Latest Odisha News

BREAKING NEWS

Browsing Category

ରାଜନୀତି

ଏଇଥି ପାଇଁ ଦିଲ୍ଲୀ ଯାଇଛନ୍ତି ନବୀନ !

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ବିଧାନସଭା ଚାଲିଥିବା ବେଳେ କାହିଁକି ଦିଲ୍ଲୀ ଗଲେ ନବୀନ ? କିଛି ଗସ୍ତକୁ ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ସହ ଯୋଡୁଛନ୍ତି । ସେପଟେ ପ୍ରଶ୍ନ ଉଠୁଛି, ସମଦୂରତା ନୀତି ଆପଣାଇ…

ସତ ହେବ ଇମ୍ରାନ ଖାନଙ୍କ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: ପାକିସ୍ତାନ ଟ୍ରେନ ଅପହରଣ ଘଟଣା ପରେ ଦେଶ ବିଭାଜନକୁ ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଭଳି ବଲୁଚିସ୍ତାନ ମଧ୍ୟ ଅଲଗା ହୋଇଯିବା ନେଇ ଅନେକ ବୈଦେଶିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ତେବେ ସବୁଠୁ ବଡ କଥା ହେଲା, ଏବେ ପାକିସ୍ତାନରେ ଯାହା ଘଟୁଛି, ବା ଯାହା ଆଗକୁ ଘଟିବା ନେଇ…

‘ଇସ୍ତଫା ଦେଉ ଡିଏମକେ ସରକାର’: ବିଧାନସଭାରୁ ଓ୍ବାକଆଉଟ କଲେ ବିରୋଧୀ

ନୂଆଦିଲ୍ଲୀ: ଏବେ ତାମିଲନାଡୁରେ ଭାଷା ରାଜନୀତି ଜୋର ଦେଖିବାକୁ ମିଳିଛି । ତାମିଲକୁ ହିଁ ପ୍ରାଥମିକତା ପ୍ରଦାନ କରି, ଏବେ ତାର ଜୋରସୋର ପ୍ରଚାର ପ୍ରସାର କରୁଛି ତାମିଲପାଡୁ ଡିଏମକେ ସରକାର । ଏମିତିକି ତାମିଲନାଡୁ ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ ଥିବା ଟଙ୍କାର ପ୍ରତୀକକୁ ମଧ୍ୟ…

ଏକା ରାଜାଙ୍କୁ ଧରିଲେ ଚଳିବନି… ବଦ୍ରି କହିଦେଲେ ବଡ଼ କଥା

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ରଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । କହିଛନ୍ତି, ରାଜା ଚକ୍ରଙ୍କୁ ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଓ ଏସପି ପ୍ରୋତ୍ସାହନ ଦେଇଥିଲେ । ଯେତିକି ଖଣି ଖାଦାନ ଲୁଟ ହେଇଛି, ଯେତିକି ଅର୍ଥନୈତିକ ଅପରାଧ ହେଇଛି,…

ଅମିତ ଶାହା ଆସିଲେ ବଡ଼ ଘୋଷଣା !

ଭୁବନେଶ୍ବର: ଆସନ୍ତା ୨୨ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସରକାରୀ ଗସ୍ତରେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ ସହ ୨୫ଟି ରାପିଡ ରେସପନ୍ସ ଭେଇକିଲର ଶୁଭାରମ୍ଭ କରିବେ ଶାହା । ତେବେ ତାଙ୍କ ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବି ଗୁରୁତ୍ବପୂର୍ଣ୍ଣ । ରାଜ୍ୟ…

ଥମୁନି ଭାଷା ବିବାଦ: ବଜେଟରେ ଟଙ୍କା ପ୍ରତୀକକୁ ବଦଳାଇଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ହିନ୍ଦୀ ଭାଷାକୁ ନେଇ ଲଢ଼େଇ ଥମିବାର ନାଁ ନେଉନାହିଁ । ଯାହାକୁ ନେଇ ଏବେ ବାଦ ବିବାଦ ଜାରି ରହିଥିବା ବେଳେ ଏବେ ଏହାକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ତାମିଲନାଡୁରେ ହିନ୍ଦୀରେ ଟଙ୍କାର ପ୍ରତୀକ '₹' ହଟାଇ ଦେଇଛନ୍ତି । ଏହାକୁ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା। ହାସିନାଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକା ଆୱାମୀ ଲିଗର ଉପାଧ୍ୟକ୍ଷ ଡକ୍ଟର ରାବି ଆଲାମ ବୁଧବାର ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ଶେଖ ହସିନା ଖୁବ୍ ଶୀଘ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଫେରିବେ। ଏହା…

ପେରିୟାରଙ୍କୁ ସମାଲୋଚନା: ନିର୍ମଳାଙ୍କ ଉପରେ ବର୍ଷିଲେ ଥାଲାପତି

ନୂଆଦିଲ୍ଲୀ: ପେରିୟାର ପ୍ରସଙ୍ଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜୟ । କହିଲେ, ଯଦି ଏତେ ପେରିୟାରଙ୍କ ଉକ୍ତି ନେଇ ଚିନ୍ତିତ, ତେବେ ତାମିଲନାଡୁରେ ତ୍ରିଭାଷୀ ନୀତି ଲାଗୁ କରିବା ବନ୍ଦ କରିଦେବା ଉଚିତ୍… । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସମାଜ ସଂସ୍କାରକ ତଥା…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ସବୁ ଆସନରେ ଲଢ଼ିବ ଓୱେସିଙ୍କ ଦଳ

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ ସବୁ ଆସନରେ ପ୍ରାର୍ଥୀ ଛିଡା କରିବ ବୋଲି ଜଣାପଡିଛି। ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦ-ଉଲ୍-ମୁସଲିମିନ୍ (AIMIM) କହିଛି ଯେ ଦଳ ୨୦୨୬ ପଶ୍ଚିମବଙ୍ଗ…

ରାବ୍ରି ଦେବୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରନ୍ତି ନିତିଶ କୁମାର: ତେଜସ୍ବୀ ଯାଦବ

ପାଟନା: ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଏବେ ସେ ଆଉ ବିହାର ଚଳାଇବାକୁ ସକ୍ଷମ ନୁହଁନ୍ତି। ତେଜସ୍ୱୀ ଯାଦବ ଏଭଳି କରିଛନ୍ତି। ତେଜସ୍ୱୀ ଅଭିଯୋଗ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ ଗୃହ ଭିତରେ ତାଙ୍କ ମାଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ପ୍ରତି…