Latest Odisha News

BREAKING NEWS

Browsing Category

ରାଜନୀତି

ଦିଲ୍ଲୀର ବଡ଼ ଦଙ୍ଗଲ

ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ସିଟରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ମହାମୁକାବିଲା । ଆପ ପୁଣି କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ଦଳ ଗଠନ ପରଠୁ ସବୁଠୁ ବଡ ଅଗ୍ନିପରୀକ୍ଷାର ସାମନା କରୁଛି । ବିଜେପି ୨୭ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ…

ସୁଧାଂଶୁ ଶେଖର ପରିଡ଼ାଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗ; ବିଜେଡିକୁ ଲୋକେ ଆଉ ଗ୍ରହଣ କରିବେନି: ସମୀର ଦାଶ

ଭୁବନେଶ୍ବର: ଦଳକୁ ପୁଣି ଥରେ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ…

ନବୀନଙ୍କ ପରେ କିଏ ହେବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ? କାହା ଆଡକୁ ଇସାରା ଦେଲେ ପ୍ରଦୀପ…

ଭୁବନେଶ୍ବର: ଯିଏ ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ପୁଣି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଫାଇଲ ଏବେ ପୁଣି ଚର୍ଚ୍ଚାରେ ରହିଥିବା ବେଳେ ଏହାକୁ ନେଇ ଆଜି ଏଭଳି ଚାଞ୍ଚଲ୍ୟକର ବୟାନ…

ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କ୍ୟାନ୍ସର ଭଳି ନିଜକୁ ଖାଉଛି… 

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିଆସୁଛି କିନ୍ତୁ ଏହି ଆତଙ୍କବାଦ ପାକିସ୍ତାନକୁ କର୍କଟ ରୋଗ ଭଳି ଗ୍ରାସ କରିବା ଆରମ୍ଭ କରିସାରିଲାଣି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର…

ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଏକାଠି ହେବେ ଏହି ୪ ଦେଶ

ୱାଶିଂଟନ ଡିସି: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀରେ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣର ପରଦିନ ଅର୍ଥାତ ୨୧ ଜାନୁଆରୀରେ କ୍ୱାଡ ଦେଶର ବୈଦେଶକ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ୱାଶିଂଟନ ଡିସିରେ ହେବାକୁ…

ସମ୍ବିଧାନକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ଓ ଆରଏସଏସ: ରାହୁଲ

ପାଟନା : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ମୋଦୀ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ବିହାର ରାଜଧାନୀ ପାଟନାରେ ସମ୍ବିଧାନ ସୁରକ୍ଷା ସମ୍ମେଳନକୁ ସମ୍ବୋଧିତ କରି ଶାସକ ବିଜେପିରେ ବିଧାୟକ ଓ ସାଂସଦମାନଙ୍କର କୌଣସି କ୍ଷମତା ନାହିଁ ବୋଲି କହିଛନ୍ତି। ସେ ସମ୍ବିଧାନକୁ ନେଇ ଆରଏସଏସକୁ…

ଦିଲ୍ଲୀ ଭୋଟ୍ ପରେ ଭାଙ୍ଗିଯିବ ଇଣ୍ଡିଆ ମେଣ୍ଟ !

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମୁହାଁମୁହିଁ । ୮ମାସ ତଳେ ଦିଲ୍ଲୀରେ ଆପର ହାତ ଧରି ନିର୍ବାଚନ ଲଢିଥିଲା କଂଗ୍ରେସ। ହେଲେ ଏବେକାର ସ୍ଥିତି ଭିନ୍ନ । ପରସ୍ପର ବିରୋଧରେ ବିଷ ଓଗାରୁଛନ୍ତି ନେତା । ଲାଗୁଛି ଦୁଇ ଦଳ ମଧ୍ୟରେ ସଂଘର୍ଷ ବିରାମ ଶେଷ ହୋଇଥିବା ବେଳେ ନିର୍ବାଚନୀ…

ନବ ଦାସ ହତ୍ୟା…ଆସିଲା ବଡ଼ ଟୁଇଷ୍ଟ

ଭୁବନେଶ୍ବର: ନବ ଦାସଙ୍କୁ ମାରିଥିଲା କିଏ? ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବଡ ଟୁଇଷ୍ଟ । ଫରେନ୍ସିକ ସାଇନ୍ସ ଲାବୋରେଟାରୀ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । କେବଳ ଗୋପାଳ ଦାସର ବନ୍ଧୁକ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଫାୟାରିଂ । ଫରେନ୍ସିକ ରିପୋର୍ଟ ବଢାଇଲା ସସପେନ୍ସ । ମୁଖ୍ୟ…

କେଜ୍ରିୱାଲଙ୍କ ଡକ୍ୟୁମେଣ୍ଟାରିରେ ରାଜନୀତି, ଆପ କହିଲା- ସ୍କ୍ରିନିଙ୍ଗ ରୋକିଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ମାହୋଲରେ ଆମ ଆଦମୀ ପାର୍ଟି(ଆପ୍) ଦ୍ବାରା ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଙ୍ଗ ଉପରେ ରୋକ ଲାଗିଛି। 'ଅନବ୍ରେକେବଲ' ନାମକ ଏହି ଡକ୍ୟୁମେଣ୍ଟାରିକୁ ଚଲାଇବାକୁ ଅନୁମତି ଦେଇନାହିଁ ଦିଲ୍ଲୀ ପୋଲିସ। ସୂଚନା ଅନୁଯାୟୀ, ଏହି ସ୍କ୍ରିନିଙ୍ଗ ଶନିବାର…

୪୦ ବର୍ଷ ପରେ କାହିଁକି ବଦଳିଲା ଶପଥ ଗ୍ରହଣ ସମାରୋହ ସ୍ଥାନ…

ୱାଶିଂଟନ: ପ୍ରବଳ ଥଣ୍ଡା ଯୋଗୁଁ ବଦଳିଲା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ସ୍ଥାନ। ଆମେରିକା କ୍ୟାପିଟଲ ବାହାରେ ଖୋଲା ସ୍ଥାନ ପରିବର୍ତ୍ତେ ଆମେରିକା କ୍ୟାପିଟଲ ଭିତରେ ଥିବା କ୍ୟାପିଟଲ ରୋଟୁଣ୍ଡା (ହଲ)ରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ।…