Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଯୁକ୍ତ-୨ ଆଡମିଶନ୍: ପ୍ରକାଶ ପାଇଲା ଫାଷ୍ଟ୍ ସିଲେକ୍ସନ୍ ମେରିଟ୍ ଲିଷ୍ଟ୍, ଆଗରେ ରେଭେନ୍ସା…

ଭୁବନେଶ୍ବର: ଆଜି ଯୁକ୍ତ-୨ ଇ-ପ୍ରବେଶ ପାଇଁ ପ୍ରଥମ ଚୟନ ଯୋଗ୍ୟ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ମୋଟ ୪,୪୬,୨୦୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪,୧୩,୮୦୪ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ପ୍ରଥମ ସିଲେକ୍ସନରେ ପ୍ରାୟ  ୯୨.୭୫% ପିଲା ଚୟନ ହୋଇଛନ୍ତି ।…

ସରକାରୀ ଚାକିରି ପାଇଁ ଆସିଲା ବଡ଼ ସୁଯୋଗ, SSC ବାହାର କଲା ୧୪ ହଜାରରୁ ଅଧିକ ପଦ

ନୂଆଦିଲ୍ଲୀ: ଯଦି ଆପଣ କେନ୍ଦ୍ର ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। କର୍ମଚାରୀ ଚୟନ ଆୟୋଗ (SSC) ସଂଯୁକ୍ତ ସ୍ନାତକ ସ୍ତରୀୟ ପରୀକ୍ଷା (SSC CGL 2025) ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥର ଆୟୋଗ ୧୪,୫୮୨ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ…

ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା: ମଞ୍ଜୁରୀ ଦେଲେ କୋର୍ଟ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩ରେ ହେବ ନିଟ୍ ପିଜି ପରୀକ୍ଷା । ସୁପ୍ରିମକୋର୍ଟ ନିଟ୍ ପିଜି ୨୦୨୫ ପରୀକ୍ଷାକୁ ଅଗଷ୍ଟ ୩ରେ କରାଇବା ପାଇଁ ଜାତୀୟ ପରୀକ୍ଷା ବୋର୍ଡ (ଏନବିଇ)ର ଅନୁରୋଧକୁ ଅନୁମତି ଦେଇଛନ୍ତି । ଯାହା ପ୍ରଥମେ ଜୁନ୍ ୧୫ ପାଇଁ ସ୍ଥିର କରାଯାଇଥିଲା । ହେଲେ ଏହା ଉପରେ ରୋକ୍ ଲଗାଇଥିଲେ…

ସୁପ୍ରିମକୋର୍ଟଙ୍କ ବଡ ରାୟ: ଗୋଟିଏ ସିଫ୍ଟରେ ହେବ ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ସାରା ଦେଶରେ ସ୍ଥିର ହୋଇଥିବା ବିଭିନ୍ନ କେନ୍ଦ୍ରରେ ଗୋଟିଏ ସିଫ୍ଟରେ ହିଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଆଜି ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ଶୁଣାଣି କରି କିଛଇ ଏପରି ବଡ ରାୟ…

ପିଏସୟୁ କର୍ମଚାରୀଙ୍କ ପାଇଁ ବଡ ଖବର: ହରାଇ ପାରନ୍ତି ଅବସର ଲାଭ…….

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଏକ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ)ର କର୍ମଚାରୀ, ତେବେ ଥରେ ନଜର ପକାନ୍ତୁ । କେନ୍ଦ୍ର ସରକାର ପିଏସୟୁ କର୍ମଚାରୀଙ୍କ ପାଇଁ ପେନସନ ସମ୍ବନ୍ଧୀୟ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ନୂତନ ନିଷ୍ପତ୍ତି…

ସିବିଏସଇର ନୂଆ ଗାଇଡଲାଇନ; ୫ମ ଶ୍ରେଣୀ ଯାଏଁ ପିଲା ମାତୃଭାଷାରେ ପାଠ ପଢିବେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ୍) ଅଧୀନରେ ସମସ୍ତ ସ୍କୁଲ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ୩ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ପାଠପଢ଼ା ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୂଚନା…

ନିଯୁକ୍ତି ପାଇବେ ୧୫ଟି ବିଶ୍ବବିଦ୍ୟାଳୟର ଭିସି, ପୂରଣ ହେବ ହଜାରରୁ ଅଧିକ ଅଧ୍ୟାପକ ପୋଷ୍ଟ

ଭୁବନେଶ୍ବର: ରାଜ୍ୟ ସରକାର ଖୁବଶୀଘ୍ର ୧୫ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଭାଇସ୍‌ଚାନ୍ସଲର(ଭିସି)ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିସହିତ କଲେଜଗୁଡ଼ିକରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ମଧ୍ୟ ପୂରଣ ହେବ । ନିଯୁକ୍ତି ଉପରେ ଲାଗିଥିବା ପୂର୍ବ…

ଏହି କମ୍ପାନୀରେ ଇଣ୍ଟନସିପ କଲେ ମିଳେ ୧ ଲକ୍ଷ: ଜାଣନ୍ତୁ କେମିତି କରିବେ ଆପ୍ଲାଏ…..

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ହେଉଛି ଗୁଗୁଲ  । ଗୁଗୁଲରେ ଚାକିରୀ କରିବା ପାଇଁ ବୋଧେ ସମସ୍ତଙ୍କ ସ୍ବପ୍ନ ଥାଏ । ସେଠିକା ଦରମା ତା ସାଙ୍ଗକୁ ଅଫିସର ପରିବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ହେଲେ ଗୁଗୁଲରେ ଚାକିରି କିମ୍ବା ଇଣ୍ଟର୍ନସିପ୍ ପାଇବା ସହଜ ନୁହେଁ ।…

ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରିବ ସିବିଏସଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷାର ଢାଞ୍ଚାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୫-୨୬ ଶିକ୍ଷାବର୍ଷରୁ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର…