Latest Odisha News
Browsing Category

ରାଜନୀତି

‘ପଶ୍ଚିମବଙ୍ଗ ରାଜନୀତି’ ଉସକାଇଲା ବିଜେପି, ଡେଇଁଲେ ଦିଦି !

ଭୁବନେଶ୍ୱର: ଚର୍ଚ୍ଚାରେ ଏବେ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗରେ ବେଶ ପ୍ରଭାବୀ ଢଙ୍ଗରେ ଶାସନ କରୁଥିବା ତୃଣମୂଳ କଂଗ୍ରେସ ଦେଶର ବିଭିନ୍ନ ରାଜ୍ୟରେ ନିଜର କାୟା ବିସ୍ତାର ପାଇଁ ଉଦ୍ୟମ କରୁଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦେଶର ଏକ ପ୍ରମୁଖ ବିରୋଧୀ ଭାବେ ନିଜକୁ ଆଗକୁ ଆଣିବାକୁ…

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଗୋଷ୍ଠୀର ଧମକ !

ଭୁବନେଶ୍ୱର: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ। ମହାରାଷ୍ଟ୍ର ରାଜନୀତିର ଅନଏକ୍ସପେକଟେଡ଼ ଚେହେରା ବୋଲି କୁହାଯାଉଥିବା ଅଜିତ ପାୱାରଙ୍କୁ ନେଇ ଖପ୍ପା ଏକନାଥ ସିନ୍ଦେ ଗୋଷ୍ଠୀ। ଅଜିତ ପାୱାର ବିଜେପିରେ ମିଶିବା…

‘କର୍ଣ୍ଣାଟକ ନିର୍ବାଚନ’ ଏବେ ମଇଦାନରେ ହେବ ଯୁଦ୍ଧ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୨୨୪ ଆସନ ପାଇଁ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଚିତ୍ର ମଧ୍ଯ ସ୍ପଷ୍ଟ ହୋଇଛି। ଯେଉଁ ଆଶାୟୀମାନେ ବିଭିନ୍ନ ପ୍ରମୁଖ ଦଳରୁ ଟିକେଟ ନ ପାଇଲେ…

କେଉଁ କୁଳର ହେବେ ମୁକୁଲ ରୟ? ଦଳରେ ଅଛନ୍ତି ବୋଲି କହିବା ପରେ ପଶ୍ଚିମବଙ୍ଗ ବିଜେପିରେ ଭିନ୍ନ ମତ

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ପୁଣିଥରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟିବା ପରେ ଏକ ପ୍ରେସ କନଫରେନସ ଜରିଆରେ କହିଛନ୍ତି, ସେ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଦଳରେ ଅଛନ୍ତି। ହେଲେ…

‘ଝାରସୁଗୁଡ଼ା ଉପନିର୍ବାଚନ’ ଖରା ତାତିକୁ ତାତୁଛି ପ୍ରଚାର

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏବେ ଫୋକସରେ ରହିଛି ପ୍ରଚାର। ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ବହୁ ଗୁରୁତ୍ୱ ରଖୁଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ ପାଇଁ…

‘କୋଟିଆ’ ଦୁଃଖ ଆଣିଦେଲା ଗୋ ବ୍ୟାକ ନାରା !

ଭୁବନେଶ୍ୱର: କୋଟିଆରେ ଧର୍ମେନ୍ଦ୍ରଙ୍କ ଗୋ ବ୍ୟାକ ଆନ୍ଧ୍ର ନାରା ପରେ କୋଟିଆକୁ ନେଇ ରାଜନୈତିକ ଚର୍ଚ୍ଚା ଥମୁନି। ଏହି ନାରାକୁ ନେଇ ବିଜେଡି ଓ କଂଗ୍ରେସ ଧର୍ମେନ୍ଦ୍ରଙ୍କ ସମେତ ବିଜେପିକୁ ଟାର୍ଗେଟ କରିଥିଲେ। ଏପରିକି ଆନ୍ଧ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନକୁ ସମାଲୋଚନା କରିଥିଲା। ଏ…

ଚର୍ଚ୍ଚାରେ ଯୋଗୀଙ୍କ ଦମନ ଷ୍ଟ୍ରାଟେଜି !

ଭୁବନେଶ୍ୱର: ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଅପରାଧି ଦମନ ମଡେଲ ଏବେ ସବୁଆଡେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଯେତେ ସମାଲୋଚନା ହେଲେ ବି ଯୋଗୀ ଏହି ମଡେଲକୁ ବିଶ୍ୱାସ କରୁଥିବା କୁହାଯାଉଛି। ଉତ୍ତରପ୍ରଦେଶ ମାଫିଆ ମୁକ୍ତ ହୋଇଥିବା କହିଛନ୍ତି ଆଦିତ୍ୟନାଥ। କାଲି ଯେଉଁମାନଙ୍କ ପାଇଁ…

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଆଉଟ ପାୱାର ଇନ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନ ପରେ ବିଜେପି ଶିବସେନା ସରକାର ଗଢିବାର ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ମହା ବିକାଶ ଅଘାଡି ମେଣ୍ଟ ସରକାର ହୋଇଥିଲା। ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ସରକାର ଗଢ଼ିଥିଲେ। ଏହା ପରେ ଶିବସେନାର ଏକନାଥ ସିନ୍ଦେଙ୍କ…

‘କର୍ଣ୍ଣାଟକ ଲଢେଇ’ କଂଗ୍ରେସର ଅଭିଜ୍ଞତା ବନାମ ବିଜେପିର ନୂଆ ମୁହଁ

ଭୁବନେଶ୍ୱର: କର୍ଣ୍ଣାଟକରେ ଏଥର ନୂଆ ବନାମ ପୁରୁଣା ଲଢେଇ। ବିଜେପି ୭୦ ରୁ ଅଧିକ ନୂଆ ଚେହେରାକୁ ନିର୍ବାଚନ ମଇଦାନକୁ ଓଲ୍ହାଇଛି। ଏପରିକି ପ୍ରାୟ ୨୦ ଜଣ ବିଧାୟକଙ୍କ ଟିକେଟ କାଟିଛି ଦଳ। ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ବରିଷ୍ଠ ବିଧାୟକ ତଥା ବହୁ ହେଭିୱେଟଙ୍କୁ ଟିକେଟ…

ଅପରାଜିତାଙ୍କୁ ଶ୍ରୀମୟୀଙ୍କ ସମାଲୋଚନା, ‘ସାଢେ ୪ କୋଟି ଓଡ଼ିଆଙ୍କ ଅପମାନକୁ ସମର୍ଥନ କରୁଛନ୍ତି ସାଂସଦ’

ଭୁବନେଶ୍ୱର: ସମ୍ବଲପୁର ହିଂସାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରାକୁ ବିଜେପି ସାଂସଦ ଅପରାଜିତାଙ୍କ ସମର୍ଥନ ପରେ ପ୍ରତିକ୍ରିୟାଶୀଳ ହୋଇଛି ବିଜେଡି । ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର, ଅପରାଜିତାଙ୍କୁ କାଉଣ୍ଟର କରିଛନ୍ତି । ଶ୍ରୀମୟୀ କହିଛନ୍ତି, ଓଡ଼ିଶାର ୪.୫ କୋଟି ଲୋକ…