Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୩)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୯ ଅନେକ ଏକାକ୍ଷରୀ ଶବ୍ଦ ଅଟଂତି ଭାଷାର ସଂପଦ ଆ ଆଁ ଆଃ ଏ ଏଁ ଏଃ ଓ ଓଁ ଓଃ ମୁଁ ତୁ ସେ ନା ନାଁ ହଁ ହିଁ ହୁଁ ହୋ ସତରେ ଅଟଂତି ସ୍ବାଧୀନ ଲୋଡ଼ଂତି ନିଜ ନିଜ ସ୍ଥାନ ଅଯଥା କଲେ ଯୋଡ଼ାଯୋଡ଼ି ପାରଂତିନାହିଁ ବେଶି ବଢ଼ି ବଟିକା ଖାଇ…

ଭାଷା ଭାଗବତ : କ୍ଷତି ପୂରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୮ ଅନେକ ସୂକ୍ଷ୍ମଗ୍ରାହୀ ଚିତ୍ତ ଗ୍ରାହ୍ୟ କରିବା ଯୋଗୁଁ ପ୍ରୀତ ମୁଁ ହୋଇ ବେଶି ଭାଷାସକ୍ତ ଲେଖୁଛିଁ ସ୍ପଷ୍ଟ ଭାବ, ମତ ଏ ଭାଷା ହେଲେ ଲୋକାଦୃତ ପୂର୍ଣ ହେବ ମୋ ମନୋରଥ ଶିଶୁଂକୁ ଦେଇ ଏବେ ଧ୍ୟାନ ଲେଖୁଛିଁ ପ୍ରାୟ ପ୍ରତିଦିନ…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୨)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୭ ଶବ୍ଦ ମଝିରେ ଶୂନ୍ୟସ୍ଥାନ ପଦକୁ କରେ ଅର୍ଥପୂର୍ଣ କଲେ ଅଯଥା ଯୋଡ଼ାଯୋଡ଼ି ସହଜେ ହୁଏନାହିଁ ପଢ଼ି ସ୍ବାଧୀନ ହେଲେ ସବୁ ଶବ୍ଦ ଭାଷାକୁ ଛୁଏଁନି ବିପଦ ଏ ସବୁ ଆମ ହାତକାମ ସାରିଲେ ମିଳିବ ବିଶ୍ରାମ କରତ ଧର, କାଠ କାଟ କର ତ,…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୬ ଅକ୍ଷର ଯୋଡ଼ା ଛଡ଼ା ଭେଦ ଅଟେ ଏ ଭାଷାର ସଂପଦ ଏ ଭେଦ କରିଲେ ସ୍ବୀକାର ସ୍ବଭାଷା ହେବ ଚମତ୍କାର ଆଂକିଲା ଏ ହାତ ବି ଚିତ୍ର ଏହା ତ ଦିଶିଲା ବିଚିତ୍ର ଅଂକ ନ କଷି, ଏ ଅଂକନ ଆଡ଼କୁ ମିଛେ ନେଲି ମନ ଅନାମ, ଇଆଡ଼େ ଅନା ମ ଏହା…

ଭାଷା ଭାଗବତ : ସପନର ଜାଲ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୫ ଅପୂର୍ବ ଭୂଇଁ ଏ ଓଡ଼ିଶା ' ବହୁତ୍ବ ' ବାଂଧି ଏଠି ବସା ରହିଛି, ଦେଖୁଁ କାଳାବଧି ଲଂଘେନି କେବେ ବି ପରିଧି ନିଜକୁ କରି ସମର୍ପଣ ସଂତୁଷ୍ଟ ଏଠି ଜନଗଣ ନିଃସ୍ପୃହ ଜୀବନ ଯାପନ କରଂତି, ହୋଇ ଦୈବାଧୀନ ସଭିଂକୁ କରଂତି ସ୍ବାଗତ…

ଭାଷା ଭାଗବତ : ସାହିତ୍ୟର ହିତ, ସାହିତ୍ୟ-ରହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୪ ପରସ୍ପରକୁ କରି ପ୍ରୀତ ହୁଏନି ସାହିତ୍ୟର ହିତ ଭାଷା ବି ହୁଏନି ଆଦୃତ ଏହା କି ନୁହେ ଶୁଦ୍ଧ ସତ ? ଏ ସତ୍ୟ କଲେ ଅସ୍ବୀକାର କେବେ ହେବନି ଉପକାର ଜୁହାର ଆଉ ନମସ୍କାର କାନ ଶୁଣଇ ବାରଂବାର ସ୍ବଜନ-ତୋଷଣ ପ୍ରବୃତ୍ତି କରଇ…

ଭାଷା ଭାଗବତ : ପରିବର୍ତନ ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୩ ବର୍ଣ ବିକଳ୍ପ ରୂପେ ବର୍ଣ୍ଣ କରିଲେ ଅଯଥା ଲିଖନ ସଂଭବ ନୁହେ ଉଚ୍ଚାରଣ ତେଣୁ ହିଁ କରିବା ବର୍ଜନ ସେପରି ର୍କ ର୍ଚ ର୍ଛ ର୍ତ ର୍ଦ ର୍ଧ ଅଥବା ର୍କ୍କ ର୍ଚ୍ଚ ର୍ଚ୍ଛ ର୍ତ୍ତ ର୍ଦ୍ଦ ର୍ଦ୍ଧ ଉଭୟ ରୂପ ସର୍ବଶୁଦ୍ଧ କିଂତୁ ସରଳ…

ଭାଷା ଭାଗବତ : ଭାଷାର ପ୍ରକୃତ ରକ୍ଷକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୨  ଭିତରେ ଥାଏ ଜ୍ଞାନ, ବଳ ବାହାର କଲେ ମିଳେ ଫଳ ହୋଇଲେ ଅତି ସାବଧାନ ଅଟକିରହେ କାର୍ଯମାନ ପ୍ରଥମେ ଯାଉଁ କାମ କରି ତା'ପରେ ପାରିବା ସୁଧାରି ମନରେ ଧରିଥିଲେ ଦ୍ବିଧା କାମରେ ଉପୁଜାଏ ବାଧା ଅତିଶୁଦ୍ଧତା ଲୋଡ଼ୁଥିଲେ ପଡ଼ିବା…

 ଭାଷା ଭାଗବତ : ଭାଷାର ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୧ ଭାଷାର ବିଧି ପ୍ରଣୟନ ଅଥବା ନୀତି ନିର୍ଧାରଣ ସର୍ବଦା ହୁଏ ଅକାରଣ ଏହି ସତ୍ୟକୁ ଦେଇ ଧ୍ୟାନ ନ କଲେ କିଛି ଉଦ୍‌ଭାବନ ହୁଅଇ ସମୃଦ୍ଧି ସଂପନ୍ନ ବାସ୍ତବ ଭାଷାର ସଂସାର କରିଜାଣିଲେ ଆବିଷ୍କାର ବୁଝିବା କର୍ତବ୍ୟ ଆମର ସତରେ…

ଭାଷା ଭାଗବତ : ତତ୍କାଳୀନ ଓ ଚିରଂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୦  ତତ୍କାଳୀନ ଓ ଚିରଂତନ ମଧ୍ୟରେ ଭେଦ ନିରୂପଣ କରିଜାଣେନି ଯେଉଁ ଜାତି କରେନି କେବେ ବି ଉନ୍ନତି ପୂର୍ବର ଭୂମିଚିତ୍ର ଦେଖି ଏବେ କେ ଯାତ୍ରା କରିବ କି? ପୂର୍ବର ମୂଲ୍ୟସୂଚି ଦେଖି କିଛି ବି କିଣିପାରିବ କି? ଅତୀତ ଯେଣୁ…