ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଏପ୍ରିଲ ୧୧ରୁ ଇଗ୍ନୋର ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (ଇଗ୍ନୋ) ପକ୍ଷରୁ ଏପ୍ରିଲ୍ ୧୧ ତାରିଖରୁ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ୍, ବିଇଡି ପ୍ରୋଗ୍ରାମ୍ ଏବଂ ପୋଷ୍ଟ ବେସିକ୍ ବିଏସସି ନର୍ସିଂ ପ୍ରୋଗ୍ରାମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦେଶର ୧୨୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୦,୧୭୦...

ରାଜ୍ୟକୁ ଘାରିଛି କରୋନା ଭୟ: ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରିବାକୁ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ୮ ତାରିଖରୁ...

ସମସ୍ତ ସରକାରୀ ହାଇସ୍କୁଲ ପାଇବ ନୂଆ ରୂପ, ‘ସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି । ଯାହାଫଳରେ ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବା...

ଓଟିଇଟି ପରୀକ୍ଷା ପାଇଁ ଆଜିଠୁ ମିଳୁଛି ଆଡମିଟ୍ କାର୍ଡ

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଏପ୍ରିଲ୍ ୯ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ଗୁରୁବାର ଦିନ ଅଫିସିଆଲ୍ ପୋର୍ଟାଲରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅପଲୋଡ୍ କରାଯାଇଛି। ପ୍ରାର୍ଥୀମାନେ ସେମାନଙ୍କ ପଞ୍ଜୀକରଣ ନମ୍ବର ଏବଂ ଇ-ମେଲ୍ ଆଇଡିରେ ଲଗ୍ ଇନ୍...
Dr. Atanu Pati And Dr. Susmit Prasad Pani Appoints As Executive Member Of OSHEC

କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୨ ଜଣଙ୍କୁ ନିଯୁକ୍ତି ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ଉଚ୍ଚଶିକ୍ଷା ବିଭାଗ ୨ ଜଣଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି । ଏମାନେ ନିଯୁକ୍ତି ତାରିଖ ଠାରୁ ୬ ବର୍ଷ ଯାଏ ଅଥବା ୭୦ ବର୍ଷ ବୟସ ହେବା ଯାଏ କାର୍ଯ୍ୟ କରିବେ...

ରେଲୱେର ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି, ମାଟ୍ରିକ ମାର୍କସିଟ୍‌ ଅନୁଯାୟୀ ହେବ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ 

ନୂଆଦିଲ୍ଲୀ: ମାଟ୍ରିକ୍‌ ପାସ୍‌ ବ୍ୟକ୍ତିଙ୍କ ପାଇଁ ବଡ ସୁଯୋଗ । ରେଲୱେରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ପଶ୍ଚିମ କେନ୍ଦ୍ରୀୟ ରେଲୱେ ଏକ ବଡ ସୁଯୋଗ ଆଣିଛି । ବିଭିନ୍ନ କ୍ୟାଟେଗୋରୀରେ ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି...

ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବିଧାନସଭାରେ ବଡ଼ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ,...

ଭୁବନେଶ୍ବର: ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ । ବିଧାନସଭାରେ ଆଜି ମାନ୍ୟବର...

ଓଡ଼ିଶାର ୧୭ ସେଣ୍ଟରରେ ଜେଇଇ-୨ ମେନ୍ ପରୀକ୍ଷା

ଭୁବନେଶ୍ୱର: କରୋନା ନିର୍ଦ୍ଦେଶାବଳୀ କଡାକଡି ପାଳନ ସହ ଜେଇଇ-୨ ମେନ୍ ପରୀକ୍ଷା ମଙ୍ଗଳବାର ଦିନ ଓଡିଶାର ୧୭ ଟି ସ୍ଥାନରେ ଆରମ୍ଭ ହୋଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ କମ୍ପ୍ୟୁଟର ବେସଡ୍ ପରୀକ୍ଷା ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଦେଉଛନ୍ତି। ମାର୍ଚ୍ଚ ୧୮ରେ ପରୀକ୍ଷା...

ଅଗଷ୍ଟ ୧ରୁ ନିଟ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଦ୍ଵାରା ପରିଚାଳିତ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଆସନ୍ତା ଅଗଷ୍ଟ ୧ରୁ ନିକ୍ ପରୀକ୍ଷା କରାଯିବ। ଏକ ବିଜ୍ଞପ୍ତିରେ NTA କହିଛି ଯେ NEET (UG)ପରୀକ୍ଷା ଚଳିତ ବର୍ଷ ଅନଲାଇନ୍ ମୋଡରେ ହିନ୍ଦୀ...

ରାଜ୍ୟରେ ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼

ଭୁବନେଶ୍ୱର: ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର । ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି । କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ଼ କରିଛନ୍ତି ସରକାର । ୨୦୨୦ ଏପ୍ରିଲରୁ...

ସାହିତ୍ୟ