Latest Odisha News

BREAKING NEWS

Browsing Category

ରାଜନୀତି

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ଯାତ୍ରା

ଭୁବନେଶ୍ବର : ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ଯାତ୍ରା । ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆକାଶ ଛୁଆଁ ହେଲାଣି । ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜନ ଜାଗରଣ…

ପୁରୀରେ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିଜେପିର ବିକ୍ଷୋଭ

ପୁରୀ : ପୁରୀରେ ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିରୋଧ । ପୌର ପ୍ରଶାସନ ପକ୍ଷରୁ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିକ୍ଷୋଭ ଓ ଧାରଣା ଦେଇଛି ବିଜେପି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି କର୍ମୀ…

ମମିତା ମେହେର ହତ୍ୟା ମାମଲାର ତଦନ୍ତ ଅବହେଳାକୁ ଖଣ୍ଡନ କଲେ ଡିଆଇଜି

ସମ୍ୱଲପୁର : ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମମିତା ହତ୍ୟା ନେଇ ଅକ୍ଟୋବର ୧୩ ତାରିଖରେ ଏତଲା ହୋଇଥିଲା । କିନ୍ତୁ କୋର୍ଟକୁ ୧୬ ତାରିଖରେ ଯାଇଥିଲା ମାମଲା । ତଦନ୍ତରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ଉତ୍ତର ରଖିଛନ୍ତି…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସହଯୋଗୀଙ୍କର ହେଉ କଲ୍ ରେକର୍ଡ ଯାଞ୍ଚ : ଭକ୍ତ ଦାସ

ଭୁବନେଶ୍ବର : ଥମୁନି ମମିତା ମେହେର ହତ୍ୟା ତାତି । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଜନ ଦାବି କରୁଛନ୍ତି ବିରୋଧୀ । ମାମଲାକୁ ନେଇ ସରକାରଙ୍କୁ ଏକଦମ ନାକେଦମ କରିସାରିଲେଣି ବିରୋଧୀ ବିଜେପି ଓ କଂଗ୍ରେସ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର…

ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଆବାସିକ ଗୃହ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର : ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ତୁରନ୍ତ ଗୃହ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସମୟ…

‘ଜୋକ୍’ରେ ପରିଣତ ହୋଇଛି କଂଗ୍ରେସର ହରତାଳ, ବିଜେଡି କଲା ସମାଲୋଚନା

ଭୁବନେଶ୍ବର : କଂଗ୍ରେସର ୬ ଘଣ୍ଟିଆ ହରତାଳକୁ ନେଇ ତୀବ୍ର ସମାଲୋଚନା କରିଛି ବିଜେଡି । କଂଗ୍ରେସର ଏହି ହରତାଳ ଜୋକରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ବିଜେପି ପ୍ରାୟୋଜିତ କଂଗ୍ରେସର ଏହି ହରତାଳ ରାଜ୍ୟବାସୀଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ…

ଆସନ୍ତାକାଲି ଓଡ଼ିଶା ବନ୍ଦ, ଟ୍ବିନ୍ ସିଟିରେ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରୁଛି କଂଗ୍ରେସ । ଏଥିରେ ସମସ୍ତେ ସାମିଲ ହେବାକୁ ନିବେଦନ କରିଛି କଂଗ୍ରେସ । ତେବେ ବନ୍ଦ ସମୟରେ ଜରୁରୀ ସେବା ଜାରି ରହିବ । ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କରାଯିବ ବୋଲି କହିଛି କଂଗ୍ରେସ । ହେଲେ…

କୋଟିଆ ପାଇଁ ସର୍ବଦଳୀୟ ବୈଠକ

କୋରାପୁଟ : ତୁଟିବ କୋଟିଆ କଳି । ଏକାଠି ହେଲେ ସମସ୍ତ ଦଳ । କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ସାମିଲ ହୋଇଛନ୍ତି । ବୈଠକରେ କୋଟିଆରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ…

ଆସନ୍ତା ୨୯ ତାରିଖରୁ ଚାଷୀ କରିବେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ନୂଆ ନିଷ୍ପତ୍ତି । ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରତିଦିନ ଚାଷୀମାନେ ସଂସଦ ଭବନ ଅଭିମୁଖେ କରିବେ ଟ୍ରାକ୍ଟର ରାଲି । ଆସନ୍ତା ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଚାଷୀଙ୍କ ଏହି ଘୋଷଣା…

ତେଜିଲା ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ହେଲେ ବିରୋଧୀଙ୍କୁ ଆହୁରି ଖୋରାକ ଯୋଗାଇଛି କଳାହାଣ୍ଡି ଗସ୍ତରେ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇ ମୁଖ୍ୟମନ୍ତ୍ରୀ…