Latest Odisha News

BREAKING NEWS

Browsing Category

ସ୍ୱଳ୍ପ ଗଳ୍ପ

ଭାଷା ଭାଗବତ : ଦିବଂଗତଂକ ସ୍ମୃତି-ଗାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦିବଂଗତଂକ ସ୍ମୃତି-ଗାନ ପାଇଁ ସଭାର ଆୟୋଜନ କଲେ ହେଁ ସାହିତ୍ଯ ରସିକ ବିମୁଖ ସାଧାରଣ ଲୋକ ସଂସ୍ଥାର କର୍ମକର୍ତାଗଣ ନିଜକୁ ନିଜେ ନିମଂତ୍ରଣ କରିଲେ ନ ଥାଏ ବାରଣ ଏ ଆମ ରାଜ୍ୟର ଲକ୍ଷଣ କାର୍ଯାଳୟରେ ଉପସ୍ଥାନ ନ ଦେଇ,…

ସ୍ୱଳ୍ପ ଗଳ୍ପ : ରାଜାଙ୍କ ହସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୦  ହସର ଏକ ସତ୍ତାପରକ ପରିଭାଷା ରହିଛି ଏବଂ ଏହାକୁ ନେଇ ଆମର ସମ୍ଭବତଃ କାହାର କୌଣସି ହୁଏତ ସେମିତି ସନ୍ଦେହ ନଥିବ। ଅବଶ୍ୟ ଅକାରଣରେ ସବୁବେଳେ ହସୁଥିବା ଏବଂ ଯେତେବେଳେ ଯାହା ଘଟୁଛି ତାହାର ସମର୍ଥନରେ ମୁଣ୍ଡ ଟୁଙ୍ଗାରି…

ସ୍ୱଳ୍ପ ଗଳ୍ପ : ଫଲନ୍ ଆଷ୍ଟ୍ରୋନଟ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୯ "ଫଲନ୍ ଆଷ୍ଟ୍ରୋନଟ୍" ର ଗୋଟିଏ ଶୁଦ୍ଧ ଓଡିଆ ଭାଷାନ୍ତର ଟିକିଏ ଜଗି ରଖି ମୂଳଶବ୍ଦକୁ ସେମିତି ଅସମ୍ମାନ ନ କରି ଭାଷାର ସଂଭ୍ରମତା ରକ୍ଷାକରି ସାହିତ୍ୟ ସାହିତ୍ୟ ଲାଗିବା ଭଳି, ଏହିପରି କରାଯାଇପାରେ, ଅର୍ଥାତ୍, "ଅବନତ ନଭଚାରୀ"…

ସ୍ୱଳ୍ପ ଗଳ୍ପ : ଜଣେ ବନ୍ଧୁକ ବିକ୍ରେତା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୮ ଜଣେ ବନ୍ଧୁକ ବିକ୍ରେତା ଉପରେ ଏମିତିରେ ଅଧିକ କିଛି ଲେଖିବାର ଆବଶ୍ୟକତା ନାହିଁ । ଆଜିକାଲି ଅନେକେ ହାତରେ ଅଥବା ମଥାରେ ଗୋଟିଏ ଗୋଟିଏ ବନ୍ଧୁକ ଧରି ପ୍ରାୟତଃ ଆତଯାତ ହେଉଛନ୍ତି । ଉପଯୁକ୍ତ ଗରାଖ ପାଇଲେ ତାହାକୁ…

ସ୍ୱଳ୍ପ ଗଳ୍ପ : ନାହିଁ,କିଛି ନାହିଁ, ସେମିତି କିଛିର ଅଛି କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୭ ଏଇଠି ସବୁରି ଭିତରେ "କିଛି" ସଂଯୁକ୍ତ ଭାବରେ ରହିଥାଏ ଯାହାକୁ କୁହାଯାଇପାରିବ  ଏକ୍ସ ଫାକ୍ଟର । ସେମିତି ଏକ ଏକ୍ସ ଫାକ୍ଟର ର ବସ୍ତୁତଃ ଆମେ ଖୋଜିବାର ପ୍ରୟାସ କରୁଛେ ଏଇଠି ଯେତେ ଯେତେ "ନାହିଁ "ର ସମସ୍ତ ଜଟିଳ ଗଭୀର ଅଚେତନ ର…

ସ୍ୱଳ୍ପ ଗଳ୍ପ : ଏକ ବିରଳ ଧାରବାହିକତା, ମଧ୍ୟାନ୍ତର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୬  ଆଗ ଆମର ସ୍ମରଣରେ ରହୁ ଏତକ । ଶିଜୋ କାନାକୁରି ବୋଲି ଗୋଟିଏ ନାଆଁ । ଆଉ ଏହି କାନାକୁରି ନାମବାଚକ ବିଶେଷ୍ୟ ଜଣକ ହେଉଛନ୍ତି ଜଣେ ଧାବକ। ମାରାଥନ୍ ଧାବକ। ମାରାଥନ୍ ଧାବକମାନେ ଯେ ଲକ୍ଷ୍ୟ ପର୍ଯ୍ୟନ୍ତ ଏକ ଦୀର୍ଘପଥକୁ…

ସ୍ୱଳ୍ପ ଗଳ୍ପ : ବିଶ୍ୱ ସାହିତ୍ୟର ପ୍ରଥମ ଆତ୍ମଜୀବନୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୫ ବହିଟିର ନାଆଁ ହେଉଛି,"ଦି ବୁକ୍ ଅଫ୍ ମାର୍ଜେରି କେମ୍ପେ"।ଏହି ବହିଟି ର ପ୍ରକାଶ କାଳ ହେଉଛି ଖ୍ରୀଅ ୧୪୩୦। ବହିଟି ଇଂରେଜୀ ଭାଷାରେ ଲିଖିତ।ଏହି ବହିଟି ସାହିତ୍ୟ ସମାଲୋଚକଙ୍କ ମତରେ ଏଯାବତ୍ ଉପଲବ୍ଧ ଆତ୍ମଜୀବନୀମୂଳକ ପୁସ୍ତକ…

ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଖାଦ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୪ ଆମକୁ ନିଶ୍ଚୟ ଏମିତି ପ୍ରଶ୍ନଟିଏ ପ୍ରଥମରୁ ଅସୁବିଧାରେ ପକାଇଦେବ,ଦାର୍ଶନିକମାନେ ଅସଲରେ ଖାଆନ୍ତି କ'ଣ ? ଯଦି ଆମେ ସେମାନେ ଆମ ଭଳି ଭାତ, ଡାଲି ,ପିଠାପଣା ଖାଇବାରେ ଆଗ୍ରହ ରଖିଥାନ୍ତି ବୋଲି କହିବା ତାହାହେଲେ ଆମେ ସେମାନଙ୍କୁ…

ଦୁଗ୍ଧ : ଏକ ବିକଳ୍ପର ଜନ୍ମକଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୩ ସ୍ମରଣରେ ଥାଉ ଏଇ ବ୍ରିଟିଶ ନାଆଁଟି । ଥୋମାସ୍ ସିପ୍ ଗ୍ରିମୱାଦେ । ଯେଉଁ ଘଟଣାକୁ ଉଲ୍ଲେଖ କରିବା ଆମର ଉଦ୍ଦେଶ୍ୟ ତାହାର ପ୍ରାୟ ଦଶ ବର୍ଷ ପରେ ଲଣ୍ଡନର ଏକ ସମାଚାର ପତ୍ର"ଲିଭିଙ୍ଗ ଏଜ୍" ତାହାର ୧୪ ଫେବ୍ରୁଆରୀ,୧୮୫୭…

ସ୍ୱଳ୍ପ ଗଳ୍ପ : ଯାହା ଏରାସମସ୍ କହିଛନ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୨ ବହିପୋକ ବା ଯାହାକୁ ଆମେ ଇଂରେଜୀରେ "ବୁକୱାର୍ମ" ବୋଲି କହିଥାଉ ତାହାର ତାତ୍ପର୍ଯ୍ୟାର୍ଥ ହେଉଛି ଏମିତି ଜଣେ ବହିନିବାସୀ ଚରିତ୍ର ଯିଏ ସର୍ବଦା ବହିର ଜଗତରେ ବସବାସ କରିଥାଏ ଆଉ ସେ ସେହି ବହି ଜଗତର ଅଭ୍ୟନ୍ତରକୁ ଏଇଭଳି…