Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ନିରଞ୍ଜନ ଶତପଥୀଙ୍କ ଅନୂଦିତ ପୁସ୍ତକ ଯୋଗୀରାଜ ଶ୍ରୀକୃଷ୍ଣ ଉନ୍ମୋଚିତ

କଟକ : ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଓଡ଼ିଆ ଭାଷାରେ ଅନୂଦିତ 'ଯୋଗୀରାଜ ଶ୍ରୀକୃଷ୍ଣ' ପୁସ୍ତକ, ସ୍ଥାନୀୟ ଗୋପବନ୍ଧୁ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି ।ପୁସ୍ତକଟି ମୂଳତଃ ଲାଲା ଲଜପତ ରାୟଙ୍କ ଦ୍ୱାରା ରଚିତ ହୋଇଥିଲା ।ଏହି ଅବସରରେ ନିରଞ୍ଜନ ରଥ, ଡ. ପ୍ରଭାସ…

ଚନ୍ଦ୍ରଶେଖର ହୋତା ପାଇବେ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷିତ ହୋଇଯାଇଛି ।ଓଡ଼ିଆ ଭାଷାର ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ତାଙ୍କ ପୁସ୍ତକ 'ବଣ…

ପ୍ରତିଶ୍ରୁତି ପତ୍ରିକାର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଆୟୋଜିତ

ଭୁବନେଶ୍ୱର : ପ୍ରତିଶ୍ରୁତି ( ନୂଆ ସକାଳର ସଙ୍କଳ୍ପ ) ପତ୍ରିକାର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ବିଧାୟକ ( ମଧ୍ୟ ) ଅନନ୍ତ ନାରାୟଣ ଜେନା ଉଦଘାଟନ କରିଥିଲେ। ଏହି ଉତ୍ସବରେ ବରିଷ୍ଠ କବି ଡ଼. ବିଜୟ…

ଲେଖକ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ‘ରାମାୟଣର ପ୍ରତି ନାୟକ ରାବଣ’ ଉନ୍ମୋଚିତ

ଭୁବନେଶ୍ୱର : କେନ୍ଦ୍ର ଏବଂ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡ. ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ପୁସ୍ତକ 'ରାମାୟଣର ପ୍ରତିନାୟକ ରାବଣ' ଉନ୍ମୋଚିତ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କୁଳପତି ଡକ୍ଟର ସବିତା…

କବି ପ୍ରଦୀପ ପଣ୍ଡା ଭୀମ ଭୋଇ ଚେୟାର ପ୍ରଫେସର ମନୋନୀତ

ସମ୍ବଲପୁର : ବିଶିଷ୍ଟ କବି ଓ ପ୍ରାବନ୍ଧିକ ଡ. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଚେୟାର ପ୍ରଫେସର ଭାବରେ ଯୋଗଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗାର୍ଜୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାକ୍ଷାତକାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର…

ଭିକାରୀ ଚରଣ ରାଉତଙ୍କ ‘ଗୋଧୂଳି ପ୍ରୟାସ’ ଉନ୍ମୋଚିତ

ଭୁବନେଶ୍ୱର : ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତଙ୍କ ଉପନ୍ୟାସ "ଗୋଧୂଳି ପ୍ରୟାସ" ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଜୀବନ ଦର୍ଶନ, ଦେଶ ପ୍ରେମ , ସାମାଜିକ ସମ୍ପର୍କର ଦାର୍ଶନିକ ତତ୍ତ୍ୱ ଉପରେ ଉପନ୍ୟାସଟି ଆଧାରିତ । ଏହା ଏକ ଜୀବନ ଧର୍ମୀ…

ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ତପସ୍ୟା ଶାଶ୍ୱତ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ତପସ୍ୟା ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ପୁରସ୍କାର ୨୦୨୦ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ପ୍ରଫେସର ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ଭାବେ ତପସ୍ୟା ଶାଶ୍ୱତ ପୁରସ୍କାର ୨୦୨୦, ଡ. ଦେବାଶିଷ ପାତ୍ରଙ୍କୁ ତପସ୍ୟା ସୃଜନ ପୁରସ୍କାର  ୨୦୨୦ ଏବଂ ସୁଶ୍ରୀ…

ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଆଲୋଚନାଚକ୍ର

କୋଣାର୍କ : କୋଣାର୍କ ଯାତ୍ରୀନିବାସରେ ଭାରତୀୟ ଭାଷା ସଂସ୍ଥାନ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ସହଯୋଗରେ ନିମାପଡ଼ା ସାହିତ୍ୟ ସଂସଦ ତରଫରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ…

ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ । କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି…

ଟାଇମପାସ ପ୍ରକାଶନ ସଂସ୍ଥା ତରଫରୁ ଦୁଇଟି ଇଂରାଜୀ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନରେ ବିଶିଷ୍ଟ କଥାକାର ସୁକୁବିନା (ଜାପାନୀ)ଙ୍କ ଅନୂଦିତ ଇଂରାଜୀ ଗଳ୍ପ ସଂକଳନ 'ଦ ଲଷ୍ଟ ଡଟର' ଏବଂ କବୀ ପୁରବୀ ଦାସ ଓ ଅମ୍ରିତ ପଟ୍ଟନାୟକଙ୍କ ଯୁଗ୍ମ ଇଂରାଜୀ କବିତା ସଂକଳନ 'ଦ ଆର୍ଟ ଅଫ ଗଡ' ଲୋକାର୍ପିତ ହୋଇଯାଇଛି। ଏହି…