Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ନିର୍ଜନ କୋଠାଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନଗରେ ଏବେ ଯେତେ ଘର ନାହାଂତି ସେତେ ନାରୀ, ନର ଅନେକ ବିଶାଳ ନିବାସ ଭିତରେ ଜଣେ କରେ ବାସ ଏଠି କୃତୀ ସଂତାନଗଣ କରଂତି ସୁଦୂରେ ପ୍ରସ୍ଥାନ ମାଆ ବାପାଂକୁ ଏକା ଛାଡ଼ି କେବେ କି ଆସିବେ ବାହୁଡ଼ି ? ଅବ୍ୟବହୃତ ଯେତେ ଘର ଆଖିକୁ…

ଭାଷା ଭାଗବତ : ବ୍ୟକ୍ତି ଓ କୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବ୍ୟକ୍ତି ବଦଳେ ଯଦି କୃତି ଆଲୋଚ୍ୟ ହୋଇପାରେ ନିତି କୃତିକୁ ମିଳିବ ସ୍ବୀକୃତି ସାହିତ୍ୟ କରିବ ଉନ୍ନତି ବ୍ୟକ୍ତିଂକୁ ନିଂଦା କି ପ୍ରଶଂସା କରିଲେ ହଟେନି ଦୁର୍ଦଶା ବ୍ୟକ୍ତିଂକ ମୂର୍ତି କଲେ ପୂଜା ଉଡ଼େନି ବ୍ୟକ୍ତିତ୍ବର ଧ୍ବଜା…

ଭାଷା ଭାଗବତ : ‘କାହିଁକି ? ‘ ପ୍ରଶ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ' କାହିଁକି , କେନ, କ୍ୟୋଁ, ହ୍ବାୟ୍‌ ? ' ଜାଣିବା ପାଇଁ ଇଚ୍ଛା ହୁଏ ସହଜେ ମିଳେନି ଉତ୍ତର ଏ କଥା କରିବା ସ୍ବୀକାର ' କିଏ, କେଉଁଠି, କେବେ? ' ପ୍ରଶ୍ନ ଉତ୍ତର ସହଜେ ସଂଧାନ ହୁଏ ସବୁଠି ସବୁବେଳେ ଏମିତି ଢଂଗେ ବିଶ୍ବ ଚଳେ '…

ଭାଷା ଭାଗବତ : ବିବାଦ ଉତ୍ପାଦକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମୁଂଡ ହଲାଇଲେ ବିବାଦ ତୁଂଡ ଖୋଲିଲେ ପ୍ରତିବାଦ ଯାହା କରିଲେ ବି ସଂବାଦ ପଢ଼ିଲେ ଘାରେ ଅବସାଦ କେତେ ବିବାଦ ଉତ୍ପାଦକ ବନିଲେ ଯଦି ସଂପାଦକ ସଭିଂକଠାରେ ଖୋଜି ଖୁଣ ଗାଉଥାଆଂତି ନିଜ ଗୁଣ…

ଭାଷା ଭାଗବତ : ପାଠୋଦ୍ଧାରକାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ତିଥି ଓ ବାର ମନେ ରଖି ଯେ ପାରେ ଗଦ୍ୟ, ପଦ୍ୟ ଲେଖି ତାହାର ଲେଖକୀୟ ମତି କେବେ ବି କରେନି ଉନ୍ନତି ମୁଖ୍ୟତଃ ପାଠୋଦ୍ଧାର କରି ପୁନର୍ଲିଖନ କାର୍ଯ ସାରି ବୋଲାଏ ନିଜକୁ ଲେଖକ ଦୁର୍ଲଭ ହୁଅଂତି ପାଠକ ପର୍ବ, ପର୍ବାଣି, ଯାତ୍ରା,…

ଭାଷା ଭାଗବତ : ନେତାଂକ ଯାତାୟାତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯିଏ ଚାହିଁଲେ ଆସି ମିଶେ ଚାହିଁଲେ ପୁଣି ସୁଖେ ଖସେ ସେ ହିଁ ବୋଲାଏ ଜନନେତା ସବୁ ଦଳରେ ଏ ଅବସ୍ଥା ସକାଳେ ଥିଲା, ସଂଜେ ନାହିଁ କୁଆଡ଼େ ଗଲା ଜଣା ନାହିଁ ଅନ୍ୟ ଦଳର କାର୍ଯାଳୟ ହୁଏ ତା ଅଭୟ ଆଶ୍ରୟ ଦଳ ଦଳ ମଧ୍ୟରେ ଭେଦ ନ ଥାଏ…

ଭାଷା ଭାଗବତ : ଅତୁଳନୀୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନାରୀ ମାତ୍ରେ ଅତୁଳନୀୟା ଲୋଡ଼େନାହିଁ କାହାରି ଦୟା ନିଜେ ଜନ୍ମି, ଜନ୍ମାଏ ଜୀବ ତାକୁ କିଏ ଟପିପାରିବ ? ମୂଳତଃ ଅଟେ ସେ ଅନନ୍ୟା ଶୁଦ୍ଧ ପ୍ରୀତିର ଧୀର ବନ୍ୟା ତା'ର କଷ୍ଟସହିଷ୍ଣୁ ଗୁଣ ତା…

ଭାଷା ଭାଗବତ : ସର୍ବଗିଳା ଆଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନ ଥାଇ ଜୀବନାନୁରାଗ କଥାକୁ କହିବାର ବାଗ ବୋଲାଏ ଯେଉଁଠି କବିତା ସେଠାରେ ଲୋଡ଼ା ନିରବତା ସାହିତ୍ୟ ସେବା ନାମ ନେଇ ଯେ ଯାହା ଇଚ୍ଛା କରିଦେଇ ଯାଆଂତି ଏ ଭୂଇଁରେ ଖସି ସଭିଏଁ ପ୍ରସିଦ୍ଧି-ପ୍ରୟାସୀ କବିଂକ ଅତି ଯଶ-ପ୍ରୀତି ଯୋଗୁଁ…

ଭାଷା ଭାଗବତ : ତତ୍କାଳୀନ ଓ ଅଦ୍ୟତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯାହା ବି ଥିଲା ତତ୍କାଳୀନ ଏବକୁ ହେଲାଣି ବିଲୀନ ଅଥଚ ସଦ୍ୟ ଅଦ୍ୟତନ କରୁନି ମନ ଆକର୍ଷଣ ଏବେ ବି ସୁଦୂର ଅତୀତ ଦ୍ବାରା ହୋଇଲେ ପ୍ରଭାବିତ ଯାହା ହେବାର କଥା ହୁଏ ସ୍ବଭାଷା ପାଦେ ନ ଆଗାଏ ଭାଷାର ପ୍ରତି ଅନାଦର ଭାବ ଥିଲେ ହେଁ…

ଭାଷା ଭାଗବତ : ପୂର୍ବାନୁମାନ ଭିତ୍ତିହୀନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷାର ସ୍ଥିତିସ୍ଥାପକତା ରକ୍ଷା କରେ ନିଜର ସତ୍ତା ଲିପିରେ ରହିଲେ ସ୍ଥିରତା ଲେଖାରେ ଦିଶିବ ସମତା ନିର୍ଣୟ, ଚର୍ଚା କି ନିଷ୍ପତ୍ତି ସ୍ଥିର କରେନି ଭାଷା ଗତି କେବଳ ଭାଷାଗ୍ରହୀ ବ୍ୟକ୍ତି ବସ୍ତୁତଃ ଘଟାଂତି ଉନ୍ନତି ଆମର…