Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ଖାକିରେ ଲାଗିଲା ଦାଗ! ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, SIଙ୍କ ନାଁରେ ସଙ୍ଗିନ ଅଭିଯୋଗ

ବାରିପଦା: ଲଭ, ସେକ୍ସ ଆଉ ପରେ ଧୋକା! ଆଇନ ରକ୍ଷା କରୁଥିବା ପୋଲିସ ବାବୁଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ପୁଣି ଖାକିରେ ଲାଗିଲା ଦାଗ। ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରିରୀକ ସମ୍ପର୍କ। ଆଉ ପରେ ମିଳିଲା ପ୍ରତାରଣା। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ…

Judicial Service: ଜଜ୍ ହେବାକୁ ଆଶାୟୀଙ୍କ ପାଇଁ ଖୁସି ଖବର, ନ୍ୟାୟିକ ସେବା ପରୀକ୍ଷା ପାଇଁ ଏଣିକି ୩ ନୁହେଁ, ଦରକାର…

ନୂଆଦିଲ୍ଲୀ: ଜଜ୍ ହେବାକୁ ସ୍ୱପ୍ନ ଦେଖୁଥିବା ଆଇନ ଛାତ୍ରଛାତ୍ରୀ ଓ ଯୁବ ଆଇନଜୀବୀଙ୍କ ପାଇଁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷାରେ ବସିବା ପାଇଁ ଥିବା ୩ ବର୍ଷର ଓକିଲାତି ଅନୁଭବର ଅନିବାର୍ଯ୍ୟ ସର୍ତ୍ତକୁ ସୁପ୍ରିମକୋର୍ଟ ୧ ବର୍ଷକୁ…

ଓଲା-ଉବେର-ରାପିଡୋ ପାଇଁ ଆସିଲା ନୂଆ ନିୟମ! ଏହି ଦିନରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶର ବିଭିନ୍ନ ସ୍ଥାନରେ ଆପ୍ ଆଧାରିତ କ୍ୟାବ୍ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହି ନୂତନ ନିୟମଗୁଡ଼ିକ ଯାତ୍ରୀ ସୁରକ୍ଷା, ଭଡ଼ା ନିୟନ୍ତ୍ରଣ ଏବଂ ସେବା ଯୋଗାଉଥିବା ସଂସ୍ଥା ଯଥା ଓଲା, ଉବେର ଏବଂ ରାପିଡୋ ଭଳି ଅଗ୍ରଣୀ ଅନଲାଇନ୍…

Adulterated Paneer: ଏବେ ଖାଇବେ କ’ଣ…କ’ଣ କିଣିବେ? ଭେଜାଲ ପନିର ନେଇ ତନାଘନା, ଓଡ଼ିଶାରେ ୪୦୦ କେଜି ଛେନା-ପନିର…

ଭୁବନେଶ୍ୱର: ଆଜିକାଲି ବଜାରରୁ କ’ଣ କିଣିବେ, କ’ଣ ଖାଇବେ, ତାକୁ ନେଇ ଗ୍ରାହକଙ୍କ ଚିନ୍ତା ବଢ଼ୁଛି। ପ୍ୟାକେଜଡ୍ ଆଉ ପ୍ରୋସେସଡ୍ ଭୁଡ୍ ଜୀବନ ପାଇଁ ବିଷ ପାଲଟିଥିବା ବେଳେ ଦୁଗ୍ଧ, ଛେନା, ପନିର ଭଳି ଦୈନନ୍ଦିନ ଖାଦ୍ୟରେ ଭେଜାଲ ନେଇ ଅଭିଯୋଗ ମଧ୍ୟ ଆସୁଛି। ଏହି ଚିନ୍ତା ମଧ୍ୟରେ ଓଡ଼ିଶାରେ…

ରାଜଧାନୀ ୧ ନମ୍ବର ହାଟରେ ପୁଣି ଅଗ୍ନିକାଣ୍ଡ: ଜଳିଗଲା ଏକାଧିକ ଦୋକାନ

ଭୁବନେଶ୍ବର: ପୁଣି ଭୁବନେଶ୍ବର ଏକ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ। ଜଳିଗଲା ୫ରୁ ଅଧିକ ଦୋକାନ। ପୂଜା ସାମଗ୍ରୀ ଦୋକାନରୁ ଲାଗିଛି ନିଆଁ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କେତେ ଟଙ୍କାର…

ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀ ମୃତ: ଗିରଫ ହେଲାନି ଅଭିଯୁକ୍ତ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ରାସ୍ତା ପାର୍ ବେଳେ ସାଂସଦଙ୍କ ପୁଅଙ୍କ ବିଳାସପୂର୍ଣ୍ଣ କାର୍ ଧକ୍କାରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ…

ଓଡ଼ିଶା ଉପରେ ଦୁଇଟି ସକ୍ରିୟ ଘୂର୍ଣ୍ଣିବଳୟ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ଓଡ଼ିଶା ଉପରେ ଦୁଇଟି ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସମ୍ଭାବନା। ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…

ଉଜୁଡ଼ିଗଲା ପୂରା ପରିବାର, iPhoneର ଜିଦ୍‌ ନେଇଗଲା ୩ ଜୀବନ

ମୁମ୍ବାଇ: ଗୋଟିଏ ଦାମୀ ମୋବାଇଲ୍ ଫୋନ୍‌, ଆଉ ସେହି ମୋବାଇଲ୍‌ ପାଇଁ ପୁଅର ଅବୁଝା ଜିଦ୍‌! ମହାରାଷ୍ଟ୍ର ଛତ୍ରପତି ସମ୍ଭାଜୀନଗରର ତିସ୍‌ଗାଁ ଅଞ୍ଚଳରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଛାତିଫଟା ଖବର। ମାତ୍ର ୧୯ ବର୍ଷର ପୁଅ କୁଣାଲ୍ ଗୋଟିଏ 'ଆଇଫୋନ୍' କିଣିବା ପାଇଁ ବାପା-ମା'ଙ୍କ ନିକଟରେ…

Master Canteen Violence:ମାଷ୍ଟରକ୍ୟାଣ୍ଟିନ ହିଂସା:ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ପୁରୀରୁ ଗିରଫ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନ ଓ ଗଣ୍ଡଗୋଳ ଘଟଣାରେ ଫେରାର ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୁରୀରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ମାଷ୍ଟରକ୍ୟାଣ୍ଟିନଠାରେ ଅଟୋ ଚାଳକଙ୍କ…

ଯଥାଶୀଘ୍ର ପୂରଣ ହେବ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ

ଭୁବନେଶ୍ୱର:ଶୁକ୍ରବାର ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ…