Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା ନିରଂତର : ଭାବର ବାହନ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ପଢ଼ିନାହିଁ ମୁହିଁ ଖୁବ୍‌ ବେଶି ବହି ସ୍ବାନୁଭୂତିରୁ ଲେଖି ଆଉ କହି ହୋଇଛିଁ କେବଳ ଜଣେ ଭାଷାପ୍ରେମୀ ସାହିତ୍ଯ କାନନେ କେବେ ବି ନ ଭ୍ରମି କାନରେ ଶୁଣି ମୁଁ ଶିଖିଅଛିଁ ଭାଷା ସେ ଶୁଣାକଥାକୁ କରେଁ ମୁଁ ଭରସା…

ସ୍ୱଳ୍ପ ଗଳ୍ପ : ଏକ ବିଶେଷ ନିର୍ଦ୍ଦେଶିକା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୨ ପ୍ରଥମରୁ କହିବାକୁ ଚାହିଁବି ଏଇ ନିର୍ଦ୍ଦେଶିକା ଭଳି ଏକ ସର୍ବସାଧାରଣ ପାଳନଯୋଗ୍ୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଭଳି ସାମର୍ଥ୍ୟ ଉପସ୍ଥିତ ଲେଖକର ଆଦୌ ତାହାର ତରୁଣକାଳରେ ନଥିଲା ବା ଏବେ ମଧ୍ୟ ନାହିଁ। ତେଣୁ ଏହାର…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୭)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଫୁଲୁରୀ ଫେରି ଆସିଥିଲା ସତକୁ!! ଉଜୁଡ଼ା କ୍ଷେତର ମାଲିକ ଭଳି । ସର୍ବସ୍ୱ ହରାଇଥିବା ଚାଷୀଟେ ପରି ଫେରିଥିଲା । ଆଲୁରାବାଳ, ଆଖିପସିଯାଇଛି ଭିତରକୁ । କହରା କେଶ... କୋଳଖାଲି । ମଳିକ ପଡ଼ିଯାଇଥିଲା ମୁହଁ ତା’ର । ଯେମିତି ମାସ ମାସ ଧରି…

କବିତା ନିରଂତର : ବାଇମନରେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ବାଇମନ ରେ, ତୁ ତ ନିଜେ ଅରୂପ କିପାଇଁ ଏ ତୁଚ୍ଛ ଶରୀର ଉପରେ ଦେଖାଇଚାଲିଛୁ ଏତେ ପ୍ରକୋପ ? ବାଇମନ ରେ, ତୋର ନାହିଁ ତ ଡେଣା ତଥାପି ଆକାଶ ମାପିବା କୌଶଳ କେମିତି ପଡ଼ିଲା ତୋତେ ହିଁ ଜଣା ? ବାଇମନ ରେ, ତୋର ଅଜଣା…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୬)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଈଶ୍ୱର ବାହାଘର ଦିନ ନିଗୁ ଯାଇଥିଲା ତା’ସହ । ମନ୍ଦିରରେ ବେଶ୍ ଉତ୍ସାହର ସହ ବାହାଘର ହେଲା । ଈଶ୍ୱରର ପ୍ରେମ ଦେଖି ତା' ମଧ୍ୟ ଈର୍ଷା ହୋଇଥିଲା । ଏତେ ବେଶୀ ଭଲପାଇ ହୁଏ ଗୋଟେ ଝିଅକୁ?? ସେମାନେ ଧୁମ୍ ନାଚି ଥିଲେ । ଏମିତି ଅନେକ…

ସ୍ୱଳ୍ପ ଗଳ୍ପ : ଅଧୀଶ୍ୱରର ଅସୁଖ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୧ ଛବିଳ ରାଜନୀତି ହେଉଛି ଏଇ ଆଲେଖର ମୁଖ୍ୟ ପ୍ରସଙ୍ଗ । ମାତ୍ର ପ୍ରଥମରୁ ଏକଥା ସ୍ପଷ୍ଟ କରିଦିଆଯାଉଛି ଯେ ସମକାଳର ରାଜନୀତି ବା ରାଜନୀତିଜ୍ଞଙ୍କୁ ନେଇ କୌଣସି ତର୍ଜମା ବା ଇଙ୍ଗିତାତ୍ମକତା ଏଥିରେ ଇଚ୍ଛାକୃତ ଭାବରେ ରହିବ ନାହିଁ ।…

କବିତା ନିରଂତର : ସବୁ ଅଂଧକାରାଚ୍ଛନ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଯେଉଁଠି ସୁଜ୍ଞାନୀ ରହଂତି ମଉନ ଅଜ୍ଞାନ ହୁଅଂତି ମୁଖର ସେଠି କେବେ ସତେ ଅଂତ ଘଟେନାହିଁ ପୀଡ଼ା, ଯଂତ୍ରଣା, ଦୁଃଖର ସବୁ ସଂଭାବନା ଥିଲେ ବି ସେଠାରେ ହୁଏନାହିଁ କିଛି କାର୍ଯ ନାନା କଥା ଶୁଣି ବାଚାଳ ହେଲେ ତ…

ସ୍ୱଳ୍ପ ଗଳ୍ପ : ପିକାସୋଙ୍କ ବାର ନମ୍ବରର ଷଣ୍ଢ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୦  ପିକାସୋଙ୍କର ଗୋଟିଏ ଛବି। ସେଇ ଛବିରେ ରହିଛି ବାର ଗୋଟି ଚିତ୍ରଅଂଶ। ଏହି ବାରଗୋଟି ଚିତ୍ରକୁ ଗୋଟିଏ କାନଭାସରେ ରଖି ତାହାର ମାଧ୍ୟମରେ ଗୋଟିଏ ବିବର୍ତ୍ତନର କଥା କହିଛନ୍ତି ବିଶ୍ୱନନ୍ଦିତ ଚିତ୍ରକର ପାବଲୋ ପିକାସୋ।…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୫)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମାଓଲି ଛାତିରେ ଜାକି ହୋଇଯାଇଥିଲେ ଦିଟାଯାକ ଛୁଆ । ମାଛପୁଡ଼ିଆ ଟାକୁ ବଢ଼ାଇ ଦେଉ ଦେଉ ଚକରା କହିଲା - ତୋ' ଦେଇ କୁଆଡ଼େ ଗଲା?? କ'ଣ ପଳାଇ ଗଲାକି କାହା ସହ?? ଏ ପ୍ରଶ୍ନ ଅମୂଳକ ନଥିଲା । ଗଲା କେତେଦିନ ଧରି ଗୋଟେ ଶିତଳଯୁଦ୍ଧ କ୍ରମଶଃ…

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସାମିଲ ହେଲେ ୩ ବର୍ଷର ଗୋକୁଲ

କନ୍ଧମାଳ: ବୟସ ମାତ୍ର ୩ ବର୍ଷ ହେଲେ ବୁଦ୍ଧି ଆଉ ସ୍ମରଣଶକ୍ତି ବିଚକ୍ଷଣ । ଯାହା ବି ଥରେ ଜାଣିନିଅନ୍ତି ତାକୁ ସବୁଦିନ ପାଇଁ ନିଜ ମୁଣ୍ଡ ଭିତରେ କଏଦ୍ କରିଦିଅନ୍ତି । ବର୍ଣ୍ଣମାଳା,ପଶୁପକ୍ଷୀଙ୍କ ନାମ ଏବଂ ବିଭିନ୍ନ ସଂଖ୍ୟା ଯେଉଁଠି କିଛି ତାଙ୍କ ବୟସର ପିଲାଙ୍କ ପାଇଁ କାଠିକର ପାଠ । ସେଠି ସିଏ…