Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହୋମୱାର୍କ କରିଲେନି ବୋଲି ମାଡ଼ ମାରିଲେ ଶିକ୍ଷୟିତ୍ରୀ, ପ୍ରାଣ ହରାଇଲା ୬ ବର୍ଷର ଶିଶୁ!

ବିଶାଖାପାଟଣା: ପଡ଼ୋଶୀ ରାଜ୍ୟରୁ ଆସିଲା ସ୍ତବ୍ଧ କଲାଭଳି ଘଟଣା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଛି। ହୋମୱାର୍କ ଶେଷ କରିନଥିବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦୟ ମାଡ଼ ଯୋଗୁଁ ୬ ବର୍ଷର ପ୍ରାଥମିକ ଛାତ୍ର ପ୍ରଣୟ ତେଜାଙ୍କର ମୃତ୍ୟୁ…

ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍‌ଙ୍କ ହିଂସା ଘଟଣା: କ୍ଷମା ମାଗିଲା ସଂଘ

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରେ ଅନଲାଇନ୍‌ ଗାଡ଼ି ଚାଳକ ସଂଘର ହିଂସା ଘଟଣାରେ କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ। ଏକ ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ। ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ…

RBI କେନ୍ଦ୍ରୀୟ ବୋର୍ଡରେ ନିଯୁକ୍ତ ହେଲେ ପୂର୍ବତନ ISRO ମୁଖ୍ୟ ଏସ.ସୋମନାଥ

ବେଙ୍ଗାଲୁରୁ: ଗତ ବର୍ଷ ସଂଗଠନରୁ ଅବସର ନେଇଥିବା ISROର ପୂର୍ବତନ ଅଧ୍ୟକ୍ଷ ଏସ୍ ସୋମନାଥଙ୍କୁ ଗୁରୁବାର ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ନିଯୁକ୍ତ କରାଯାଇଛି। ତାଙ୍କୁ ଅଗଷ୍ଟ ୨୦, ୨୦୨୬ରୁ ଚାରି ବର୍ଷ ପାଇଁ କେନ୍ଦ୍ରୀୟ ବୋର୍ଡରେ ଏକ ଆଂଶିକ, ଅଣ-ସରକାରୀ ନିର୍ଦ୍ଦେଶକ (part-time,…

Rakhi Purnima: କେବେ ବାନ୍ଧିବେ ଭାଇ ହାତରେ ରାକ୍ଷୀ? ଦୂର ହେଲା ସବୁ ଦ୍ବନ୍ଦ୍ବ…୨୮ରେ ଶ୍ରୀମନ୍ଦିରରେ ରାକ୍ଷୀ…

ପୁରୀ: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପାଳନକୁ ନେଇ ରହିଥିବା ଦ୍ୱନ୍ଦ୍ୱର ଅବସାନ ହୋଇଛି। ସାଧାରଣ ଲୋକେ ଅଗଷ୍ଟ ୨୭ ତାରିଖ ଗୁରୁବାର ରାକ୍ଷୀ ବାନ୍ଧିବେ। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାକ୍ଷୀ ଲାଗି ଓ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ଅଗଷ୍ଟ ୨୮ ତାରିଖ ଶୁକ୍ରବାର…

Rupee Export: ଡଲାର-ୟୁରୋ ଭଳି ଏବେ ଟଙ୍କାରେ ମିଳିବ ରପ୍ତାନି ସୁବିଧା! ବଡ଼ ନିଷ୍ପତ୍ତି ନେଲେ ସରକାର…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟରେ ଭାରତୀୟ ଟଙ୍କାର ବ୍ୟବହାରକୁ ଆହୁରି ବଢ଼ାଇବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଭାରତୀୟ ଟଙ୍କାରେ ମିଳୁଥିବା ରପ୍ତାନି ଟଙ୍କାକୁ ଆମେରିକୀୟ ଡଲାର, ୟୁରୋ ଭଳି ସ୍ୱତନ୍ତ୍ର ଭାବେ ପରିବର୍ତ୍ତନୀୟ…

ଖାଉଟିଙ୍କୁ ମହଙ୍ଗା ମାଡ: ହୁ ହୁ ହୋଇ ବଢିଚାଲିଛି ଚିନି ଦର, କେନ୍ଦ୍ର କହୁଛି ବଢ଼ିବନି ଚିନି ମୂଲ୍ୟ!

ନୂଆଦିଲ୍ଲୀ: ପରିବା ଓ ପିଆଜ ପରେ ଖାଉଟିଙ୍କ ଉପରେ ଚିନି ମାଡ। ମାସକରେ କିଲୋ ପିଛା ବଢିଲାଣି ୨୫ ଟଙ୍କା। କଲବଲ ହେବେ ଚା ଏବଂ ମିଠା ବ୍ୟବସାୟୀ। ରାକ୍ଷୀ ପୂର୍ଣ୍ଣିମାରେ ମିଠା ବଜାର ଉପରେ ପଡିପାରେ ପ୍ରଭାବ। ସେପଟେ ଚିନି ଉପରୁ ଆମଦାନୀ ହଟାଇଲା କେନ୍ଦ୍ର। ଦେଶରେ ଚିନି ଦରକୁ ନିୟନ୍ତ୍ରଣରେ…

ମେଡିକାଲ ଚେକଅପ୍‌ର ୬ ଘଣ୍ଟା ମଧ୍ୟରେ ପୁଣି ଜେଲ୍ ଫେରିଲେ ଇମ୍ରାନ ଖାନ

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କମିନି ସମସ୍ୟା। ମେଡିକାଲ ଚେକଅପ୍ ପରେ ପୁଣି ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ଇମ୍ରାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଶିଫା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଛଅ ଘଣ୍ଟା…

ଜନ୍ତରମନ୍ତର ଛାତ୍ର ପ୍ରତିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି

ନୂଆଦିଲ୍ଲୀ: ଗତ ମାସ ଦିଲ୍ଲୀ ଜନ୍ତର-ମନ୍ତର ଛାତ୍ର ପ୍ରତିବାଦ ସମୟରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ସୁପ୍ରିମକୋର୍ଟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆର. ସୁଭାଷ ରେଡ୍ଡୀଙ୍କ ନେତୃତ୍ୱରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି। ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ପଞ୍ଜାବ…

ବନ୍ୟା ପ୍ରଭାବିତ ଏହି ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା

ଯାଜପୁର: ଆଜି ଯାଜପୁର ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା। ବନ୍ୟା ପ୍ରଭାବିତ ୮ଟି ବ୍ଲକର ୩୧୩ଟି ସ୍କୁଲ୍ ବନ୍ଦ। ଯାଜପୁର, ବରୀ, ବିଂଝାରପୁର, ରସୁଲପୁର ବ୍ଲକରେ ସ୍କୁଲ୍ ବନ୍ଦ। ଦଶରଥପୁର, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକରେ ସ୍କୁଲ୍ ବନ୍ଦ। ବନ୍ୟା ପ୍ରଭାବିତ ୮ଟି ବ୍ଲକର ସମସ୍ତ ସ୍କୁଲ୍‌…

ଅପମିଶ୍ରିତ ପନିରକୁ ନେଇ ପୁଣି ବଡ଼ ରେଡ, ଟ୍ୱିନ ସିଟି ପରେ ଏବେ ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ

ବ୍ରହ୍ମପୁର: ବଜାରରେ ମିଳୁଛି ବିଷ ପନିର। ପନିରରେ ମିଶୁଛି ମଇଦା। ରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର-ଛେନାକୁ ନେଇ ବଡ଼ ରେଡ। କଟକ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଛେନା ଏବଂ ପନିର ଯାଞ୍ଚ କଲା ଖାଦ୍ୟ ସୁରକ୍ଷା ବିଭାଗର ଟିମ। ୫୦ କେଜିରୁ ଅଧିକ ଅପମିଶ୍ରିତ ଛେନା ଓ ପନିର ନଷ୍ଟ। ସେହିପରି…