Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଡିଲେଶ୍ଵର ରଣାଙ୍କ ଉପନ୍ୟାସ ‘ମେଳିଭୂଇଁ’ ଉନ୍ମୋଚିତ

ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଡିଲେଶ୍ଵର ରଣାଙ୍କ ଉପନ୍ୟାସ 'ମେଳିଭୂଇଁ' ଉନ୍ମୋଚିତ ଭବାନୀପାଟଣା : ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ଅନୁଷ୍ଠାନ ଲାଇଫରେଚର୍ ଆନୁକୂଲ୍ୟରେ, ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଯୁବ କଥାକାର ଡିଲେଶ୍ଵର ରଣାଙ୍କ ଉପନ୍ୟାସ…

ଓଡ଼ିଶାର ବରପୁତ୍ରମାନଙ୍କ ରଚନା ଓ ଅନିନ୍ଦିତା ଦାସଙ୍କ ସଙ୍ଗୀତ ମାଧ୍ୟମରେ ଗାନ୍ଧୀଜୀଙ୍କ ସ୍ମୃତି ଚରଣ

ଭୁବନେଶ୍ବର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ ପଦ୍ୟ ସମୂହକୁ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସଙ୍ଗୀତ…

୨୦୨୨ ପାଇଁ କମଳା ଶତପଥୀ ପାଇଲେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି । ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ ‘ଭେଣ୍ଡି ମେଘମ’ର ଏହା ଓଡ଼ିଆ ଅନୁବାଦଶତପଥୀ…

ବିଶ୍ୱ ଗଳ୍ପକଥନ ଦିବସରେ ‘ଷ୍ଟୋରୀ ୱିଭର’ ପକ୍ଷରୁ ‘ଗେଟ ଚିଲ୍ଡ୍ରେନ ରିଡ଼’ ଅଭିଯାନର ଆରମ୍ଭ

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ୨୦ କୁ 'ବିଶ୍ୱ ଗଳ୍ପକଥନ ଦିବସ' ଭାବରେ ପାଳନ କରାଯାଏ। ଏହି  ଅବସରରେ ପିଲାଙ୍କ ମଧ୍ୟରେ ନିୟମିତ ଭାବରେ ପଢ଼ିବାର ଅଭ୍ୟାସକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପାଇଁ ପ୍ରକାଶକ 'ପ୍ରଥମ ବୁକ୍ସ'ର “ଷ୍ଟୋରି ୱିଭର” ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ୨୦୧୩…

କବି ପ୍ରସନ୍ନ ମିଶ୍ରଙ୍କ ୮୨ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୨ ତମ ଜୟନ୍ତୀ 'ଫାଲଗୁନ ଆସର' ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। କବି କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବୀ ଅପର୍ଣ୍ଣା ମହାନ୍ତି, କବି ଆଶୁତୋଷ ପରିଡ଼ା, ନାଟ୍ୟକାର ରମେଶ…

ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ ‘କଳ୍ପନାର ବାସ୍ତବତା’ର କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ : ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ “କଳ୍ପନାର ବାସ୍ତବତା”ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରରେ ସାଂସଦ ଭତୃହରି ମହତାବ, ଲେଖିକା ପ୍ରତିଭା ରାୟ, ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ ପ୍ରମୁଖ ଅତିଥି ଭାବରେ…

ପରପାରିରେ ସାହିତ୍ୟିକ ତପନ ପଟ୍ଟନାୟକ

ଭୁବନେଶ୍ବର : ଆଉ ନାହାନ୍ତି ବିଶିଷ୍ଟ କବି, ଗୀତିକାର, ଔପନ୍ୟାସିକ ତଥା ପ୍ରକାଶକ ତପନ ପଟ୍ଟନାୟକ। ଅସୁସ୍ଥତା କାରଣରୁ କିଛି ଦିନ ଧରି ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ବୟସ ହୋଇଥିଲା। ମୁଁ ଆସିଛି ଦେଖି ତୋ କଳା ବଦନକୁ ଗୀତ ମାଧ୍ୟମରେ ସେ…

ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ ‘ବୁଦ୍ଧମ୍ ଶରଣମ୍’ ରାଜ୍ଯପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ବର : ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ 'ବୁଦ୍ଧମ୍ ଶରଣମ୍' ରାଜ୍ୟପାଳ  ଗଣେଶୀ ଲାଲଙ୍କ କର କମଳରେ ରାଜ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅନୁବାଦିକାଙ୍କ ସହ ନମ୍ରତା ଚଢା, ବିଜୟ ଗର୍ଗ, ରାକେଶ ଗର୍ଗ ଏବଂ ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।…

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପୂର୍ବରୁ…

ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ପାଇଲେ ଦ୍ବିତୀୟ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଲୋକପ୍ରିୟ କ୍ଷୁଦ୍ରଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣଙ୍କ ଜୟନ୍ତୀ ସ୍ଥାନୀୟ ଜୟଦେବ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ…