Latest Odisha News
Browsing Category

ଅନୁବାଦ

ଅନୁବାଦ କବିତା : ମୟୂରପଙ୍ଖୀ

ମୂଳ ବଙ୍ଗଳା : ସୁବୋଧ ସରକାର ଅନୁବାଦ : ସରଳ କୁମାର ଦାସ ଝିଅ ହେଇଥିଲେ କି ନାମ ରଖିଥାନ୍ତ କି ନାମ ... କି ନାମ ... କି ନାମ ରଖିଥାନ୍ତି ... ମୟୂରପଙ୍ଖୀ ...; ଅତି କମରେ ଊଣେଇଶ ଜଣ କବି ଲେଖକ ଅଧ୍ୟାପକ କହିଛନ୍ତି ବୁଝିଲ ...ଗୋଟେ ପୁଅ ପୁଅ ନୁହେଁ ତମର ଗୋଟେ ଝିଅ ଦରକାର ପୁଅ…

ଅନୁବାଦ ଗଳ୍ପ : ଦଙ୍ଗା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪ ମୂଳ ଇଂରାଜୀ : ଖୁସୱନ୍ତ ସିଂ  ମୁୁହଁ ଅନ୍ଧାର । ସାରା ସହରଟା ନିସ୍ତେଜ । ଚାରିଆଡ଼େ ଦୋକାନ ବଜାର ପଡ଼ି ଯାଇଛି । ରାସ୍ତାକଡ଼ ବତୀଖୁଣ୍ଟରୁ ଆଲୁଅ ସବୁ ଜଳି ଉଠିଲାଣି । ରାସ୍ତା ଶୂନଶାନ୍ । କେବଳ ଯାହା କାଁ ଭାଁ କେଇଜଣ ପହରାଦାର ପୁଲିସ…

ଅନୁବାଦ ଗଳ୍ପ : କରୱା ବ୍ରତ

ମୂଳ ହିନ୍ଦୀ ରଚନା – ଯଶପାଲ୍ ଅନୁବାଦ :- ନିହାରୀକା ମଲ୍ଲିକ  କହ୍ନେୟାଲାଲ୍ ନିଜ ଅଫିସର ଅନ୍ୟ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ଯଦିଓ ଦୁଇ କି ତିନିବର୍ଷ ବଡ଼ ଥିଲେ , କିନ୍ତୁ ତାର ବାହାଘର ହୋଇଥିଲା ସେମାନଙ୍କ ପରେ । ତାର ବହୁତ ଅନୁରୋଧ ସତ୍ତ୍ଵେ ବି ତା ଅଫିସର ତାକୁ ବାହାଘର ପାଇଁ…

ଅନୁବାଦ ଗଳ୍ପ : ରାବୀ ଆର ପାରି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩ ମୂଳ ହିନ୍ଦୀ: ଗୁଲଜାର  ଓଡ଼ିଆ ରୂପାନ୍ତରଣ: ସୁଭାଷ ଶତପଥୀ  ମୁଁ ଜାଣି ପାରେନି, ଦର୍ଶନ ସିଂହ କେମିତି ପାଗଳ ହୋଇ ଯାଇନଥିଲା! ତା’ ବାପା ଘର ଭିତରେ ଥାଇ ମଲା । ତା’ ମା’ ଗୁରୁଦ୍ୱାରାର ସେଇ ଧ୍ୱଂସସ୍ତୂପ ଭିତରେ କୁଆଡ଼େ ହଜି ଯାଇଥିଲା…

ଅନୁବାଦ କବିତା : ତୁମେ ଯଦି ଭୁଲିଯାଅ ମୋତେ

ମୂଳ ସ୍ପେନୀୟ: ପାବ୍ଲୋ ନେରୁଦା ଇଂରାଜୀରୁ ଅନୁବାଦ: ସରଳ କୁମାର ଦାସ  ମୁଁ ଚାହେଁ ତୁମେ ଜାଣିରଖ ଗୋଟିଏ କଥା । ତୁମେ ଜାଣିରଖ ଏହା କିପରି ହେଲା ଯଦି ମୁଁ ନିରେଖେ ସ୍ୱଚ୍ଛ ଜହ୍ନକୁ ଉତ୍ତୀର୍ଣ୍ଣ ଶରତର ଲୋହିତ ଶାଖାରେ ମୋ ଝର୍କାରୁ ଯଦି ମୁଁ ଛୁଏଁ ନିଆଁ କଡ଼ର ଉଷୁମ ପାଉଁଶକୁ…

ଅନୁବାଦ ଗଳ୍ପ : ଧୀରେନ୍ଦୁ ମଜୁମଦାରର ମା’

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨ ମୂଳ ମାଲୟାଲମ୍‌ : ଲଳିତାମ୍ବିକା ଅନ୍ତର୍ଜାନମ୍‌  ଆପଣ ଜାଣନ୍ତି ମୁଁ କିଏ ? ମୋ ନାଁ ଶାନ୍ତି ମଜୁମଦାର । ମୋର ବୟସ ନବେ ବର୍ଷ । ପୂର୍ବ ବଙ୍ଗର ଗୋଟିଏ ଅଖ୍ୟାତ ପଲ୍ଲୀରେ ମୋର ଜନ୍ମ ଓ ସେଇଠି ମୁଁ ବଢ଼ିଥିଲି । ବାହା ସାହା ହୋଇ ନଅଟି…

ଅନୁବାଦ କବିତା : ବାମାଙ୍ଗୀ

ମୂଳ ମରାଠୀ : ଅରୁଣ କୋଲଟକର ଅନୁବାଦ : ସରଳ କୁମାର ଦାସ  ମନ୍ଦିରକୁ ଯାଇଥିଲି ମଝିରେ କାହିଁ ସେଠି ବିଠଲ ଦିଶିଲେନି ଋକ୍ମିଣୀଙ୍କ ପାଖରେ ଖାଲି ଗୋଟେ ପଥର ମୁଁ କହିଲି ଚଳିବ ଋକ୍ମିଣୀ ତ ଋକ୍ମିଣୀ କାହାରି ପାଦରେ ତ ମୁଣ୍ଡିଆଟେ ପକାଇଲେ ହେଲା ପାଦରେ ମୁଣ୍ଡ ରଖିଲି ଉଠାଇ…

ଅନୁବାଦ ଗଳ୍ପ : କ୍ଷତିପୂରଣ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧ ମୂଳ ହିନ୍ଦୀ: ନାରାୟଣ ଭାରତୀ                                                                                              ଓଡ଼ିଆ ରୂପାନ୍ତର: ସୁଭାଷ ଶତପଥୀ “ଆଚ୍ଛା ଭାଇ, ଏଠି କ୍ଷତିପୂରଣ ଟଙ୍କା ଦେବା କଥା…

ଅନୁବାଦ କବିତା : ଯାହା ପଛରେ ପଡ଼ିଲେ କୁକୁର

ମୂଳ ହିନ୍ଦୀ : ଗୀତ ଚତୁର୍ବେଦୀ ଅନୁବାଦ : ସରଳ କୁମାର ଦାସ ତା’ ବାଳ ଅବିନ୍ୟସ୍ତ ଥିଲା, ଦାଢି ଝୁଲୁଥିଲା ଲୁଗା ମଇଳା ଥିଲା, ହାତରେ ଥିଲା ଥଳି ... ତା’ ରୂପର ବର୍ଣ୍ଣନା କେତେ ଥର କାହାଣୀରେ, କବିତାରେ, ଲେଖାରେ, ଅଫବିଟ ଖବରରେ ହେଇସାରିଛି ଯାହା ଆଧାରରେ ସେ ଦୀନ-ହୀନ କିସମର…

ଅନୁବାଦ କବିତା : ଟିଉଟୋରିଆଲ

ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ ଅନୁବାଦ : ସରଳ କୁମାର ଦାସ ତତେ ରଖିବାକୁ ହେବ ଶତକଡା ନବେରୁ ବେଶି ତତେ ହେବାକୁ ହିଁ ହେବ କେବଳ ପ୍ରଥମ ତା’ ବଦଳରେ ମାତ୍ର ପଞ୍ଚାଅଶି ! ପାଞ୍ଚ ନମ୍ୱର କମିଲା କାହିଁକି ? କାହିଁକି କମ ? ଏଇଥିପାଇଁ ମୁଁ ପ୍ରତିଦିନ ଝାଳନାଳ ହେଇ ଖଟୁଛି ? ଏଇଥିପାଇଁ…