Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ:ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟରେ କ୍ରୀଡ଼ା ଜଗତ ପାଇଁ ଏକ ଐତିହାସିକ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଖେଲୋ ଇଣ୍ଡିଆ ମିଶନର ଶୁଭାରମ୍ଭ ଘୋଷଣା କରିଥିଲେ, ଯାହାର ଲକ୍ଷ୍ୟ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତର କ୍ରୀଡା ଇକୋସିଷ୍ଟମକୁ ସମ୍ପୂର୍ଣ୍ଣ…

Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 'She-Mart' ନାମକ ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି, ଯାହାର ଲକ୍ଷ୍ୟ ମହିଳାମାନଙ୍କୁ କେବଳ ଋଣ ନେବାଠାରୁ ଆଗକୁ ବଢ଼ିବା ଏବଂ…

ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ରବିବାର ବଜେଟ୍ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି। ବଜେଟକୁ ଐତିହାସିକା କହିବା କହିବା ସହିତ ଅନେକ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, ଏହା ଏକ ଯୁବଶକ୍ତି ବଜେଟ୍। ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ ହୋଇଛି। ବଜେଟରେ କରାଯାଇଥିବା…

Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ

ନୂଆଦିଲ୍ଲୀ: ବଜେଟ୍ ୨୦୨୬ରେ ଚାଷୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟ ଯଥା କାଜୁ, କୋକୋ ଏବଂ ଚନ୍ଦନ ଚାଷକୁ ନେଇ ବଜେଟରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି…

ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା

ନୂଆଦିଲ୍ଲୀ: ଆଜି ଲୋକସଭାରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଏକ ଐତିହାସିକ ବଜେଟ୍ ବୋଲି କହିଛନ୍ତି। ଏହି ସମୟରେ କଂଗ୍ରେସ କହିଛି ଯେ ଏହା ଏକ ନିଷ୍କ୍ରିୟ ବଜେଟ୍। ଥିରୁବନନ୍ତପୁରମର…

ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ ସମ୍ପର୍କରେ ବିଭିନ୍ନ ବୟାନ ଦେଇ ଆସୁଛନ୍ତି। ଏହି ସମୟରେ, ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ଏବେ ଇରାନ ପରିବର୍ତ୍ତେ ଭେନେଜୁଏଲାରୁ ଅଶୋଧିତ ତେଲ କିଣିବ। ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏହି ସମ୍ପର୍କରେ ଏକ ଚୁକ୍ତି ପାଇଁ ଏକ ଧାରଣା…

Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…

ଭୁବନେଶ୍ୱର: ଏଥର ବଜେଟରେ ଓଡ଼ିଶାର ଉନ୍ନତି ରେୟାର ୟାର୍ଥ ହବ ଠାରୁ ଶିଳ୍ପ, ପର୍ଯ୍ୟଟନ ଜାତୀୟ ଜଳପଥ ବଜେଟରେ ମିଳିଛି ପ୍ରୋତ୍ସାହନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୬-୨୭ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଓଡ଼ିଶାରେ ଭିତ୍ତିଭୂମି, ଶିଳ୍ପ ଏବଂ…

Union Budget 2026: ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା…

ନୂଆଦିଲ୍ଲୀ: ବଜେଟ୍ ୨୦୨୬ରେ କେନ୍ଦ୍ର ସରକାର ବିଦେଶ ଯାତ୍ରା କିମ୍ବା ପାଠପଢ଼ାର ସ୍ୱପ୍ନ ଦେଖୁଥିବା ପରିବାର ଏବଂ ମଧ୍ୟବିତ୍ତ ବର୍ଗକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଦେଶ ଯାତ୍ରା ପ୍ୟାକେଜରେ TCS ହାରରେ ଏକ ଗୁରୁତ୍ୱପୂର୍ଣ୍ଣ…

Budget2026: ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍

ନୂଆଦିଲ୍ଲୀ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ…

Union Budget 2026: ଜାଣନ୍ତୁ…କ’ଣ ମହଙ୍ଗା, କ’ଣ ଶସ୍ତା? 

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର କେନ୍ଦ୍ର ବଜେଟ୍ 2026 ଉପସ୍ଥାପନ କରିଛନ୍ତି। ତାଙ୍କର ଲଗାତାର ନବମ ବଜେଟ- ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ଏବଂ ବଜାୟ ରଖିବା ପାଇଁ ତିନୋଟି 'କର୍ତ୍ତବ୍ୟ' ଦାୟିତ୍ୱ ଦ୍ୱାରା ଅନୁପ୍ରାଣିତ। ଏଥର ବଜେଟରେ ଅର୍ଥମନ୍ତ୍ରୀଙ୍କ ନୀତିଗତ…