Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୧  ବୈଭବ ମୁହଁରେ ଦୁଷ୍ଟାମୀର ହସ । ନିଜେ ଉଠି ଗଲେ କାଉଚ୍ ପାଖକୁ । ତା’ ଜଙ୍ଘ ଉପରୁ ଲାପ୍‌ଟପ୍ ଟା ଉଠେଇ ଆଣି ବେଡ ଉପରେ ରଖିଦେଲେ । ବାସ୍ କାମ ବହୁତ ହେଲା । ଇଟସ୍ ଟାଇମ୍ ଫର୍ ସେଲିବ୍ରେସନ୍ । ଓଫ୍‌.. ସତରେ…

ଭାଷା ଭାଗବତ : ସଂଧି ପ୍ରସଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୮  ବର୍ଣ ସହିତ ବର୍ଣ ଯୋଡ଼ି ସଂଧିଜ ବର୍ଣ ହୁଏ ଗଢ଼ି ମାତ୍ରାକ୍ଷର ଓ ଫଳାକ୍ଷର ଭାଷାରେ ଅଛି ଭରପୂର ବର୍ଣସଂଧି ଓ ଶବ୍ଦସଂଧି ହେତୁ ଅକ୍ଷର ହୁଏ ବାଂଧି ନୁହେ ତା ବାଧ୍ୟତାମୂଳକ ବୁଝଂତୁ ପାଠକ ଲେଖକ…

ପଦ୍ମଜ ପାଳ ପାଇବେ ପ୍ରଥମ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ଔପନ୍ୟାସିକ ତଥା କ୍ଷୁଦ୍ରଗଳ୍ପ ଲେଖକ ପଦ୍ମଜ ପାଳ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଥମ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୩ ରେ ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା…

ଭାଷା ଭାଗବତ : ଓଡ଼ିଆ ଯୁଗ୍ମାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୭  ଦ୍ବିବାର ସମ ଯୁଗ୍ମ ବର୍ଣ କଲେ ଏକାଠି ଅବସ୍ଥାନ ଅକ୍ଷର ମୂଳେ ଅର୍ଧାକ୍ଷର ଲେଖିଲେ ହୁଏ ଯୁଗ୍ମାକ୍ଷର 'କ' ସହ 'କ୍କ' କୁ ତୁଳନା କରିଲେ ଏହା ପଡ଼େ ଜଣା 'ଜ ଓ ଜ୍ଜ' ଆହୁରି 'ନ ଓ ନ୍ନ' ଭିନ୍ନ ହୁଅଂତି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :୨୦ ଆଲିଆ , ଲିସିନ୍ ..ଉଇ ଆଭ୍ ଟୁ ରିଟର୍ଣ୍ଣ ଟୁମର ! ..ଇଏସ୍ ସାର୍ । କଣ ମଃ ଇଏସ୍‌! ସେ ଲ୍ୟାପଟପ୍‌ରୁ ମୁହଁ ଉଠାଅ । ଅଫିସ କାମ ତ’ ଦିନରେ ସରିଛି । ଆଉ ଯାହା ଅଛି, ପରେ ଚେକ୍ କରିବ । ତୁମେ କ'ଣ ଭାବୁଛ?…

ଉନ୍ମୋଚିତ ହେଲା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର ‘ପଞ୍ଚସତୀ ଓ ଅନ୍ୟମାନେ’

ଭୁବନେଶ୍ୱର : ଖଣ୍ଡକାବ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର 'ପଞ୍ଚସତୀ ଓ ଅନ୍ୟମାନେ' ଖଣ୍ଡକାବ୍ୟ ଲୋକାର୍ପିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ଏହି କାବ୍ୟଖଣ୍ଡର ମୁଖବନ୍ଧ ଲେଖିଛି । ଏହି ସାରସ୍ୱତ କାର୍ଯ୍ୟକ୍ରମରେ…

ଅନୁବାଦ କବିତା : ଏକ ଦୀର୍ଘ ମନସ୍ତାପ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ଏବେ ବି ମୁଁ ପାରିନାହିଁ ଭୁଲି ସେଇ ଦୀର୍ଘ ଅପୂର୍ଣ୍ଣ ବେଦନା ବାହାରେ ରାତିର ମୃଦୁ ଅନୁଚ୍ଚ ଜ୍ଵଳନ ଆଉ ସିଏ ଜୋର କରି ହାତ ତା'ର ଟାଣିନେବା ବେଳେ ଅନିଶ୍ଚିତ ଉଷା ଆଲୋକରେ ତୀବ୍ର ଏକ ଝଲକର ଚିହ୍ନ । କାଟିବା ଏ ପୁରାଏକ ଜୀବନର କ୍ଳାନ୍ତି ଆଉ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୯  ଆରେ ତମେ! ଫେରିଲ ମାନେ କିଛି ଭୂଲିଗଲ ବୋଧେହୁଏ । କୁହ । ‘ମ୍ୟାଡ଼ମ୍‌.. ଦହିବରା ।’ ହାତକୁ ପ୍ୟାକେଟ୍‌ଟା ବଢେଇଦେଲା କୁମାର । ଦହିବରା! ମୁଁ ତ ଅଡ଼ର କରିନାହିଁ । ଏଟା ବି ତୁମ ସାର୍ କହିଥିଲେ କି?…

ଭାଷା ଭାଗବତ : ଭାଷା ଗୁଣାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୬ ବହୁ ଭାଷାର ଶବ୍ଦ ଆସି ଏହି ଭାଷାରେ ଯାଇ ମିଶି ଏବେ ତ ହେଲେଣି ଆମର ଉତ୍ସ ନ ପଚାରୁଁ କାହାର ଶବ୍ଦ ଉପରେ ଅଧିକାର ସମାନ ଯେଣୁ ସଭିଂକର କରଂତି ଲୋକେ ବ୍ୟବହାର ସତେ କି ଏକାଂତ ନିଜର ଶବ୍ଦଟେ ହୋଇଲେ…

କବିତା : ଡକ୍ଟର ଦାସ ଚାଲିଗଲେ

ରତ୍ନାକର ରାଉତ ସକାଳେ ଖବର କାଗଜ ଖୋଲିଲାବେଳକୁ ଜଣାପଡ଼ିଲା ଡକ୍ଟର ଦାସ ଆଉ ନାହାଁନ୍ତି । ଗତ କିଛିଦିନ ଧରି ପୀଡ଼ିତ ଥିଲେ, ହୃଦଘାତରୁ କାଲି ତାଙ୍କର ନିଧନ ହେଲା । ନନ୍ଦଦାସର ମନେ ପଡ଼ିଲା ଦୁଇବର୍ଷ ତଳର ଏକ ଅଙ୍ଗେନିଭା ଦୁଃଖଦ ଘଟଣା । ଅସୁସ୍ଥ ମାଆଙ୍କୁ ନେଇ ଯାଇଥିଲା ତାଙ୍କ ଘରକୁ,…