Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୦୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ତା’ପରେ କ'ଣ ଘଟିଲା, ସେ କଥା ସମ୍ପୂର୍ଣ୍ଣ ଅସ୍ପଷ୍ଟ । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବୀରା, ଗୋଟିଏ ହୋଟେଲ ସାମ୍ନାରେ ଠିଆ ହୋଇଥିଲା, ସିଡ଼୍ ତା' ଡାହାଣ ପଟରେ, ଏବଂ ସିଡ଼୍ ଡାହାଣକୁ ରୋହାନ୍ । ସମସ୍ତେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୦୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିଲା, “ବାରବର୍ଷ! ଏତେ ଦିନରେ ଥରେ ଫୁଟେ!” ମାଗାଜିନ୍‌ ଉପରେ ଆଖି ସ୍ଥିର ରଖି ରୋହାନ୍ କହିଲା, “ଆଉ ଏଥିରେ ଏ କଥା ବି ଲେଖାହୋଇଛି ଯେ ସେ ଫୁଲଗୁଡ଼ାକ ଦେଖିବାକୁ ବହୁତ ସୁନ୍ଦର ।”…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଆଚ୍ଛା, ତା'ହେଲେ ତୁ ଏବେ ବି ସେଇ ନିଷ୍ପତିରେ ଅଛୁ ଯେ କେବଳ ଝିଅମାନେ ପଢ଼ୁଥିବା ଗୋଟେ ବୋର୍ଡ଼ିଙ୍ଗ୍ ସ୍କୁଲ୍‌ରେ ପଢ଼ିବୁ?” ଟିକେ ଆଶ୍ଚର୍ଯ୍ୟ ହେଲା ଭଳି ବୀରାର ଆଚାି କହିଲେ । ମୁଣ୍ଡ ହଲେଇ ବୀରା କହିଲା, “କ’ଣ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁଁ ଅଲବତ୍ କରିପାରିବି । ତୁ ଭୁଲିଯାଆନା ଯେ ମୋ ସମ୍ମତି ଦେଇ କୌଣସି ବି ଫର୍ମରେ ମୁଁ ଦସ୍ତଖତ ଦେଇନି । ଏବେ ତୁ ସ୍ଥିର କର ।” “ମମ୍‌...” “ତୁ ଏବେ ହିଁ ସ୍ଥିର କର । ଜଲ୍‌ଦି ସ୍ଥିର କର ।”…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଉ, ତୁ ଆଗରେ ଚାଲ । ମୁଁ ରୁମ୍‌ଟିକୁ ସଜାଡ଼ି ଦେଇ ଯାଉଛି ।” ବୀରା କହିଲା । ଲିଭିଂ ରୁମ୍‌ରେ ପହଞ୍ଚି ବୀରା ଦେଖିଲା ଯେ ସୋଫା ଉପରେ ସୁନୈନା ଗଡ଼ୁଛି, ତା' ମମ୍‌ଙ୍କ କୋଳରେ ଗୋଟେ ପାଦ ରଖିଦେଇଛି ଯିଏ ତା'ର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହାଏ ବୀରା ଦି’,” ବୀରାର ବେଡ଼୍‌ରୁମ୍‌କୁ ଉଙ୍କିମାରି ଚାହିଁ ଶ୍ରେୟା କହିଲା, “ମମ୍‌ କହୁଛନ୍ତି ଆଉ ପନ୍ଦର ମିନିଟ୍ ଭିତରେ ଡିନର୍ ପ୍ରସ୍ତୁତ ହୋଇଯିବ ।” “ହଉ, ଠିକ୍ ଅଛି । ଭିତରକୁ ଆ, ଏଇଠି ବସ”, ବୀରା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପରିବାର ଲୋକ ଗ୍ରହଣ କରିନେବା କ୍ଷେତ୍ରରେ ମଧ୍ୟ ସେଇ ଏକା ଅବସ୍ଥା ।” “ପରିବାର କଥା କହୁଛ! ଡାଡ଼୍ ମମ୍‌ଙ୍କ ପ୍ରତିକ୍ରିୟା କ'ଣ ହେବ ଭାବି ମତେ ଭୟ ଲାଗୁଛି । ମୁଁ ଜାଣେ ଯେ ମୁଁ ଡାଡ଼୍‌ଙ୍କୁ ଏତେଟା ଭଲ ପାଏନି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଟ୍ୟାକ୍ସିଟେ ଧରି ଘରକୁ ମୁହାଁଇଲା । ସେ ଚାଲିଗଲା ପରେ ପାର୍କର ଏକ ବେଞ୍ଚ ଉପରେ ବସି ଦୁଇ ହାତରେ ନିଜ ମୁହଁ ଗୁଞ୍ଜି ଦେଇ ସିଡ଼୍ କହିଲା, “ମୁଁ ସବୁକିଛି ବରବାଦ୍ କରିଦେଲି ନା!” ସେ ତା'ର ଅଲରା ବାଳ ଭିତରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ବହୁତ ଦୁଃଖିତ ଭାଇ । ମୁଁ ଜାଣେ, ମୁଁ ସେମାନଙ୍କୁ କେତେ ବଡ଼ ମାନସିକ ଆଘାତ ଦେବି । କିନ୍ତୁ ମୁଁ ମୋ' ସ୍ୱପ୍ନକୁ ଏମିତି ଛାଡ଼ି ପାରିବିନି । ମୁଁ ଜାଣେ ଏଇୟା ବି ଯେ ସେମାନେ ଖୁବ୍ ଦୁଃଖୀ ଓ ହତାଶ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଖୁବ୍ ଉତ୍ସାହର ସହ ସିଡ଼୍ ମୁଣ୍ଡ ହଲେଇଲା । କାରଣ ଏଇ କଥା ପାଇଁ ତା' ପାଖରେ ଉତ୍ତରଟେ ପ୍ରସ୍ତୁତ ଥିଲା । “ହଁ, ମୁଁ ଜାଣେ ସେକଥା । ମୁଁ କିଛି ଅନ୍‌ଲାଇନ୍ ପ୍ରୋଗ୍ରାମ୍ ଓ ବ୍ରୋସ୍ୟୁର୍ ପଢ଼ିସାରିଛି । କଣ୍ଠସ୍ୱର…