Latest Odisha News
Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଭାଗ୍ୟକୁ, ବୀରା ଆଉ କିଛି ପଚାରିବା ପୂର୍ବରୁ ସେ ଜାହାଜର ଜଣେ କର୍ମଚାରୀ ପହଞ୍ଚି କହିଲେ, “ସାର୍ ଓ ମାଡ଼ାମ୍‌, ଦୟାକରି ଏପଟକୁ ଚାଲିଆସନ୍ତୁ । ଆଉ ଏକ ଦଳ ଯାତ୍ରୀ ଏବେ ଏଠାକୁ ଆସିବେ ।” ସେ ଆଙ୍ଗୁଳି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍ ଧୀର ସ୍ୱରରେ ଏକଥା କହୁଥାଏ ଯେମିତି ବୀରା ଶୁଣି ନପାରିବ । “ହଁ ମୁଁ ବୁଝୁଛି । କିନ୍ତୁ ଆମେ ତାକୁ ଦିନେ ଦୁଇଦିନର ସମୟ ଦେବା ଉଚିତ୍ । ଏମିତିରେ ବି ସମୀରାକୁ ହରାଇଥିବାର ଦୁଃଖ ଭିତରୁ ସେ ବାହାରି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌ର କଥା ବୁଝିବା ପାଇଁ ରୋହାନ୍‌କୁ ଟିକେ ସମୟ ଲାଗିଲା । ମାତ୍ର ଯେତେବେଳେ ସେ ବୁଝି ପାରିଲା, ସର୍ବପ୍ରଥମେ ସେ ମୁହଁ ବୁଲେଇ ବୀରା ଆଡ଼କୁ ଚାହିଁଲା । ଖାସ୍ ଏଇୟା ଜାଣିବା ପାଇଁ ଯେ ସିଡ଼୍‌ର ପ୍ରଶ୍ନ ବୀରା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ! ଆମେ ଦେଖିଥିଲେ? ତା\'ହେଲେ ଯାତ୍ରୀଙ୍କୁ ଖଲାସ କରିବାର ପ୍ରକ୍ରିୟା ସେ ସିନେମାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଦେଖେଇବାର କାରଣ କ’ଣ?” ସିଡ଼୍ ପଚାରିଲା । “ହଁ, ପ୍ରଥମ କଥା ହେଲ, ଟାଇଟାନିକ୍ ଜାହାଜଟି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ତମେ କ'ଣ କିଛି ଖାଇବ ବୀରା?”, ଏ ପ୍ରଶ୍ନର ଉଚାରରେ ମୁଣ୍ଡ ହଲେଇ ବୀରାnମନା କରୁଥିଲେ ବି ରୋହାନ୍ ତିନି ପ୍ଲେଟ୍ ଜଳଖିଆ ପାଇଁ ୱେଟର୍‌କୁ ବରାଦ ଦେଇ ସେnଦୁହିଁଙ୍କୁ ସାଙ୍ଗରେ ଧରି ଜାହାଜର ମୁଖ୍ୟ ପ୍ରବେଶ ଦ୍ୱାର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପୁଅକୁ ଲୁଚେଇ ଲୁଚେଇ ମହିଳାଜଣକ ନିଜ ଲୁହ ପୋଛି ଦେଉଥାଆନ୍ତି । ଉଦାସ ରୋହାନ୍ ଭାବୁଥାଏ, ଏ ସବୁ ଭାଗ୍ୟର ବିଡ଼ମ୍ବନା, ଯାହା ଫଳରେ ଏ ପରିବାର ସବୁ ବିଚ୍ଛିନ୍ନ, ଆଉ ଏମାନଙ୍କ ଜୀବନ ଧ୍ୱଂସ୍ତବିଧ୍ୱଂସ୍ତ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଭାବି ହେଉଥିବା ବେଳେ ବୀରା ବାଷ୍ପରୁଦ୍ଧ କଣ୍ଠରେ କହିଲା, “ପାପା ଓ ମାମା, ସମୀରା ଦି’ ବିଷୟରେ ପଚାରିଲେ ମୁଁ କ'ଣ କହିବି?” ରୋହାନ୍ ଆଉ ସିଡ଼୍‌କୁ ନୁହେଁ, ବୀରା ଯେମିତି ନିଜକୁ ନିଜେ ହିଁ କହୁଥିଲା ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେ ହସୁଥିଲା ଅଧା, କାନ୍ଦୁଥିଲା ବି ସେମିତି ସୁକୁସୁକୁ ହୋଇ । ତା’ପର ରେ ପୁଣି ଗମ୍ଭୀର ହୋଇ ଚାହିଁଲା ଯେବେ ସିଡ଼୍ କହିଲା, “ଦେଖ, ଆମେ ଏବେ ଏସ୍‌.ଏସ୍‌. ମାରିନାର ଖୁବ୍ ପାଖରେ ପହଞ୍ଚି ଗଲେଣି ।” ପାଖାପାଖି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ସେମାନେ ନିଶ୍ଚୟ ପହଞ୍ଚି ଯାଇଥିବେ , ମତେ ଲାଗୁଛି”, ତାକୁ ଆଶ୍ୱସ୍ତ କରିବା ଭଳି ସିଡ଼୍ କହିଲା । ହାଲ୍‌କା ଭାବରେ ମୁଣ୍ଡ ହଲେଇଦେଲା ବୀରା । ଆଖିରୁ ଲୁହ ଧାର ତା' ଗାଲକୁ ଭିଜେଇ ଚାଲିଲା ପୁଣି ଥରେ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏ ଉତ୍ତରରେ ବୀରା ସନ୍ତୁଷ୍ଟ ହେଲାପରି ଲାଗୁଥିଲା । ଆଶାର କିରଣଟିଏ ପରି ଥିବା ଏ କ୍ଷୀଣ ସମ୍ଭାବନାଟିକୁ, ସେ ମନଭିତରେ ପାଳି ଚାଲିଥିଲା । ସେମାନେ ଆଉ ପ୍ରାୟ ପାଞ୍ଚ ମିନିଟ୍ ଯାଏଁ ସେଠାରେ ନୀରବରେ ଠିଆ ହୋଇ…