Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାଷଣ ଦେଉଥିଲେ ନେତାନ୍ୟାହୁ, ଉଠି ପଳାଇଲେ ସଦସ୍ୟ ରାଷ୍ଟ୍ର…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଜାତିସଂଘ ସାଧାରଣ ସଭାରେ ଭାଷଣ ଦେଇଥିଲେ। ଏଥିସହିତ ପାଲେଷ୍ଟାଇନୀ ଗୋଷ୍ଠୀ ହମାସକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଇସ୍ରାଏଲ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଏଥିସହିତ ସେ ଇରାନ ଏବଂ ୟେମେନର ହାଉଥି ବିଦ୍ରୋହୀଙ୍କ…

PM Modi in Odisha: ଓଡିଶାରେ ମୋଦି: ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚି ଝାରସୁଗୁଡା କାର୍ଯ୍ୟକ୍ରମରେ ଦେଲେ…

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡା ଆମଲପାଲିରେ ଯୁବ ସମାବେଶରେ ଦେଲେ ଯୋଗ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଷଷ୍ଠ ଓଡିଶା ଗସ୍ତ ।  ଆଜି ମୋଦି ବାୟୁସେନାର ସ୍ବତନ୍ତ୍ର ବିମାନରେ ଝାରସୁଗୁଡାରେ ପହଞ୍ଚି ଥିବୋ…

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍, ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ୱଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍। ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଶୁକ୍ରବାର ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଶନିବାର ଦିନ ସେଥିମଧ୍ୟରୁ ୪ ଟି ଗେଟ୍ ବନ୍ଦ କରାଯାଇଛି। ଲଗାତାର ବର୍ଷା କାରଣରୁ ଶୁକ୍ରବାର ହୀରାକୁଦ…

India Slams Pak PM: ଜାତିସଂଘ ଭାଷଣରେ ଖାଲି ମିଛ ହିଁ ଓଗାରିଲେ ସରିଫ୍: ଉଚିତ୍ ଜବାବ ଦେଇ ପର୍ଦ୍ଦାଫାସ୍ କଲା ଭାରତ…

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମିଳିତ ଜାତିସଂଘ ସାଧାରଣ ସଭା (UNGA)ର ୮୦ତମ ଅଧିବେଶନରେ ତାଙ୍କ ଭାଷଣରେ ପୁଣି ଥରେ ଭାରତ ବିରୋଧୀ ନିନ୍ଦା ଆରମ୍ଭ କରିଛନ୍ତି। ତାଙ୍କ ଭାଷଣ ସମୟରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ, ଭାରତକୁ ଏକପାଖିଆ ଆକ୍ରମଣର ଅଭିଯୋଗ କରିଥିଲେ ଏବଂ…

Bareilly Violence: ବରେଲି ହିଂସା ମାମଲାରେ ବଡ଼ ଖୁଲାସା: ପାଞ୍ଚ ଦିନ ଧରି ଚାଲିଥିଲା ଯୋଜନା; ଅଭିଯୁକ୍ତଙ୍କ…

ବରେଲି: ଉତ୍ତରପ୍ରଦେଶ ବରେଲି ସହରରେ ଶୁକ୍ରବାର ନମାଜ ପରେ, ମୁସଲମାନମାନେ "ମୁଁ ମହମ୍ମଦଙ୍କୁ ଭଲ ପାଏ" ନାରା ଦେଇ ପ୍ରତିବାଦ କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା। ଏବେ, ପୋଲିସ ଏହି ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ କହିଛି ଯେ…

ଭାରତ ହାତରେ ଜ୍ୟାକପଟ; ଗ୍ୟାସ ଭଣ୍ଡାରର ଭିଡିଓ ଜାରି କଲେ ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତ ହାତରେ ଲାଗିଛି ଏକ ବଡ ଜ୍ୟାକପଟ। ଆଣ୍ଡାମାନ ସାଗରରେ ୩୦୦ ମିଟର ଗଭୀରରେ ଲୁଚି ରହିଥିବା ଏକ ଗ୍ୟାସ ଭଣ୍ଡାର ଠାବ ହୋଇଛି। ଏହା ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ପ୍ରମୁଖ ସଫଳତା ହେବ। ଆଣ୍ଡାମାନ ସାଗରରେ ଅବସ୍ଥିତ ଶ୍ରୀ ବିଜୟପୁରମ ୨ରେ ପ୍ରାକୃତିକ ଗ୍ୟାସ ଭଣ୍ଡାର…

Rahul Gandhi South America tour: ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରକାଶ କଲା ସମ୍ପୂର୍ଣ୍ଣ ଯାତ୍ରା…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦକ୍ଷିଣ ଆମେରିକା ଗସ୍ତ ପାଇଁ ବାହାରିଛନ୍ତି। କଂଗ୍ରେସ ନେତା ପବନ ଖେଡା ଶନିବାର ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି। ସେ ଟ୍ୱିଟରରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ରାଜନୈତିକ ନେତା ଏବଂ ଛାତ୍ରମାନଙ୍କ ସହ…

ଆଜି ସ୍ୱତନ୍ତ୍ର ଓଟିଇଟି; ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେଉଛି। ପ୍ରାୟ ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ସାରା ରାଜ୍ୟରେ ଲଘୁଚାପ…

ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି 

ଭୁବନେଶ୍ବର: ଲଘୁଚାପ ଅବପାତର ରୂପ ନେଇଛି। ଉତ୍ତରପଶ୍ଚିମ ଓ ପାଶ୍ବବର୍ତ୍ତୀ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଅବପାତରେ ପରିଣତ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।…

ଆସିଲା ତାରିଖ; ଏହି ଦିନରୁ RI, ICDS ସୁପରଭାଇଜର,ଅମିନ ପାଇଁ ହେବ ପ୍ରିଲିମନାରୀ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନଆୟୋଗ (OSSSC) ଦ୍ୱାରା ପରିଚାଳିତ RI, ଏଆର୍‌ଆଇ, ଅମିନ ଓ ICDS ସୁପରଭାଇଜର ପଦ ପାଇଁ ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ସବୁ ଜିଲ୍ଲାରେ ଅକ୍ଟୋବର ୮ରୁ ନଭେମ୍ବର ୧୩ ମଧ୍ୟରେ ହେବ ପ୍ରିଲିମନାରୀ ପରୀକ୍ଷା ହେବ । ଶୁକ୍ରବାର ଆୟୋଗ…