Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Epstein Files: ଏପଷ୍ଟିନ୍ ଫାଇଲ୍ସର ବିସ୍ଫୋରଣ, ଫସିବେ କି ଦୁନିଆର ହାଇପ୍ରୋଫାଇଲ ନେତା?

ନୂଆଦିଲ୍ଲୀ: ଆମେରିକାର କୁଖ୍ୟାତ ଯୌନ ଅପରାଧୀ, ଜେଫ୍ରି ଏପଷ୍ଟିନ୍ ମୃତ୍ୟୁ ପରେ ବି ଦୁନିଆର ବହୁ ହାଇପ୍ରୋଫାଇଲ ଲୋକଙ୍କ ନିଦ ହଜାଇଦେଇଛି । ନିକଟରେ ଆମେରିକାର ନ୍ୟାୟ ବିଭାଗ 'ଏପଷ୍ଟିନ୍ ଫାଇଲ୍ସ'ର ଏକ ନୂଆ ସେଟ୍ ପ୍ରକାଶ କରିଛି। ୩୦ ଲକ୍ଷରୁ ଅଧିକ ପୃଷ୍ଠା, ହଜାର ହଜାର ଭିଡିଓ ଏବଂ ଲକ୍ଷ…

ବଲୁଚିସ୍ତାନରେ ରକ୍ତର ହୋଲି; ଥରୁଛି ପାକିସ୍ତାନ, ଧ୍ୱସ୍ତ ହେଲା ସେନା!

ଇସଲାମବାଦ: ପାକିସ୍ତାନରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି । ବଲୁଚ୍ ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣରେ ରକ୍ତାକ୍ତ ହୋଇଛି ପାକିସ୍ତାନ ମାଟି । ବଲୁଚିସ୍ତାନ ଲିବରେସନ ଆର୍ମି, BLA ର 'ଅପରେସନ୍ ହେରୋଫ୍' ପାକ୍ ସେନାର ନିଦ ହଜାଇ ଦେଇଛି । କୁହାଯାଉଛି କି, ଗୋଟିଏ କି ଦୁଇଟି ନୁହେଁ, ବରଂ ୨୦୦ରୁ…

Mission Shakti ନୂଆ ରୂପ ପାଇବ ମିଶନ ଶକ୍ତି; ବଦଳିବ ଡ୍ରେସ୍‌ କୋଡ୍‌,ମିଳିବ ସ୍ମାର୍ଟ ଫୋନ୍‌

ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏକ ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ସ୍ମାର୍ଟ ଫୋନ ମିଳିବ,ଏଥିସହ ନୂଆ ୟୁନିଫର୍ମ ଏବଂ ନୂଆ ଆଇ କାର୍ଡ ବି ଦିଆଯିବ। ଉତ୍କଳ ଦିବସରୁ ଏହା ମିଳିବ ବୋଲି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ…

Lok Sabha Adjourned: ଆରମ୍ଭରୁ ହଙ୍ଗାମା…ରାହୁଲ ଗାନ୍ଧୀ ଏବଂ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରେ ଲୋକସଭା…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଲୋକସଭାରେ ଭାଷଣ ଆରମ୍ଭ କରିବା ମାତ୍ରେ ହଙ୍ଗାମା ଆରମ୍ଭ ହୋଇଥିଲା। ସରକାରୀ ଦଳଗୁଡ଼ିକ ତୀବ୍ର ବିରୋଧ କରିଥିଲେ, ସରକାର ଜିଦ୍ ଧରିଥିଲେ ଯେ ରାହୁଲ ତାଙ୍କ…

Weather Update: ରାଜ୍ୟରେ ୬ ତାରିଖ ଯାଏଁ କଲବଲ କରିବ ଘନ କୁହୁଡ଼ି, ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ହ୍ରାସ ପାଉଛି ଶୀତ । ରାତି ତାପମାତ୍ରା ବୃଦ୍ଧି ପାଉଥିବାରୁ ଶୀତ ଧିରେ ଧିରେ ଉଭାନ ହେବାରେ ଲାଗିଛି । ହେଲେ ଘନ କୁହୁଡି କିନ୍ତୁ ଅନୁଭୂତ ହେଉଛି । ପଳରେ ଜନଜୀବନ ପ୍ରଭାବିତ ହେଉଛି । ସକାଳ ୧୦ ଯାଏଁ ରାସ୍ତା ଘାଟ ଦେଖାଯିବା କାଠିକର ପାଠ…

Ruckus in Lok Sabha: ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଚର୍ଚ୍ଚା ଭିତରେ ସଂସଦରେ ହଙ୍ଗାମା, ଏମିତି କି ବହି ଦେଖାଇଲେ…

ନୂଆଦିଲ୍ଲୀ: ସୋମବାର ସଂସଦର ବଜେଟ ଅଧିବେଶନରେ ପ୍ରବଳ ହଟ୍ଟଗୋଳ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନ ହଟ୍ଟଗୋଳ ସୃଷ୍ଟି କରିଥିଲା। ପୂର୍ବତନ ଭାରତୀୟ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କ ଏକ ପତ୍ରିକାକୁ…

ବାଲୁକା ଆନିମେସନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ..

ପୁରୀ: ମହାମହିମ ରାଷ୍ଟ୍ରପତି ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ତାଙ୍କର ପୁରୀ ଗସ୍ତ ଏବଂ ପ୍ରଭୁଙ୍କ ପାଖରେ ପ୍ରାର୍ଥନାକୁ…

ଫିଟିବ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ରହସ୍ୟ, ପୋଲିସ ହାତରେ ଲାଗିଲା ମେଡିକାଲ ରିପୋର୍ଟ..

କଟକ: ଫିଟିବ ହ୍ୟୁମାନ୍‌ ସାଗରଙ୍କ ଅକାଳ ମୃତ୍ୟୁ ରହସ୍ୟ । କଟକ ମର୍କତନଗର ଥାନା ପୋଲିସ ହାତରେ ଲାଗିଲା ମେଡିକାଲ ରିପୋର୍ଟ । ହ୍ୟୁମାନ୍ ଚିକିତ୍ସିତ ହେଉଥିବା ଗଣ୍ଡରପୁର ସ୍ଥିତ ଏକ ବେସରକାରୀ ହସ୍ପିଟାଲ୍ ଏହି ରିପୋର୍ଟ ପ୍ରଦାନ କରିଛି । ଲିଭର୍ ସିରୋସିସ୍ ହେବା ପରଠୁ ଉକ୍ତ ହସ୍ପିଟାଲରେ…

Budget Session: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜିଠାରୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ଅଭିଭାଷଣ ରଖିପାରନ୍ତି ରାହୁଲ…

ନୂଆଦିଲ୍ଲୀ: ଆଜିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳରୁ ପ୍ରଥମ ବକ୍ତା ହେବେ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ…

Prisoner Commits Suicide: ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ…

କଟକ: ଚୌଦ୍ୱାର ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିଚାରାଧୀନ ବନ୍ଦୀ ଜଣକ ଜେଲ ଡାକ୍ତରଖାନାରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ ଏବେ ସୁଦ୍ଧା ଜଣାପଡିନାହିଁ । ମୃତ…