Latest Odisha News

BREAKING NEWS

Browsing Category

ରାଜନୀତି

ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଉପରେ ଟାରିଫ ଲଗାଇବ କାନାଡା

ୱାଶିଂଟନ: ଟାରିଫ୍ ବଦଳରେ ଟାରିଫ୍। ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୋଧରେ ଭାରି ଟାରିଫ୍ ଲାଗୁ କରିବା ପରେ ଏକପ୍ରକାର ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି। ଯାହାପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା…

ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ୮ ବିଧାୟକ

ନୂଆଦିଲ୍ଲୀ: ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା। ସୂଚନା ଅନୁଯାୟୀ,…

ବିହାର ପାଇଁ ହାତ ଖୋଲିଦେଲେ

ନୂଆଦିଲ୍ଲୀ: ବଜେଟରେ ବିହାର ଉପରେ କେନ୍ଦ୍ର ମେହେରବାନ୍ । ବିହାର ପାଇଁ ବଜେଟରେ ବଡ ଘୋଷଣାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହେଲାଣି । ଚଳିତ ବର୍ଷ ଶେଷ ଭାଗରେ ବିହାରରେ ବିଧାନସଭା ନିର୍ବାଚନ ଥିବା ବେଳେ ବିହାର ପାଇଁ ହାତ ଖୋଲି ଦେଇଛନ୍ତି କେନ୍ଦ୍ର ସରକାର । ଗ୍ରୀନଫିଲଡ…

୮ ବଜେଟ୍, ୮ ଶାଢି଼; ଅର୍ଥମନ୍ତ୍ରୀଙ୍କ ଲୁକ୍ ପଛରେ ରହିଛି ଅନେକ ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କ୍ରମାଗତ ଭାବେ ଏହା ତାଙ୍କର ୮ମ ବଜେଟ୍। ଏହି ଅବସରରେ ସମସ୍ତଙ୍କ ନଜର ତାଙ୍କ ଭାଷଣ ଏବଂ ତାଙ୍କ ଲୁକ୍ ଉପରେ ରହିଥିଲା। ପ୍ରତିବର୍ଷ ପରି ଏଥର ମଧ୍ୟ ସେ ବଜେଟ୍ ପାଇଁ…

ରାଷ୍ଟ୍ରପତିଙ୍କ ପ୍ରତି ସୋନିଆଙ୍କ ବୟାନ ସାନ୍ତାଳୀ ସମ୍ପ୍ରଦାୟର ଅପମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଶୁକ୍ରବାର କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ କଡ଼ା ନିନ୍ଦା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ସୋନିଆ ଗାନ୍ଧୀ ଏବଂ ରାହୁଲ…

ନିର୍ବାଚନ ପୂର୍ବରୁ ଆପକୁ ଝଟକା; ଇସ୍ତଫା ଦେଲେ ୭ ବିଧାୟକ

ନୂଆଦିଲ୍ଲୀ: ଆଗାମୀ ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍)ର ୭ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ସର୍ବ ପ୍ରଥମେ ମହରୌଲି ବିଧାୟକ ନରେଶ ଯାଦବ ଆମ ଆଦମୀ ପାର୍ଟି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଦଳରୁ…

ଦିଲ୍ଲୀରେ ‘ଯମୁନା’ ରାଜନୀତି

ନୂଆଦିଲ୍ଲୀ: ଦିନେ ଦିଲ୍ଲୀର ଲାଇଫ୍ ଲାଇନ୍ ରହିଥିବା ଯମୁନା ଏବେ ପାଲଟିଛି ରାଜନୀତିର କେନ୍ଦ୍ର । ନିର୍ବାଚନର ଦିନ କେଇଟା ପୂର୍ବରୁ ଯମୁନାରେ ଜହରକୁ ନେଇ ବଡ଼ ଅସ୍ତ୍ର ଛାଡିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଯମୁନା ପ୍ରଦୂଷଣ ପଛରେ ହରିୟାଣାର ବଡ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି…

କିଏ ଜିତିବ ଦିଲ୍ଲୀ…କ’ଣ କହୁଛି ନିର୍ବାଚନ ପୂର୍ବ ସର୍ଭେ?

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଜିତିବ କି ଆମ ଆଦମୀ ପାର୍ଟି? ନା ବିଜେପି ଓ କଂଗ୍ରେସ ଦଖଲ କରିବେ ଦିଲ୍ଲୀ ଗାଦି? ଫେବ୍ରୁଆରୀ ୫ତାରିଖରେ ଦିଲ୍ଲୀ ବିଧାନସଭା ଭୋଟ୍, କିଏ କରିବ ବାଜିମାତ୍? କାହା ଖାତାକୁ ଯିବ ଦଳିତ ଓ ମହିଳା ଭୋଟ୍? ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେରେ ଫଳାଫଳ ନେଇ ଆକଳନ…

କାହିଁକି ଏତେ ଥର ଓଡିଶା ଗସ୍ତ କରିଛନ୍ତି ମୋଦି?

ଭୁବନେଶ୍ବର: ଉତ୍କର୍ଷ ଓଡିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ନିର୍ମାଣରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡିଶାକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡିଶା ପ୍ରତି ତାଙ୍କର ଭଲପାଇବା ରହିଥିବାରୁ ସେ ପ୍ରଧାନମନ୍ତ୍ରୀ…

ଦିଲ୍ଲୀରେ ବିଜେପିର ୟୁପି ଫର୍ମୁଲା

ନୂଆଦିଲ୍ଲୀ: ମହିଳା ସୁରକ୍ଷାକୁ ଗୁରୁତ୍ବ । ଦିଲ୍ଲୀ ଜଗିବେ ଆଣ୍ଟି ରୋମିଓ ସ୍କାଡ ! ଦିଲ୍ଲୀରେ ବିଜେପିର ୟୁପି ଫର୍ମୁଲା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ବିଜେପି ଇସ୍ତାହାର ପତ୍ରର ତୃତୀୟ ଭାଗରେ ଅନେକ ପ୍ରତିଶ୍ରୁତି ଦେଇଛି। ମହିଳା ସୁରକ୍ଷାକୁ…