Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ପରିବର୍ତନ ଘନଘନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପରିବର୍ତନ ଘନଘନ ଭାଷାର ପ୍ରଧାନ ଲକ୍ଷଣ ଯେହେତୁ କିଛି ନୁହେ ସ୍ଥିର ସବୁ ବଦଳେ ବାରଂବାର ସୁଯଶା ପଂଡିତ ପ୍ରବର କେହି ବି ନୁହଂତି ଅମର ସଭିଏଁ ହୋଇ କାଳାଧୀନ ସଂସାରେ ବିତାଂତି ଜୀବନ ଉତ୍ତମ କାମ ଥିଲେ କରି ମଣିଷ ହୁଏ ଯଶଧାରୀ…

ଭାଷା ଭାଗବତ : ଅପୂର୍ବ ସୁଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷା ସଂପୃକ୍ତ ଯେତେ ତତ୍ତ୍ବ ଚର୍ଚିତ ଓ ପୁନଶ୍ଚର୍ଚିତ ହେଲେ ହିଁ ଜଣାପଡ଼େ ସତ ସଂଗତ ଆଉ ଅସଂଗତ ଭାଷାର ନିୟମ ଓ ବିଧି ନୁହଂତି ଯେହେତୁ ପରିଧି ଭାଷୀଏ କରଂତି ଲଂଘନ ଘଟାଂତି ଭାଷା ଉନ୍ନୟନ ବ୍ୟକ୍ତିଂକ ସର୍ଜନଶୀଳତା ସକାଶେ…

ଭାଷା ଭାଗବତ : ନିଜେ ଜିଇଁବା ନିଜ ଭଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଖୁଣ ହେଉଁ ବା ନ ହେଉଁ ବାସ୍ତବ ହୋଇ ରହିଥାଉଁ ବାସ୍ତବତାର ଛୁଆଁ ପାଇ ଛଳନା ତିଷ୍ଠି ପାରେନାହିଁ ଛଳନାବିହୀନ ଜୀବନ ମଣିଷ କରିଲେ ଯାପନ ଆଶଂକା ହୁଏ ଅଂତର୍ଧାନ ସାହସ ହୁଏ ବର୍ଧମାନ ନିଜେ ନିଜର ଭଳି ହୋଇ ପାରିଲେ ସମୟ ବିତାଇ…

ଭାଷା ଭାଗବତ : ଅପୂରଣୀୟ କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆଚାର, ବିଚାର, ସଂଚାର ନ କରି, ବିକାର ପ୍ରଚାର ସ୍ବେଚ୍ଛାଚାରୀର ସ୍ବାଧିକାର କରେନି କାହା ଉପକାର ଦେଖାଇ ନିଜ ମୁଖଛବି କେହି ତ ହୁଏନି ପ୍ରଭାବୀ ନିଜର ଅନର୍ଗଳ ବାଣୀ ଶୁଣାଇ ହୁଏନାହିଁ ଜ୍ଞାନୀ ଅନେକ ଜ୍ଞାନାଶ୍ରୟୀ ଜନ ରଖଂତି…

ଭାଷା ଭାଗବତ : ଅଶୁଣା ଶବ୍ଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅଶୁଣା ଶବ୍ଦ ବ୍ୟବହାର କରିଲେ ଭାବନା ସଂହାର ହୁଏନି କାହା ଉପକାର ଲେଖକେ କରଂତୁ ବିଚାର 'ଭୋକ'କୁ କହିଦେଲେ 'କ୍ଷୁଧା' ମିଳେନି କୌଣସି ସୁବିଧା ଶବ୍ଦାର୍ଥ କରିଲେ ସଂଧାନ ପାଠକ ହୁଏ ହଇରାଣ 'ଲାଜ'କୁ କହୁଁ ଯଦି 'ବ୍ରୀଡ଼ା' କିଏ…

ଭାଷା ଭାଗବତ : ସ୍ବଭାଷା ସରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାମ୍ୟ ସହିତ ବୈପରୀତ୍ୟ ମିଶିଲେ ଗଢ଼ଂତି ସାହିତ୍ୟ ବ୍ୟକ୍ତିର ଦୃଢ଼ ଆନୁଗତ୍ୟ ବିଚାର କରେନି ଔଚିତ୍ୟ ଔଦ୍ଧତ୍ୟ କିଂବା ଆଭିଜାତ୍ୟ ଯୋଗୁଁ ସାଧକ ହେଲେ ଭୃତ୍ୟ ଶବ୍ଦର ସୁରମ୍ୟ ସ୍ଥାପତ୍ଯ ଲୁଚାଇ ରଖିପାରେ ସତ୍ୟ ସହସ୍ରାଧିକ ବର୍ଷ ଧରି…

ଭାଷା ଭାଗବତ : ବିଶ୍ବର ଉପକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ତରଂଗ ପରି ଚିଂତାବଳି ତଟକୁ ଚୁମି ଯାଏ ଚାଲି ତା'ପରେ ଫେରିଆସେ ବୋଲି ପାଣି ସହିତ ଥାଏ ବାଲି ପାଣି ଓ ବାଲିର ଏ ପ୍ରୀତି ମଝିରେ ନାହିଁ ଲାଜ, ଭୀତି ସ୍ବାଗତ, ବିଦାୟ ସର୍ବଦା ଏ ପ୍ରେମ ପାଇଁ ନୁହେ ବାଧା ଶିଳାର ବିଚୂର୍ଣିତ ରୂପ…

ଭାଷା ଭାଗବତ : ଜ୍ଞାନ ବିତରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଥିତ ଭାଷା ଜଳ ଧାର ଲିଖିତ ଭାଷା ଜଳାଧାର କଥାର ସୁଅ ଯାଏବହି ଲେଖା ଅଟକେ ଲିପି ହୋଇ କଥା ବଦଳେ ବାରଂବାର ପୃଷ୍ଠାରେ ଲେଖା ରହି ସ୍ଥିର ବହିକୁ କରେ ନିଜ ଘର ସଭ୍ୟତା ପୁସ୍ତକ ନିର୍ଭର କଥିତ ଭାଷା ଯାଏ ଉଡ଼ି ଲିଖିତ ଭାଷା ଧାଡ଼ି…

ଭାଷା ଭାଗବତ : ଶିଶୁ ମନଲାଖି ଲେଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ଶୁଣି ନ ଥାଏ କାନ ଅଥବା ଦେଖେନି ନୟନ ସେପରି ଶବ୍ଦର ଲିଖନ ଶିଶୁ ନିମଂତେ ଅକାରଣ ପାଇଲେ ବିଧା ଓ ଚାପୁଡ଼ା ଧିକ୍‌କାର୍‌ ଆଉ କାନମୋଡ଼ା ଅଳ୍ପବୟସ୍କ ଏକ ଶିଶୁ ବିଦ୍ୟାଳୟକୁ ପଶୁ, ପଶୁ ପ୍ରାୟତଃ ଯାଇଥାଏ ଡରି ବସେ ସେ କିଛି ବି…

ଭାଷା ଭାଗବତ : ଉପାୟ ଥିଲେ ସୁଦ୍ଧା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଉପାୟ ଥିଲେ ସୁଦ୍ଧା ଜଣା ପାଳିବା ପାଇଁ କରି ମନା ହୋଇଲେ ଅଭ୍ୟାସର ଦାସ ଆପେ ତ ଘଟେନି ବିକାଶ ପୂର୍ଣ ଓ ପୂର୍ଣ୍ଣ ସମାର୍ଥକ ହେଲେ ହେଁ 'ପୂର୍ଣ୍ଣ' ସମର୍ଥକ ଲେଖଂତିନାହିଁ ଯଦି 'ପୂର୍ଣ' ଆପେ ଘଟେନି ଉନ୍ନୟନ ଲିପିକୁ କରିଲେ ସରଳ…