି ବର୍ଷ। କାରଣ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ସଭା ସମିତି ହେଉଥିବା ବେଳେ ଘନ ଘନ ବୈଠକ ମଧ୍ୟ…