Latest Odisha News

BREAKING NEWS

Browsing Category

କବିତା

ପଥର

ସଂଗ୍ରାମ ଜେନା ଓଡ଼ିଆ କବିତା ଓ ଅନୁବାଦ କ୍ଷେତ୍ରରେ ଏକ ପ୍ରସିଦ୍ଧ ନାମ । ଅନୁବାଦ ପାଇଁ କେଂଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଡ. ଜେନାଙ୍କର ଏକ କବିତା ପଢ଼ିବା ଆସନ୍ତୁ ପଥର ସଂଗ୍ରାମ ଜେନା କ’ଣ ପାଇଁ ସେ ବାଟରେ ଯାଉଁ ଯାଉଁ ଝୁଣ୍ଟୁଥିଲେ ଏଇ ଅଲୋଡ଼ା ପଥରଟାକୁ ।…

ଭୁବନେଶ୍ୱରରେ ଯୌବନ

ଭାରତ ମାଝୀ (୧୯୭୨) ଯୁବପିଢ଼ିର ଏକମାତ୍ର କବି ଯିଏ ପାଣିକୁ ନିଆଁ, ନିଆଁକୁ ଆକାଶ, ଆକାଶକୁ ମାଟି, ମାଟିକୁ ପବନ କରି କବିତାକୁ ଘୋଷାଡ଼ି ଆଣିପାରନ୍ତି ଓ ଦେଇପାରନ୍ତି ସେମାନଙ୍କୁ ଅଭିନବ କାବ୍ୟିକ ଉପଲବ୍ଧି । ଚେହେରା ଓ ଚରିତ୍ରରେ ବୋହିମିଅନ୍‍, ଶବ୍ଦ ଓ ସଂଚାରଣରେ ବିକ୍ଷୁବ୍ଧ, ଭାବ ଓ…

ରଂଗ ମହୋତ୍ସବ

ରଂଗ ମହୋତ୍ସବ ପ୍ରହଲ୍ଲାଦ ଶତପଥୀ ଯେଉଁ ସକାଳ ଆସନ୍ତାକାଲି ତୋତେ ରଂଗ ମଖେଇବ ସେଇ ସକାଳ ମୋତେ ବି ରକ୍ତିମ କରିଦେବ ସୂର୍ଯ୍ୟମୟତାରେ ମୁଁ କହିରଖେଁ ମୋ ଭିତରୁ ଉଏଁ ସୂର୍ଯ୍ୟ ଅସ୍ତ ବି ହୁଏ ମୋଭିତରେ ଆଲୁଅ ଓ ଅଂଧାରକୁ ନେଇ ଜାରିଥାଏ ରଂଗ ମହୋତ୍ସବ । ମୁଁ ଘୋଷଣା କରେ ଆଜିଠୁ…