Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - କେମିତି ? - ଯେମିତି ଆଖିସହ ଆଖି ମିଶାଇବାକୁ ହୁଏ । ତୋ ଭଳି ଫାଜିଲ୍ ହେବାକୁ ଚାହିଁଲେ ତ ଆଖି ମାରିବାକୁ ହୁଏ । ଆଖିରେ କଥା କହିବାକୁ ହୁଏ । ଏତେ ସବୁ ପରେ ଯଦି କିଛି ଗଡ଼ବଡ଼ ହେଲା, ତ ସେଇ ଆଖିକୁ ହିଁ କାନ୍ଦିବାକୁ…

ଗଳ୍ପ : ବାଳ ଶ୍ରମିକ

ପ୍ରସେନଜିତ୍ ସେଠୀ ରାମ ବାବୁ ବହୁତ୍ ଶିଶୁ ପ୍ରିୟ। ଶିଶୁଟିଏ ଦେଖିଲେ ତାଙ୍କ ମନରେ ଗୋଟେ ଅହେତୁକ ଆପଣାର ପଣ ଜାଗ୍ରତ ହୁଏ। ଶିଶୁଟି ପୁଅ ହେଉ କି ଝିଅ; ଧନୀ ଘରର ହେଉ କି ଗରିବ ଘରର; କାଳିଆ ଭୁସୁଣ୍ଡା ଟାଏ ହେଉ କି ଧୋବ ଫରଫର; ଅତି ବାଳୁଙ୍ଗା ଟାଏ ହେଉ କି ପୁରା ଶାନ୍ତ ଶିଷ୍ଟ ଅବା ପୁରା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ର ଦି’ ହାତକୁ ମୁଠେଇ ଧରି ମୀନାକ୍ଷୀ ପଚାରିଲା-କିରେ, କଥା କ’ଣ ? ଏ ଆଖି ନଚା ଢ଼ଙ୍ଗ କେବେଠୁ ଶିଖିଲୁ । ପଦ୍ମିନୀର ଫାଜିଲାମି ଆଉ ପାଦେ ବଢ଼ିଗଲା- ସବୁକଥା କ’ଣ ଶିଖିବାକୁ ପଡ଼େ ? ହେଉ ହେଉ ହେଇଯାଏ ନା କେତେକଥା…

ଅନୁବାଦ କବିତା : ତୁମ ପାଇଁ

ମୂଳ ବାଂଲା : ମହାଦେବ ସାହା  ତୁମ ପାଇଁ ମୁଁ ଜିତିଛି ଏକ ଯୁଦ୍ଧ ଜିତିଛି ଗୋଟିଏ ଦେଶର ସ୍ଵାଧୀନତା ତୁମ ହସ, ତୁମ ମୁହଁର ସବୁ କଥା ସେଇ ନିର୍ଜନ ଦୂର ବିଦେଶରେ ସେମାନେ ଥିଲେ ମୋର ସହଚର ଥିଲା କେତେ ନିବିଡ଼ତା । ଅସ୍ତ୍ର ବା ଯୁଦ୍ଧ ଜାହାଜ ଏସବୁ କିଛି ନଥିଲା ମୋ ହାତରେ କେବଳ…

ଭାଷା ଭାଗବତ : ପରଂପରା କି ଭାଷା ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅନାବଶ୍ୟକ ଯୁକ୍ତାକ୍ଷର ଲେଖିଚାଲିଲେ ବାରଂବାର ପ୍ରଶ୍ନ ଉଠୁଛି ବହୁ ଥର : ' ଭାଷା ବଡ଼ କି ଯୁକ୍ତାକ୍ଷର ? ' ଜଟିଳ ଲିଖନ ପଦ୍ଧତି କରୁଛି ବହୁବିଧ କ୍ଷତି ଏ ସତ୍ୟ ଜାଣି, ବୁଝି ସୁଦ୍ଧା ଦେଉଛୁଁ ସଂସ୍କାରକୁ ବାଧା ଅନ୍ୟାନ୍ୟ ବହୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇମାଇଲ ଭଞ୍ଜନଗରର ବିରାଟ ଜଳଭଣ୍ଡାର, ପାହାଡ଼ ଉପରୁ ମାନଚିତ୍ରରେ ଥିବା ଛୋଟିଆ ନୀଳଦେଶଟିଏ ପରି ଦିଶୁଛି । ଅତି ନିକଟକୁ ଦେଖାଯାଉଛି ଭଞ୍ଜ ନଗର ଜେଲ୍‌ର ଅଭ୍ୟନ୍ତର ପରିସର । ବନ୍ଦୀମାନଙ୍କ ମଧ୍ୟରୁ କେହି କେହି ଦଉଡ଼ି…

କବିତା : ସ୍ବାଗତ ଫଗୁଣ

ତରୁଣ କୁମାର ମିଶ୍ର  ଗାଆଁ ମୁଣ୍ଡେ କାଲି ଅଗି ଜଳା ଦେଖି ସକାଳୁ ମାଘୁଆ ଶୀତ , ତା ପେଡ଼ି ପୁଟୁଳା ରୁଣ୍ଡାଇ ଗୋଟାଇ ସଡ଼କେ ଯାଉଛି ଦେଖ । ଆସିଥିଲା ଯେବେ କହୁଥିଲା ବୁଲି ଶିବରାତ୍ରୀ ଯାଏଁ ରହି , ଫେରିବା ଟିକଟ କରିଛି ଆଗରୁ ଜାଗରରେ ଯିବା ପାଇଁ । ତା ଆସିବାବେଳେ ଗେଣ୍ଡୁ…

ଭାଷା ଭାଗବତ : ଏଠାର ସଂସ୍କୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପର୍ବପର୍ବାଣି, ଓଷା, ବ୍ରତ ଉତ୍ସବ, ମେଳା, ନାଟ, ଯାତ ଏ ସବୁ ହୁଏ ରୀତିମତ ରାଜ୍ୟର ଲୋକେ ଓତପ୍ରୋତ ଏଠାରେ ଗୃହସ୍ଥ ସଂସାରୀ ଏ ସବୁ ଆୟୋଜନ କରି ହୁଅଂତି ପ୍ରଥା ରକ୍ଷାକାରୀ ନର ହୁଅଂତୁ ଅବା ନାରୀ ସବୁଠି ଧନ ପ୍ରଦର୍ଶନ ଚାଲେ…

ପୁସ୍ତକ ପରିଚୟ : ଚର୍ଚ୍ଚିତ ଗଳ୍ପ ସମ୍ଭାର

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଗଳ୍ପ ସଙ୍କଳନ : ଚର୍ଚ୍ଚିତ ଗଳ୍ପ ସମ୍ଭାର ଗାଳ୍ପିକ ଯଦୁନାଥ ଜେନା, ଶାଳପଡ଼ା, କେନ୍ଦୁଝର ପ୍ରକାଶକ ‐ ଓମ୍ ସାଇ ପବ୍ଲିକେଶନ୍ସ, ବାଙ୍କା ବଜାର, କଟକ ପୃଷ୍ଠା ‐ ୧୫୨, ମୂଲ୍ୟ ‐ ଟ୧୨୦/- ଉଣେଇଶଟି ଗପକୁ ନେଇ ଅନୁଭବୀ କଥାକାର ଯଦୁନାଥ ଜେନାଙ୍କ…