Latest Odisha News

BREAKING NEWS

Browsing Category

ରାଜନୀତି

ପାକିସ୍ତାନ ପାଖରେ ୧୩୦ ପରମାଣୁ ହତିଆର, ଭାରତକୁ ଧମକାଇଲେ ପାକ୍ ମନ୍ତ୍ରୀ 

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିକି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ଏଭଳି ସମୟରେ ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ଶାହବାଜ ସରିଫଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ହନିଫ…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସୁଲତା ଦେଓଙ୍କ ବିବାଦୀୟ ବୟାନ; ତେଜିଲା ରାଜନୀତି 

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବିଜେଡି ନେତ୍ରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିବାଦୀୟ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରାଯାଉଛି। ଧର୍ମ…

ନୂଆ ଭାରତ କାହାକୁ ଛାଡ଼ିବ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଏହା ହେଉଛି ନୂତନ ଭାରତ। ନୂତନ ଭାରତ କାହା ସହ ପ୍ରଥମେ ଯୁଦ୍ଧ ଆରମ୍ଭ କରିନାହିଁ। କିନ୍ତୁ କେହି ଲାଗିବାକୁ ଚେଷ୍ଟା କଲେ ଛାଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖିମପୁର ଖେରି ଜିଲ୍ଲାରେ ଶାରଦା ନଦୀର ପ୍ରବାହ ନିୟନ୍ତ୍ରଣ (ଚାନେଲାଇଜେସନ୍) କାର୍ଯ୍ୟ ଏବଂ ପାଲିଆରେ…

ଜୁଏଲ ଓରାମଙ୍କ ନୂଆ ବ୍ୟକ୍ତିଗତ ସଚିବ ହେଲେ ଅମିତ କୁମାର

ଭୁବନେଶ୍ୱର: ଝାଡ଼ଖଣ୍ଡ-କ୍ୟାଡର ଆଇଏଏସ୍ ଅଧିକାରୀ ଅମିତ କୁମାରଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ ଦ୍ୱାରା ଏପ୍ରିଲ ୨୫ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ…

ବିହାର ନିର୍ବାଚନ: ମଗଧ ପାଇଁ ମାଷ୍ଟରପ୍ଲାନ୍

ନୂଆଦିଲ୍ଲୀ: ବିହାର ରାଜନୀତିରେ ମଗଧର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । କୁହାଯାଏ, ମଗଧର ଜନତା ଯେଉଁ ଦଳକୁ ଆଶୀର୍ବାଦ ଦେଇଛନ୍ତି, ସେଇ ଦଳ ବିହାରରେ କ୍ଷମତାରେ ବସିଛି । ଆଉ ସେଥିପାଇଁ ଏବେଠୁ ମଗଧ ବିଜୟ ପାଇଁ ମାଷ୍ଟରପ୍ଲାନ୍ ବନାଉଛନ୍ତି ସବୁ ରାଜନୈତିକ ଦଳ । ପୂର୍ବରୁ ଆରଜେଡିର ଗଡ଼…

ପୁଣି ପଦାରେ ପଡିଲା ବିଜେଡି କଳି

ଭୁବନେଶ୍ବର: ଦିନ କେଇଟା ପରେ ପୁଣି ପଦାରେ ପଡିଲା ବିଜେଡି କଳି । ଦଳର ରାଜ୍ୟ ପରିଷଦରେ କର୍ପୋରେଟର ଅମରେଶ ଜେନାଙ୍କୁ ସାମିଲ ନକରାଯିବା ଚର୍ଚ୍ଚାକୁ ନେଇ ସୋମବାର ରାତିରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ତାଙ୍କ ସମର୍ଥକ ଘେରିଥିଲେ । ଏହାପରେ ବିସ୍ଫୋରକ ବୟାନ ଦେଇଛନ୍ତି ଅମରେଶ…

ବିଜେଡିକୁ କବଜା କରିବାକୁ ରୀତିମତ ଚାଲିଛି ଷଡଯନ୍ତ୍ର: ଅମରେଶ ଜେନା

ଭୁବନେଶ୍ବର: ପୁଣି ମୁଣ୍ଡ ଟେକିଲା ବିଜେଡି କଳି । ବିଜେଡି କଳିକୁ ନେଇ ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଦଳ ଠିକ ଢଙ୍ଗରେ ପରିଚାଳନା ହେଉନଥିବା କହିଛନ୍ତି ଅମରେଶ ଜେନା । ଯେଉଁମାନେ କାମ କରୁଛନ୍ତି ତାଙ୍କୁ ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି…

କାହିଁକି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ?

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ନୁହେଁ ସମ୍ବଲପୁରରେ ଜନଶୁଣାଣି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପଦାଧିକାରୀ ପହଞ୍ଚିଥିଲେ । ଜନଶୁଣାଣି ପାଇଁ ହଜାରେ ଜଣ ଅନଲାଇନରେ ପଞ୍ଜୀକରଣ କରିଥିବା ବେଳେ ୪ଶହ ଜଣଙ୍କ ଅଭିଯୋଗପତ୍ର ଅଫଲାଇନରେ ଗ୍ରହଣ…

ବିହାରରେ କଂଗ୍ରେସର ପ୍ରେସର ପଲିଟିକ୍ସ

ନୂଆଦିଲ୍ଲୀ: ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନଡିଏ ବିରୋଧରେ ରଣହୁଙ୍କାର ଭରିବାକୁ ସଜବାଜ ହେଉଛି ମହାଗଠବନ୍ଧନ । ଭଲ ସମନ୍ବୟ ପାଇଁ କମିଟି ଗଠନ କରିବା ସହ ତେଜସ୍ବୀ ଯାଦବଙ୍କୁ ଏହାର ଦାୟିତ୍ବ ଦିଆଯାଇଛି । ତେବେ ଚର୍ଚ୍ଚା ହେଉଛି, ତେଜସ୍ବୀ ଯାଦବଙ୍କୁ…

ବିଜେଡିର କାର୍ଯ୍ୟକାରିଣୀ ଘୋଷଣାରେ ବିଳମ୍ବ, ଅସନ୍ତୁଷ୍ଟଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ନବୀନ ଦଳର ସଭାପତି ହୋଇଛନ୍ତି ଯେଉଁ ସମୟରେ ସେ କ୍ଷମତାରେ ଆଉ ନାହାନ୍ତି । ଏହାରି ଭିତରେ ବିଭିନ୍ନ କାରଣ ପାଇଁ ଦଳ ଆଭ୍ୟନ୍ତରୀରଣ କନ୍ଦଳର ସାମ୍ନା କରୁଛି । ତେଣୁ…