Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଭାଷାର ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେହେତୁ ଭାଷା ମନ-ଝର କେଉଁଠି ଗତିପଥ ତା'ର ହୁଏନି ପୂର୍ବନିର୍ଧାରିତ ପ୍ରବାହ ହୁଏ ଅବିରତ ଉଚ୍ଚ ଶିଖରେ ଜାତ ହୋଇ ନିମ୍ନ ଆଡ଼କୁ ଯାଏ ବହି ହୁଅଇ ଦୀର୍ଘ ଓ ବିସ୍ତୃତ ଜଳଭାଗରେ ହୁଏ ଲୁପ୍ତ ଭାଷାର ଏପରି ସ୍ବଭାବ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ବିଧି ପ୍ରଣୟନ କେବେ ବି ନୁହେ ସମୀଚୀନ ଯାହା ବି ଥାଏ ପ୍ରଚଳିତ ତାହା ହିଁ ହୁଏ ଆବିଷୃତ ବଚନ କଲେ ବିଶ୍ଳେଷଣ ଯାହା ବି ଶୁଭେ ପୁନଃ ପୁନଃ ତାହା ହିଁ ତହିଁର ବିଧାନ ସ୍ବଭାଷୀ କରଂତି ପାଳନ କ'ଣ ଉଚିତ, ଅନୁଚିତ…

ଭାଷା ଭାଗବତ : ଜ୍ଞାନର ଭିତ୍ତି ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜେ ନିଜର କ୍ଷତିକାରୀ ନିଜେ ହିଁ ନିଜର ବଇରି ହେବାର ଥିଲେ ପ୍ରବଣତା କେହି ବୁଝେନି ନିଜ ବ୍ୟଥା ସର୍ବଦା ହୋଇ ବହିର୍ମୁଖ ଯେ ପାଇଥାଏ ତୁଚ୍ଛ ସୁଖ ତାହାର ଆତ୍ମପରିଚୟ କ୍ରମଶଃ ହେଉଥାଏ କ୍ଷୟ ଅନୁଭୂତିରୁ ନେଇ…

ଭାଷା ଭାଗବତ : ବ୍ୟକ୍ତିତ୍ବ ବିସର୍ଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆସ୍ଥା, ସମ୍ମାନ, ଆନୁଗତ୍ୟ ନୁହଇ ଦୀର୍ଘସ୍ଥାୟୀ ସତ୍ୟ ବଦଳୁଥାଏ ଘନଘନ ଏପରି ସଂସାରୀ ଜୀବନ ବାଛିବା ପାଇଁ ବହୁ କିଛି ସଂସାରେ ପୂରି ରହିଅଛି ଯାହାର ଯେଉଁଭଳି ମନ ସେ କରେ ସେପରି ଚୟନ ବିକଳ୍ପଭରା ଏହି ବିଶ୍ବ…

ଭାଷା ଭାଗବତ : କଥା, କାମ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରବ କାଢ଼ିଲେ ବଳ କ୍ଷୟ ନିରବେ କରିହୁଏ ଜୟ କଥା ଶୁଣି କହିଲେ କଥା ଅସ୍ଥିର ବକ୍ତା ଆଉ ଶ୍ରୋତା ଯାହା କରିବ ଭାବ ମନେ କାହାକୁ କହନାହିଁ ଦିନେ ଯାହା କରିସାରିଛ, କହ ଏହି ସଂସାରେ ସୁଖେ ରହ ଉଦ୍ଦେଶ୍ୟ, ଯୋଜନା ଘୋଷଣା…

ଭାଷା ଭାଗବତ : ବିଶ୍ବ ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ବ ଆନଂଦ ପରିପୂର୍ଣ ପ୍ରଭୁଂକ ସର୍ଜନା ନିଖୁଣ ବୈପରୀତ୍ୟର ସମ୍ମିଶ୍ରଣ ଅବୋଧ୍ୟ ଏହାର କାରଣ ଚକ୍ରାକାର ଏ ମହାବିଶ୍ବ ନାହିଁ ଆରଂଭ, ନାହିଁ ଶେଷ କିଏ ସଂପନ୍ନ, କିଏ ନିଃସ୍ବ ଅମୃତ ସହ ଥାଏ ବିଷ ତର୍କସଂଗତ…

ଭାଷା ଭାଗବତ : ସ୍ବଦେଶର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବଦେଶ ହେବାରୁ ସ୍ବତଂତ୍ର ଚଳିଲା ଏଠି ଗଣତଂତ୍ର ଅଜଣା ଯେଣୁ ସୂତ୍ର, ମଂତ୍ର ହୋଇନି ଏବେ ବି ଏକତ୍ର ଦେଶକୁ ଏକ ବୋଲି ଭାବି ଗୋଟେ ତାଲାକୁ ଗୋଟେ ଚାବି ରଖିବା ପାଇଁ ନୀତି, ବିଧି ଚଳିପାରିନି ଅଦ୍ୟାବଧି ଅନେକ…

ଭାଷା ଭାଗବତ : ଅବିବେକୀ ତୁଂଡ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଖି ଦୁଇଟି ମୂକ ସାକ୍ଷୀ ମୁହଁରେ ରହିଛଂତି ଲାଖି ଉଭୟେ ବାକ୍‌ଶକ୍ତି ବିହୀନ ଦେଖୁଥାଆଂତି ଦୃଶ୍ୟମାନ ମୁଂଡର ଦୁଇ ପାଖେ କାନ ଶୁଣଂତି ଅସରା ବଚନ କିଛି ପାରଂତିନାହିଁ କହି ଥାଆଂତି ମୂକ ହୋଇ ରହି କେବଳ ଅବିବେକୀ…

ଭାଷା ଭାଗବତ : ବ୍ୟକ୍ତିର ପ୍ରବୃତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜୀବନ ନୁହଇ ବେଉସା ଅଯଥା ହାନି ଲାଭ କଷା କରିଲେ ପୂରେନାହିଁ ଆଶା ବଢ଼ଇ ବିଭିନ୍ନ ଦୁର୍ଦଶା ମଣିଷ ବୁଦ୍ଧିମାନ ଜୀବ ହେଲେ ହେଁ ଏ ସଂସାରୁ ଯିବ ପୀଡ଼ାରୁ ମିଳେନାହିଁ ମୁକ୍ତି ଅଯଥା ଅନର୍ଗଳ ଯୁକ୍ତି ଯୌକ୍ତିକତାକୁ…

ଭାଷା ଭାଗବତ : ବଡ଼ ସୃଷ୍ଟିର ସାନ ଅଂଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ଅଛୁଁ ଆମେ ରହି ସ୍ବତଃ ଶରଣାପନ୍ନ ହୋଇ ଇଚ୍ଛା ଅନିଚ୍ଛା ନିରପେକ୍ଷ ପ୍ରୟାସ ସବୁ ନିରର୍ଥକ ସୃଷ୍ଟିର ଅଂଶଟିଏ ହୋଇ ସ୍ରଷ୍ଟାଂକୁ ମାଗୁଛୁଁ କିପାଇଁ ? ଜୀବଧର୍ମ ହିଁ ସର୍ବୋତ୍ତମ ଜୀବ ମାତ୍ରକେ କରେ କର୍ମ…