Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରେ ଆଜି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସାମଗ୍ରୀକ ସଶକ୍ତିକରଣ ଉପରେ କେନ୍ଦ୍ରିତ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ସ୍କ୍ରିନିଂ ଅଭିଯାନ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ…

Truck-Car Collision: ବାଲି ବୋଝେଇ ଟ୍ରକ୍ – କାର ମଧ୍ୟରେ ଧକ୍କା; ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ବୁଧବାର ଦିନ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ ଟ୍ରକ୍-କାର ଧକ୍କାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ସଙ୍ଗମ ମଣ୍ଡଳ ନିକଟରେ ଦୁର୍ଘଟଣାଟି ଘଟିଥିଲା ​​ଯେତେବେଳେ…

ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ମୋତେ ମର୍ମାହତ କରିଛି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଆଜି ପୋତା ହୋଇଥିବା ଅବସ୍ଥାରେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ଏକ ଜଙ୍ଗଲରୁ ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ…

ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ: ଓଡିଶାର ଦେଢ କୋଟି ମହିଳା ହେବେ ଉପକୃତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାର୍‌ ଠାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଉପରେ ଫୋକସ ହୋଇଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ…

Naxalite Surrendered:ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା; ଆତ୍ମସମର୍ପଣ କଲେ ୧୨ ନକ୍ସଲ…

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ନକ୍ସଲ ନିପାତ ଅଭିଯାନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ବୁଧବାର ଦିନ, ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ମୋଟ ୧୨ ଜଣ ସକ୍ରିୟ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୧୨ ଜଣ ନକ୍ସଲଙ୍କ ମଧ୍ୟରେ ଦୁଇଜଣ…

ଭୁବନେଶ୍ୱର ବିମାନବନ୍ଦରର ସିକ୍ୟୁରିଟି ହଲରୁ ସାଢେ଼ ୪ ଫୁଟ୍ ଲମ୍ବର ଢମଣା ସାପ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିମାନ ବନ୍ଦର ଟର୍ମିନାଲ ୨ରେ ସିକ୍ୟୁରିଟି ହଲ୍ ରୁ ସାଢେ଼ ୪ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର ହୋଇଛି । ସାପଟି କୌଣସି ଗଳା ବାଟ ଦେଇ ବିମାନ ବନ୍ଦରର ହାଇ ସିକ୍ୟୁରିଟି ଅଞ୍ଚଳ…

ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ନିଲମ୍ବିତ

କଟକ: ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ଭାବେ ନିଲମ୍ବିତ। ଲାଇସେନ୍ସ ନିଲମ୍ବନ ନେଇ ଆଇନଜୀବୀ ପରିଷଦର ନିଷ୍ପତ୍ତି। ଲାଇସେନ୍ସ ଆବେଦନ ଫର୍ମରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ। ନିଜ ଅପରାଧିକ ମାମଲା ସମ୍ପର୍କରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିଲେ ଅର୍ଚ୍ଚନା। ଏକାଧିକ…

ଆଦିବାସୀ ଓ ଦଳିତ ବର୍ଗକୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାର ଗରିବ ଖଟିଖିଆଙ୍କଠାରୁ ଟିକସ ମାଧ୍ୟମରେ ଆଦାୟ ହୋଇଥିବା ରାଜସ୍ୱକୁ ନିଜ ପ୍ରଚାରରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ରାଜ୍ୟର ଛାତ୍ରଛାତ୍ରୀ ବିଶେଷକରି ଆଦିବାସୀ ଓ ଦଳିତ ବର୍ଗର ଵିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ବିଜେଡି ଅଭିଯୋଗ…

Indian Army Russia: ରୁଷ-ବେଲାରୁଷ ସାମରିକ ଅଭ୍ୟାସରେ ଅଂଶଗ୍ରହଣ କଲା ଭାରତୀୟ ସେନା, ଆମେରିକା ମଧ୍ୟ…

ନୂଆଦିଲ୍ଲୀ: ରୁଷ ଏବଂ ବେଲାରୁଷ ଦ୍ବାରା ଆୟୋଜିତ ଜାପାଡ୍-୨୦୨୫ (Zapad-2025) ନାମକ ଏକ ପ୍ରମୁଖ ସାମରିକ ଅଭ୍ୟାସ ଆୟୋଜିତ ହୋଇଛି। ଭାରତ ମଧ୍ୟ ଏହି ପ୍ରମୁଖ ସାମରିକ ଅଭ୍ୟାସରେ ଅଂଶଗ୍ରହଣ କରିଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ଅଭ୍ୟାସରେ ୬୫ ଜଣ ଭାରତୀୟ ସୈନିକ ଅଂଶଗ୍ରହଣ…

ପ୍ରଥମ ଥର ପାଇଁ ଇଭିଏମ୍‌ରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ, ଇସିଆଇ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି

ପାଟନା: ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପର ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିହାରରୁ ନୂତନ ନିର୍ଦ୍ଦେଶାବଳୀ ଆରମ୍ଭ ହେଉଛି। ପ୍ରଥମ ଥର ପାଇଁ, ଇଭିଏମ୍‌ରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ। ସିରିଏଲ୍ ନମ୍ବରଗୁଡ଼ିକ ମଧ୍ୟ ଅଧିକ ପଠନୀୟ ହେବ। ଏହି ପଦକ୍ଷେପ ବିହାର…