Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : ଚୋର ଚର୍ଚ୍ଚା

ଚୋରମାନେ ଯଦିଓ କଠିନ ପରିଶ୍ରମ କରନ୍ତି ଏଠା ମାଲ୍ ନେଇ ସେଠାର ବାକ୍ସରେ ଭରନ୍ତି; ଧନକୁ ଖେଳାଇ ଅର୍ଥନୀତି ଦୃଢ କରନ୍ତି ସଭିଏଁ ତାଙ୍କୁଇଁ ଗାଳିମନ୍ଦ କରି ମାରନ୍ତି ! ଚୋରଟି ଅଟଇ କୁଶଳୀ ଓ ପାରିବାର ଶୋଇଲା ବେଳେ ସେ କରୁଥାଏ ରୋଜଗାର; ଫିଟ୍ ରହେ ସେ ସଜେଇ ପିଠିକୁ ତାର…

ଭାଷା ଭାଗବତ : ସର୍ବଜ୍ଞାନାଧାର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୭ ସ୍ବଭାଷା ସର୍ବଜ୍ଞାନାଧାର ହେଲେ ହେଁ, ତହିଁର ବିଚାର କେବଳ ଭାଷାଜ୍ଞାନ ଯୁକ୍ତ ହେବାଟା ନୁହେ ଅବିହିତ ଭୂଗୋଳ, ନୃତତ୍ତ୍ୱ, ସଂସ୍କୃତି ସହିତ ଭାଷାର ସଂପୃକ୍ତି ଥିଲେ ବି, ସବୁ ସହ ଖଂଜି ଭାଷାତତ୍ତ୍ୱ…

କବିତା : ଶ୍ରୀପଞ୍ଚମୀ

ବାସନ୍ତୀ ଲତା ଜେନା ମାତା ସରସ୍ବତୀ ଶୁକ୍ଲାମ୍ବର ଦେବୀ ଜ୍ଞାନ ବୁଦ୍ଧି ବିବେକର ସୃଷ୍ଟି କର୍ତ୍ତା ବ୍ରହ୍ମା ମାନସ କନ୍ୟା ଗୋ ଅଜ୍ଞାନତା ଦୂର କର । ବିଦ୍ୟାଦାତ୍ରୀ ମାତା ରତ୍ନ ବିଭୁଷିତା ପଦ୍ମାସନା ଗୋ ଜନନୀ ମୁକୁତାର ହାର ବୀଣାର ଝଙ୍କାର ବାଣୀ ପୁସ୍ତକ ଧାରିଣୀ । ବାକଦେବୀ…

କବିତା : ମୁଁ ଜାଣେ

ସ୍ଵର୍ଣ୍ଣଲତା ମହାପାତ୍ର  ମୁଁ ଜାଣେ ତୁମେ ଅସତ୍ୟ ମୁଁ ଜାଣେ ତୁମେ ଅଦୃଶ୍ୟ ମୁଁ ଜାଣେ ତୁମେ ସ୍ବପ୍ନ ... ମୁଁ ତୁମକୁ ନିଜଠୁ ବି ଅଧିକ ଜାଣେ ମୁଁ କିନ୍ତୁ ଦି ଘଡି ଜୀଁ ଯାଏ ତୁମ ମିଥ୍ୟାକୁ ନେଇ, ତୁମ ଅବାସ୍ତବତାକୁ ନେଇ, ତୁମ ନୈସର୍ଗିକ ପ୍ରେମର, ଅନୁଭବକୁ ନେଇ..…

ଭାଷା ଭାଗବତ : ଭଷାସକ୍ତ ଚିତ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୬    ସର୍ବାଂଚଳୀୟ ବିଶ୍ବବାସୀ ଭାଷାରେ ରହିଛଂତି ମିଶି କାହାର କେଉଁପରି ମତି ଜାଣିବା ଭଳି ନାହିଁ ଶକ୍ତି ତେଣୁ ମୁଁ ନିଜ ଅନୁଯାୟୀ ଲେଖୁଛିଁ ଭାବନା ସଜାଇ ଯଦି ତା ନୁହେ ଉପାଦେୟ ସତରେ ମୁହିଁ ନିରୁପାୟ…

ଅବିକଳ ଅନ୍ତରଙ୍ଗ

ତପନ ମହାପାତ୍ରଙ୍କ ସ୍ମୃତିର ଫରୁଆରୁ.... ଯୋଜନା ଥିଲା ଗୋଟେ ବହି କରିବି । ଯେଉଁଥିରେ ଥିବ ଜନ୍ମ ବା ଜନ୍ମ ପୂର୍ବ କଥାଠାରୁ ଶହେ ବର୍ଷର ଜୀବନ । ଯାହା ବାସ୍ତବ ଜୀବନ ହେଉ ଅବା ସ୍ୱପ୍ନର ଜୀବନ ବା ଭାବନାର ଜୀବନ । ଥାଉ ଶୂନରୁ ଶହେର ଆକଳନ । ଏ କ୍ରମରେ ଲେଖିକାମାନଙ୍କୁ ଖୋଜି ସେମାନଙ୍କ…

ଭାଷା ଭାଗବତ : ଭାଷା ଓ ମନ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୫  କାନରେ ଶୁଣୁଥିବା କଥା ମନରେ ବୁଣୁଥିବା ଚିଂତା ମଧ୍ୟରେ ଥିଲେ ସମନ୍ବୟ ହୁଅଇ ଭାବନା ଉଦୟ କାନ ଭାଷା ଓ ମନ ଭାଷା ମଧ୍ୟରେ ଲାଗିଲେ ବଚସା ଭାବନା ହୁଏନାହିଁ ସ୍ପଷ୍ଟ କଥା କହିଲେ ହୁଏ ନଷ୍ଟ କାନରେ କଥା…

ଅନୁବାଦ କବିତା : ତାହାରି ପାଇଁ

ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ  କେବଳ ତାହାରି ପାଇଁ ଯିଏ ଏଇଠି ଶୋଇଛି ଘାସର ଗାଲିଚା ପରେ ଏକ ସୂକ୍ଷ୍ମ ସୂତାଖିଅ ପରି, ଖାଲି ତା'ରି ଲାଗି ମତେ ଆଘାତ ଦିଅନା ମତେ କିଛି କରିବାକୁ କୁହନା । ମତେ ଆଜି ତାହାରି ପାଇଁ କ୍ଷମାକର କ୍ଷମାକର ମୋର କ୍ରୋଧ ( ଯଦି ମୁଁ ଆଜି ଚିଡ଼ି…

ଭାଷା ଭାଗବତ : କିପରି ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୪ ଶଂକର ଶୃଂଖଳା ସଂଗୀତ ଶଙ୍କର ଶୃଙ୍ଖଳା ସଙ୍ଗୀତ ସଂଘର୍ଷ ସଂଚିତ ବାଂଛିତ ସଙ୍ଘର୍ଷ ସଞ୍ଚିତ ବାଞ୍ଛିତ ସଂଜୀବ ବିଂଝାଲ କୁଂଠିତ ସଞ୍ଜୀବ ବିଞ୍ଝାଲ କୁଣ୍ଠିତ କଂଟକ କଂଢେଇ ମଂଡିତ କଣ୍ଟକ କଣ୍ଢେଇ…

ପୁସ୍ତକ ପରିଚୟ : ଧାନ ସାଉଁଟା ଝିଅ

ଧାନ ସାଉଁଟା ଝିଅ କବି : ହୃଷିକେଶ ମଲ୍ଲିକ ପ୍ରକାଶକ : ବ୍ଲାକ ଇଗଲ ପବ୍ଲିକେସନ ପୃଷ୍ଠା : ୯୨ ମୂଲ୍ୟ : ୧୪୫ ଓଡ଼ିଆ ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା, ଓଡ଼ିଆ ଗଦ୍ୟ, ପଦ୍ୟ, ସମାଲୋଚନାରେ ଦକ୍ଷ, ଅଧ୍ୟାପନା ଓ ସମ୍ପାଦନାରେ ପାରଙ୍ଗମ,  ଆଧୁନିକ ଓଡ଼ିଆ ସାହିତ୍ୟର ପଞ୍ଚ ସଖାଙ୍କ…