Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ମତଦାତାର ନିରବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିର୍ଜନ ଏବେ ରାଜୋଦ୍ୟାନ ଜନୋଦ୍ୟାନରେ ନାହିଁ ତୃଣ ଏ ସବୁ ବୋଲାଂତି ବଗିଚା ଗୋଟେ କଂଚା, ଆରଟି ପଚା ଟଳିଯାଇନି ରାଜାସନ ମାଟି ହୋଇଛି ଜନାସନ ଏପରି ହୋଇଛି ବ୍ୟବସ୍ଥା ଅନୁପସ୍ଥିତ ସବୁ ଆସ୍ଥା ଜନତା ଅଜାଡ଼ିଲେ ମତ ନେତା ହୁଏ…

ଭାଷା ଭାଗବତ : ବହୁରୂପୀ ଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯାହାର ନାହିଁ କାମ, ଧଂଦା ସିଏ ହିଁ ମାଗିବୁଲେ ଚାଂଦା ଯିଏ ପାରେନି ଲୁଟି, ଖଟି ସିଏ ଆଦାୟ କରେ ବଟି ଯେଉଁ ବାଟରୁ ଆସୁ ଧନ ତାହାକୁ ମାନ ଓ ସମ୍ମାନ ପ୍ରାପ୍ତ ହୁଅଇ ନିତି ଦିନ ଏମିତି ଚଳେ ଏ ଜୀବନ ଯଦି କାହା କାମ କରୁଛ ନ…

ଭାଷା ଭାଗବତ : କଳ୍ପିତ ଯଶ-ସୁଖ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପାକଳ ହେଲେ ଦୃଷ୍ଟିଭଂଗୀ ସୃଷ୍ଟି ବି ହୁଏ ସତ୍ୟ-ସଂଗୀ ନ ଥାଏ କୌଣସି ଆଶଂକା ଲେଖକ ଲେଖେ ଏକାଏକା ପାଠକ ପଢ଼େ ଏକାଏକା ଲେଖକ ପାଏନି ତା' ଦେଖା ତେବେ ବି ଏ ଶୁଦ୍ଧ ସଂପର୍କ ସର୍ବଦା ହୁଅଇ ନିର୍ଭୀକ ପାଠକ ନ ପଢ଼ିଲେ ଲେଖା…

ଭାଷା ଭାଗବତ : ସାହିତ୍ୟ ପୃଷ୍ଠା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସାହିତ୍ୟକୁ କେତେ ଗୁରୁତ୍ବ ଦିଅଂତି ଏଠି ବାର୍ତା-ଦୂତ ସ୍ପଷ୍ଟ ପଡ଼ୁଛି ସତ୍ୟ ଜଣା କରିଲେ ପୃଷ୍ଠାର ଗଣନା ସାତ ଦିନରେ ଏକ ପୃଷ୍ଠା ଦେବାକୁ ନିର୍ଲିପ୍ତ ପ୍ରଚେଷ୍ଟା କରି, ଦେଖାଂତି ଭାଷା-ନିଷ୍ଠା ସାହିତ୍ୟ ହୁଏ ହଟହଟା ଅଥଚ ଅନ୍ୟ…

ଭାଷା ଭାଗବତ : ସଂକଳ୍ପ ଭଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମୁଁ ଯେଣୁ ଜଣେ ପଦ୍ୟକାର କବି ବନିବା ଦାବି ମୋର ନ ଥିଲା, ଏବେ ମଧ୍ୟ ନାହିଁ ଲେଖେଁ ମୁଁ ନିଜ ଭଳି ହୋଇ ଶବ୍ଦରେ ଗୁଂଥା ଭାବାବଳି ରଖେଁ ମୁଁ ଯତ୍ନରେ ସଂଭାଳି ପାଠକେ ବୁଲାଇଲେ ଆଖି ଭାବ-ରୂପ ପାରଂତି ଦେଖି ମୁଁ ନିଜ ସମୟର…

ଭାଷା ଭାଗବତ : ଖ୍ୟାତି-ଅନୁରାଗୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଧୀରେ ବ୍ୟାପେ କୃତି ଯାହାର ତାହା ଯୋଗୁଁ ହିଁ ଉପକାର ହୁଅଇ ଜନ ସମାଜରେ ଲୋକେ ମାନଂତି ଆଦରରେ ତତ୍କାଳ ମିଳିଲେ ସମ୍ମାନ ତହିଁର ଦୀପ୍ତି କ୍ରମେ ମ୍ଳାନ ହେବା ଯେହେତୁ ସ୍ବାଭାବିକ ବୁଝଂତିନାହିଁ ବହୁ ଲୋକ କରିଲେ ଗୁରୁତ୍ୱ ଆରୋପ…

ଭାଷା ଭାଗବତ : ଚର୍ଚକଗଣ ହଇରାଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅଯତ୍ନେ ଲିଖିତ ରଚନା ଦେଖିବା ପାଇଁ ନାହିଁ ମନା ତା ଯଦି ନୁହେ ଉପଯୁକ୍ତ ଆପେ ହୋଇବ ପ୍ରତ୍ୟାଖ୍ୟାତ ଲେଖାକୁ କରିଲେ ଉପେକ୍ଷା ଲେଖକକୁ ମିଳିବ ଶିକ୍ଷା ଅଧିକ ହୋଇଲେ ଚର୍ଚିତ ଲେଖାଳି ହେବ ପରିଚିତ ପ୍ରତ୍ୟେକେ ଯେହେତୁ ଅନନ୍ୟ…

ଭାଷା ଭାଗବତ : ପ୍ରଥା ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା ବିଜ୍ଞାନ ସୂକ୍ଷ୍ମ କଳା ଅନାବଶ୍ୟକ ଅବହେଳା କରିବା ଯାହାର ପ୍ରକୃତି ସେ କରିଥାଏ ବହୁ କ୍ଷତି ଶୃଂଖଳାବଦ୍ଧ ହେଲେ ଭାଷା ବଢ଼ାଏ ଲୋକଂକ ଭରସା ପୂର୍ବ ଅଭ୍ୟାସଠାରୁ ମୁକ୍ତି ପାଇ ନ ପାରି ବହୁ ବ୍ୟକ୍ତି କରଂତି ପ୍ରଥା ପାଇଁ…

ଭାଷା ଭାଗବତ : ତ : ତ୍ତ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କରିଲେ ତ୍ତ ଏବେ ବର୍ଜନ ବିପତି ଲେଖିବାକୁ ମନ ବଳିବ ନିଶ୍ଚେ ଆପେ ଆପେ ଏମିତି କି ସଂସ୍କାର ବ୍ୟାପେ ? ଚିତ, ବିତ ଓ ଚିତ୍ତ, ବିତ୍ତ ଯେଉଁଟି ବହୁ ପ୍ରଚଳିତ ତାହା ନ କଲେ ବ୍ୟବହାର ହେବ କି କାହା ଉପକାର ? ଗୁଣବତ୍ତା ଓ ଗୁଣବତା…

ଭାଷା ଭାଗବତ : ନିର୍ଜନ କୋଠାଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନଗରେ ଏବେ ଯେତେ ଘର ନାହାଂତି ସେତେ ନାରୀ, ନର ଅନେକ ବିଶାଳ ନିବାସ ଭିତରେ ଜଣେ କରେ ବାସ ଏଠି କୃତୀ ସଂତାନଗଣ କରଂତି ସୁଦୂରେ ପ୍ରସ୍ଥାନ ମାଆ ବାପାଂକୁ ଏକା ଛାଡ଼ି କେବେ କି ଆସିବେ ବାହୁଡ଼ି ? ଅବ୍ୟବହୃତ ଯେତେ ଘର ଆଖିକୁ…