Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି

ବଲାଙ୍ଗୀର: ଆଜି ବି ଅନ୍ଧବିଶ୍ଵାସରେ ଆଧୁନିକ ମଣିଷ । ସ୍ତ୍ରୀ ଘରକୁ ଫେରିବ ବୋଲି ସାଙ୍ଗକୁ ବଳି ଦେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।ବଲାଙ୍ଗୀର ଥାନା ବଗଡା ଗାଁରେ ଦେଖିବାକୁ ଏହି ଅଭାବନୀୟ ଘଟଣା । ମୃତକ ହେଲେ ସନ୍ତୋଷ ଖର୍ସେଲ । ତେବେ ଘଟଣା ପଛରେ ଗୁଣିଗାରେଡ଼ି ଥିବା…

ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ

ବୋଲଗଡ଼:ଖୋର୍ଦ୍ଧା ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ୍‌ । ବୋଲଗଡ଼ ବ୍ଲକ ମୁଗମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ବ୍ୟାପିଛି ଜଣ୍ଡିସ୍‌। ଗତ ସପ୍ତାହେ ଭିତରେ ସ୍କୁଲର ୮ରୁ ୧୦ ଛାତ୍ରଛାତ୍ରୀଙ୍କ ଠାରେ ଜଣ୍ଡିସ୍‌ ଚିହ୍ନଟ ହୋଇଛି । ଜଣ୍ଡିସ ଚିହ୍ନଟ ପରେ ବିଦ୍ୟାଳୟର ହଷ୍ଟେଲକୁ ୧୫ ଦିନ…

ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଦୀର୍ଘଦିନର ତିକ୍ତତାର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଉଭୟ ରାଜ୍ୟର ଜଳ ଆବଶ୍ୟକତା ଏବଂ ଦାବି ସମ୍ପର୍କିତ ବିଭିନ୍ନ ତଥ୍ୟର ଟିକିନିଖି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଏକ…

ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍‌ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି। ଓୟୁଏଟି ଅଧୀନରେ ଥିବା କୃଷି ମହାବିଦ୍ୟାଳୟ ନିକଟରେ ତିଆରି ହେଉଥିବା ଏକ ନିର୍ମାଣାଧୀନ ବକ୍ସ-ଗେଟର ଛାତ ହଠାତ୍ ଭୁସୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି ।…

India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ…

ନୂଆଦିଲ୍ଲୀ:ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଗୋଲଟେବୁଲ୍ ବୈଠକ (ISMR)ର ଚତୁର୍ଥ ପର୍ଯ୍ୟାୟ ଅଗଷ୍ଟ ୨୦ ତାରିଖରେ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉଭୟ ଦେଶ ସେମାନଙ୍କର ବ୍ୟାପକ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ସହଯୋଗର ଏହି ପ୍ରମୁଖ ସ୍ତମ୍ଭ ଉପରେ…

ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା, ୫ ବ୍ଲକର ୨୨୫ ଅଙ୍ଗନବାଡ଼ି ମଧ୍ୟ ଛୁଟି

ଭଦ୍ରକ: ଲଗାଣ ବର୍ଷା ଓ ଉଛୁଳୁଥିବା ନଦୀ ଜଳସ୍ତର ଯୋଗୁଁ ଓଡ଼ିଶାର ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଉଭୟ ଜିଲ୍ଲାରେ ବୈତରଣୀ ସମେତ ଅନ୍ୟ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବ୍ୟାପକ ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ…

ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍‌ରେ…

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ପୃଥକ୍ ବଡ଼ ଧରଣର ଆର୍ଥିକ ଅପରାଧ ଓ ଠକେଇ ମାମଲାରେ ତଦନ୍ତକାରୀ ସଂସ୍ଥାମାନେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୋଟିଏ ପଟେ ବେଆଇନ ଖଣି କାରବାର ଓ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ୍ ଜୁଲୁଙ୍କୁ…

ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ

ରାଉରକେଲା: ରାଜ୍ୟରେ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ବେଳେ ଗୁରୁବାର ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର୍ ମୁରଲୀଧର ଉର୍ମଲ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି। ନିଜ ଭଡ଼ା ଗାଡ଼ିରେ ଅଫିସ୍‌ରୁ ୫ ଲକ୍ଷ ଟଙ୍କାର…

OUAT Bhubaneswar: ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍‌ର ଛାତ,ଏକାଧିକ ଶ୍ରମିକ ଆହତ

ଭୁବନେଶ୍ୱର:ଭୁବନେଶ୍ୱର OUATରେ ଅଘଟଣ। ଓୟୁଏଟି ମହାବିଦ୍ୟାଳୟର ନିର୍ମାଣାଧୀନ ଗେଟର ଭୁଶୁଡ଼ିଲା ଛାତ । ଶୁକ୍ରବାର ଛାତ ଢଳେଇ ପଡୁଥିବାବେଳେ ଘଟିଛି ଏହି ଅଘଟଣ । ଗେଟ୍ ତଳେ କିଛି ଶ୍ରମିକ ଥିବାବେଳେ ହଠାତ୍ ଛାତଟି ଖସି ପଡ଼ିଥିଲା । ଫଳରେ ଏକାଧିକ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି । ଆଜି…

ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ

ନୂଆଦିଲ୍ଲୀ: ଗତ ଜୁଲାଇ ମାସରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଛାତ୍ର ଆନ୍ଦୋଳନ ବେଳେ ପୋଲିସର କଥିତ ପେଲେଟ୍ ଗନ୍ ଆକ୍ରମଣ ଘଟଣାକୁ ନେଇ ଆଜି ରାଜଧାନୀରେ ପ୍ରବଳ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଏଫଆଇଆର୍ (FIR) ରୁଜୁ କରିବା…