Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ନ୍ୟୂନତମ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବର୍ଣଗଠିତ ଶବ୍ଦରାଜି ଥିଲେ ହେଁ ଭାଷାରେ ବିରାଜି କେବଳ ବର୍ଣମାଳା ଶିଖି ହୁଏନି ବେଶି କିଛି ଲେଖି ଜଣା ଶବ୍ଦର ବ୍ୟବହାର କରିବା ପାଇଁ ଇଚ୍ଛା ଯା'ର ସେ ପାରେ ବାକ୍ୟାବଳି ଲେଖି ସ୍ବାନୁଭୂତିରୁ ଆପେ ଶିଖି ବାପାଂକୁ କହେନାହିଁ…

ଭାଷା ଭାଗବତ : ହିଂସାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଋଷି, ତପସ୍ବୀଂକର ଦେଶ କେଉଁଠୁ ପାଇ ଏତେ ରୋଷ କରିଚାଲିଛି ଆତ୍ମନାଶ ସହିତ ସମୂହ ବିନାଶ ବ୍ୟକ୍ତିର ପଦେ କଥା ଶୁଣି ତାକୁ ଚଂଚଳ ଦେଲେ ହାଣି ସରେନି ହିଂସାର କାହାଣୀ ଅବୋଧ୍ୟ କାହିଁକି କେଜାଣି ମତ ଲେଖିବା ପାଇଁ ବ୍ୟଗ୍ର ହୋଇ ଯେ…

ଭାଷା ଭାଗବତ : ଜ୍ଞାନାଂଶ, ଭାଷାଂଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମନୁଷ୍ଯ ନୁହେ ସର୍ବଜ୍ଞାନୀ ତେଣୁ ଜ୍ଞାନାଂଶ ନେଇ ମାନି କରଇ ଜୀବନ ଯାପନ ନୁହଇ କେବେ ବି ସଂପୂର୍ଣ ଅଲଭ୍ୟ ଅଟେ ସଂପୂର୍ଣତା ବୁଝିପାରିଲେ ଏହି କଥା ବ୍ୟକ୍ତି ନ ହୋଇ ବିଚଳିତ ସର୍ବଦା ରହେ କାର୍ଯରତ ନିଜ ଭାଗର କାମ କରି ସୁଦ୍ଧା…

ଭାଷା ଭାଗବତ : ମୌଳିକ ବର୍ଣମାଳାଶ୍ରୟୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆମର ସ୍ମୃତି, ଅନୁଭୂତି କଥା କହିଲେ ବାହାରଂତି ସେ ସବୁ କଲେ ଲିପିବଦ୍ଧ ଭାଷାଟେ ହୁଅଇ ସମୃଦ୍ଧ କଥା ତ ଧ୍ବନିର ଫୋଟକା ଅଳ୍ପାୟୁ ହୋଇ ଏକା ଏକା ଘଟେ ତାହାର ଅବସାନ ପାଏନି ଯଥାର୍ଥ ସମ୍ମାନ କଥାକୁ କରିଦେଲେ ଲିପି କାଳ ଓ ସ୍ଥଳ…

ଭାଷା ଭାଗବତ : ମତ ସମୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମତ ନ ହେଲେ ସମୀକ୍ଷିତ ଜଣା ପଡ଼େନି ମିଛ, ସତ ତେଣୁ ଅଟଇ ଅକାରଣ ବିରୋଧ ଅବା ସମର୍ଥନ ଯାହା ବି ଲାଗଇ ନୂତନ ସେହି ଆଡ଼କୁ ନେଇ ମନ ଗ୍ରହଣ ଅବା ପ୍ରତ୍ୟାଖ୍ୟାନ କରଂତି ଜ୍ଞାନୀ ଓ ଅଜ୍ଞାନ ନୂତନ ପଦ୍ଧତି, କୌଶଳ କାମକୁ କରିଲେ ସରଳ…

ଭାଷା ଭାଗବତ : ଆମର ଭାଷାନୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସର୍ବମଂଗଳକାରୀ ନୀତି ନ ଥିଲେ ଭାଷାର ଉନ୍ନତି ଘଟିବା ହୁଏନି ସଂଭବ ଏ ସତ୍ୟ କରୁଁ ଅନୁଭବ ଶିଶୁ, ଯୁବକ, ପ୍ରୌଢ଼, ବୃଦ୍ଧ ସଭିଂକୁ କରିଲେ ସମୃଦ୍ଧ ଭାଷାର ପଥ ଅବରୁଦ୍ଧ ନ ହୋଇ, ହୁଏ ସର୍ବଶୁଦ୍ଧ 'ଏବେ ତ କେବଳ ଲେଖକ ରଖଂତି…

ଭାଷା ଭାଗବତ : ମାଳ ମାଳ ବହି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଲାଂଚ, ଉତ୍କୋଚ, ବଟି, ଚାଂଦା ଗ୍ରହଣକାରୀ ନିଜ ଧଂଦା ଛାଡ଼ିବା ହୋଇନି ସଂଭବ କିପରି ଦେଶୋନ୍ନତି ହେବ ? ଅପରାଧୀ ନ ପାଇ ଶାସ୍ତି କରିଲେ ମଉଜ ଓ ମସ୍ତି ରାଜ୍ୟରେ ଭାଇଚାରା ପ୍ରୀତି କେବେ ବି ଲଭିବ କି ବ୍ୟାପ୍ତି ? ପ୍ରଶ୍ନ ପଚାରି…

ଭାଷା ଭାଗବତ : ଧୂମାଚ୍ଛନ୍ନ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମଣିଷ ହୋଇ ସୁଦ୍ଧା ଜୀବ ମନରେ ନିରାଧାର ଗର୍ବ ଧରି କରଇ ଆତ୍ମନାଶ ତହିଁରୁ ଆହରେ ସଂତୋଷ ମନୁଷ୍ଯ ହେଲେ ସୁଦ୍ଧା ପଶୁ ସ୍ବଭାବେ ଅଧିକ ଜିଜ୍ଞାସୁ କରଇ ତଥ୍ୟ ବିଶ୍ଳେଷଣ ତହିଁରୁ ପାଇଥାଏ ଜ୍ଞାନ ଅଥଚ ଜ୍ଞାନର ପ୍ରୟୋଗ ନ କରି ହରାଏ…

ଭାଷା ଭାଗବତ : ପ୍ରଚାରିତ ମିଥ୍ୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମିଛ ଶୁଣିଲେ ପ୍ରତି ଦିନ ମଣିଷ ହୁଏ ବୋଧଶୂନ୍ୟ ମିଛକୁ ସତ ବୋଲି ମାନି କରେ ଜ୍ଞାନର ମାନହାନି ଏପରି ଅଧିକାଂଶ ବ୍ୟକ୍ତି ହରାଇ ବିଶ୍ଳେଷଣ ଶକ୍ତି କରଂତି କଥାକୁ ବିଶ୍ବାସ ହୁଅଂତି ପ୍ରଚାରର ଦାସ ପ୍ରଚାର, ବିଚାର ପାର୍ଥକ୍ଯ ବୁଝି…