Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Road Accident: ବସ ସହ ବାଇକର ମୁହାଁମୁହିଁ ଧକ୍କା, ଅକାଳରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କୋଣ୍ଡାଯାମ ନିକଟରେ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି । ମୃତକ ଦୁହେଁ ଗୁଡାରି ବ୍ଲକର ବିଷ୍ଣୁ ଶବର ଏବଂ ଦେବେନ୍ଦ୍ର ଶବର ବୋଲି ଜଣାପଡିଛି । ଉଭୟ ବାଡ଼ିସୋଲା ଆଦିବାସୀ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ।…

କଟକରେ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ଭିଭିପ୍ରସ୍ତର ସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ସ୍ପେଶାଲ ସର୍କିଟ୍ ହାଉସ୍‌ ବିଲ୍‌ଡିଙ୍ଗଟି ୫…

ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ଗୁରୁବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଗୋଆର ‘ବିର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ। ମାଲିକ ସୌରଭ ଲୁଥ୍ରା ଏବଂ ଗୌରବ…

ଆମେରିକା କି ଚୀନ୍ ନୁହେଁ, ବରଂ ଏହି ଦେଶକୁ AIର ‘ଫ୍ୟୁଚର୍ ବାଦଶାହ’ କୁହାଯିବ.. ଜାଣନ୍ତୁ କାହିଁକି ଏପରି…

ନୂଆଦିଲ୍ଲୀ: AI ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ପରଠାରୁ ବିଶ୍ୱ ପରିବର୍ତ୍ତନ ଦିଗରେ ଗତି କରୁଛି। ଅଧିକାଂଶ ଲୋକ ଅନୁମାନ କରୁଥିଲେ ଯେ ଆମେରିକା ଏବଂ ଚୀନ କୃତ୍ରିମ ବୁଦ୍ଧିମତ୍ତାର ଦୌଡ଼ରେ ପ୍ରାଧାନ୍ୟ ବିସ୍ତାର କରିବେ, କିନ୍ତୁ ଏବେ ଏହି କଥା ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ଗତି କରୁଛି।…

Indian Currency Cost: ଭାରତୀୟ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଭାବନ୍ତି ଯେ ଭାରତୀୟ ମୁଦ୍ରା ମୁଦ୍ରଣ କରିବା ମହଙ୍ଗା ହୋଇଥାଏ। କିନ୍ତୁ ଏହା ସତ୍ୟ ନୁହେଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଡଭାନ୍ସ ସିକ୍ୟୁରିଟି ଫିଚର୍ସ ଥିବା ନୋଟ୍ ଛପାଯାଏ। ତଥାପି ପ୍ରତ୍ୟେକ ନୋଟର ଅସଲି ପ୍ରଡକ୍ସନ ଖର୍ଚ୍ଚ ଏହାର ଫେସ୍ ଭେଲ୍ୟୁର କେବଳ ଏକ ଛୋଟ…

IADWS: ଏବେ ଦିଲ୍ଲୀକୁ ଜଗିବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ: କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୁଦ୍ଧ ବିମାନ ଆକ୍ରମଣ ଭଳି ବିପଦରୁ ରାଜଧାନୀ ଦିଲ୍ଲୀ-ଏନସିଆରକୁ ସୁରକ୍ଷା ଦେବା ପାଇଁ ଭାରତ ଏବେ ନିଜର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରୁଛି ।…

SIRର ଶେଷ ତାରିଖ ୧୪ ଦିନ ବୃଦ୍ଧି, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଦାଖଲ ହୋଇପାରିବ ଫର୍ମ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଚାଲିଛି। ଆଉ ଆଜି ଏହାର ଶେଷ ତାରିଖ ଥିଲା। ହେଲେ ନିର୍ବାଚନ କମିଶନ ଛଅଟି ରାଜ୍ୟରେ ଶେଷ ତାରିଖ ବୃଦ୍ଧି କରିଛନ୍ତି। ଉତ୍ତର ପ୍ରଦେଶ ପାଇଁ SIR ଶେଷ ତାରିଖ ୧୪ ଦିନ ବୃଦ୍ଧି କରାଯାଇଛି। ଉତ୍ତର ପ୍ରଦେଶରେ SIR ପାଇଁ ଶେଷ…

Liquor Seized From medicine shop: ଔଷଧ ଦୋକାନରୁ ବାହାରିଲା ମଦ, ଦୋକାନୀ ଅଟକ

ଭଦ୍ରକ: ମେଡିସିନ୍ ଦୋକାନରୁ ଜବତ ହେଲା ମଦ । ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଭଦ୍ରକ ସହରର ବାଇପାସ ସ୍ଥିତ ଗଣେଶ ନାମକ ଏକ ଔଷଧ ଦୋକାନରୁ ମଦ ବୋତଲ ଜବତ ହୋଇଛି । ଟାଉନ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଦୋକାନୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ସୂଚନା…

Demonetised currency seized: ୩.୫ କୋଟିରୁ ଉର୍ଦ୍ଧ୍ବ ବ୍ୟାନ ନୋଟ ଜବତ; ୪ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ବଡ଼ ଅଭିଯାନ ଚଳାଇ ଶାଲିମାର ବାଗ ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୪ ନିକଟରୁ ୩.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁରୁଣା ନୋଟ ଜବତ କରିଛି। ବିମୁଦ୍ରାକରଣ ପରେ ଏହି ନୋଟଗୁଡ଼ିକୁ ଅଚଳ…

ଭୟଙ୍କର ସ୍ଥିତି ଆଣିଛି ଲିଙ୍ଗ ନିରୂପଣ, ଇଂଲଣ୍ଡରେ ସର୍ବାଧିକ ଭାରତୀୟ କରୁଛନ୍ତି କନ୍ୟା ଭ୍ରୁଣ ହତ୍ୟା

ନୂଆଦିଲ୍ଲୀ: ଭାରତୀୟମାନେ ବିଶ୍ୱର ବିଭିନ୍ନ ଦେଶରେ ବାସ କରନ୍ତି, ଯେଉଁଠାରେ ସେମାନେ କେବଳ କାମ କରିବାକୁ ଯାଆନ୍ତି ନାହିଁ ବରଂ ପରିବାର ବିସ୍ତାର ମଧ୍ୟ କରନ୍ତି। ପରିବାର ବିସ୍ତାର ସମ୍ପର୍କରେ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରୁ ଜଣାପଡିଛି ଯେ ଇଂଲଣ୍ଡରେ ରହୁଥିବା ଭାରତୀୟ…