Latest Odisha News

BREAKING NEWS

Browsing Category

ରାଜନୀତି

ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ: ଫଡନାବିସ୍‌ଙ୍କୁ ସଂଜୟ ଭେଟିଲେ କାହିଁକି ?

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଆସିଛି ବଡ ଟ୍ୱିଷ୍ଟ । ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନାବିସଙ୍କୁ ଭେଟିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଏହାପରେ ମହାରାଷ୍ଟ୍ର ରାଜନୀତିରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । …

କୃଷି ବିଲକୁ ବିରୋଧ: NDA ମେଣ୍ଟକୁ ବାଏ ବାଏ କହିଲା ଶିରୋମଣୀ ଅକାଳୀ ଦଳ

ନୂଆଦିଲ୍ଲୀ: ବିଜେପିକୁ ଝଟକା । କୃଷି ବିଲକୁ ବିରୋଧ କରି ଏନଡିଏ ମେଣ୍ଟରୁ ଅଲଗା ହେଲା ଶିରୋମଣି ଅକାଳୀ ଦଳ । କାଟି ଦେଲା ୨୨ ବର୍ଷର ସମ୍ପର୍କ । ଏନେଇ ଶିରୋମଣି ଅକାଳୀ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶିରୋମଣି ଅକାଳୀ ଦଳ କହିଛି, ଚାଷୀଙ୍କ ଉତ୍ପାଦର ମାର୍କେଟିଂ ସୁନିଶ୍ଚିତ କରିବା ପାଇଁ…

ବିଧାନସଭା ଅଧିବେଶନ: ବିନା କରୋନା ପରୀକ୍ଷାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ଯାଏଁ ଚାଲିବ । ତେବେ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ ଗାଇଡଲାଇନ୍ ପାଳନ କରାଯିବ । ବିଧାନସଭା ସମୟରେ ଯେଉଁ ଗଣମାଧ୍ୟମ କର୍ମଚାରୀ କଭରେଜ ପାଇଁ ଯିବେ ସେମାନଙ୍କ ମଧ୍ୟ…

ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି । ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା…

ଆସିଲା ବିହାର ନିର୍ବାଚନ ସୂଚୀ: ଜାଣନ୍ତୁ ଜରୁରୀ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛି। ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ୭ ରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୦ ରେ ଫଳାଫଳ ଘୋଷଣା କରାଯିବ। ବିଶ୍ୱରେ କରୋନା ମହାମାରୀ ମଧ୍ୟରେ ଏହା ଭାରତରେ ହେବାକୁ…

ପୁନର୍ଗଠିତ ହେଲା ବିଜେଡ଼ି ଛାତ୍ର ଶାଖା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଏବଂ ରାଜେଶ ରାଜ ସ୍ୱାଇଁଙ୍କୁ ଏହାର ଛାତ୍ର ସଂଗଠନର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ନୂତନ ମହାସଚିବ…

କରୋନା ମହାମାରୀ ମଧ୍ୟରେ ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ…

ବିହାର ବିଧାନସଭା ଏବଂ ଓଡ଼ିଶା ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇପାରେ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ଫୁଙ୍କି ପାରନ୍ତି ନିର୍ବାଚନ କମିଶନ । ଘୋଷଣା ହୋଇପାରେ ତାରିଖ । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଳ ବିଧାନସଭା ଉପନିର୍ବାଚନ ନେଇ ମଧ୍ୟ ତାରିଖ ଘୋଷଣା ହୋଇପାରେ । ମଧ୍ୟାହ୍ନ ସାଢ଼େ ୧୨ଟାରେ ନିର୍ବାଚନ…

ଗୁଜୁରାଟ ମନ୍ତ୍ରୀ, କଂଗ୍ରେସ ବିଧାୟକ ପାଇଲେ ‘ଶ୍ରେଷ୍ଠ ବିଧାୟକ ପୁରସ୍କାର’

ଗାନ୍ଧୀନଗର: ଗୁଜୁରାଟ ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ରସିନ ଚୁଡାସାମାଙ୍କୁ ୨୦୨୦ ପାଇଁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ମୋହନସିନ୍ହ ରଥଭା ୨୦୧୯ ପାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଗୁଜୁରାଟ ବିଧାନସଭା ବାଚସ୍ପତି…

ବିଦ୍ୟୁତ ଦର ନିଷ୍ପତ୍ତି OERCର: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଚାରିଆଡୁ ପ୍ରତିବାଦ ହେଉଛି । ଏହାରି ଭିତରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ କହିଛନ୍ତି, ବିଦ୍ୟୁତ ଦର ପ୍ରସଙ୍ଗରେ ଓଇଆର୍‌ସି ନିଷ୍ପତ୍ତି ନିଏ । ଦର ବୃଦ୍ଧି ନିଷ୍ପତ୍ତି…