Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ବନ୍ଦେ ମାତରମ୍’ର ଦୁଇଟି ଅନ୍ତରା ଗାଇବା ନେଇ CWC ନିଷ୍ପତ୍ତି ପରେ ବର୍ଷିଲେ ଅମିତ୍ ଶାହ, କହିଲେ- ବିଭାଜନ…

ନୂଆଦିଲ୍ଲୀ: ‘ବନ୍ଦେ ମାତରମ୍’ର କେବଳ ଦୁଇଟି ଅନ୍ତରା ଗାଇବା ନେଇ କଂଗ୍ରେସର ନିଷ୍ପତ୍ତି ଉପରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ କଡ଼ା ଜବାବ। ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ କାର୍ଯ୍ୟସମିତି ‘ବନ୍ଦେ ମାତରମ୍’ର କେବଳ ଦୁଇଟି ଅନ୍ତରା ଗାଇବାକୁ ନିଷ୍ପତ୍ତି…

National Lok Adalat:ଏହି ଦିନ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ୱ ଅଦାଲତ ପରିସରରେ…

ପୋଖରୀରେ ମୃତଦେହ ମିଳିବା ଘଟଣା: ଘରେ ମିଳିଲା କଟାମୁଣ୍ଡ, ବ୍ୟକ୍ତିଙ୍କୁ ବଳି ଦେଇଥିବା ଚର୍ଚ୍ଚା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ନୂଆ ମୋଡ। ମୃତ ଯୁବକ ଜଣକ ବଗଡା ଗାଁର ସନ୍ତୋଷ ଖର୍ସେଲ (୪୦) ହୋଇଥିବା ବେଳେ ତାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଜଣାପଡିଛି। ତାଙ୍କୁ ବଳି ଦେଇଥିବା ଚର୍ଚ୍ଚା ହେଉଛି। ତାଙ୍କ…

Baitarani floods in Odisha:ବୈତରଣୀ ବନ୍ୟାକୁ ନେଇ ପାୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ଵର:ବାରମ୍ବାର ବନ୍ୟାକୁ ନେଇ ବୈତରଣୀ ବନ୍ୟା ପାଇଁ ପାୱାର ପ୍ରୋଜେକ୍ଟସ୍‌ କୁ କାରଣ ଦର୍ଶାଅ ନୋଟିସ୍ । ବନ୍ୟା ସମୟରେ ବେନିୟମ ଭାବେ ବ୍ୟାରେଜ୍‌ ଗେଟ୍‌ ଖୋଲିବା ଅଭିଯୋଗରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ଜଳ ସମ୍ପଦ ବିଭାଗ । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ…

ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତରେ ହେବ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା। ପଞ୍ଚାୟତରାଜ ବିଭାଗରେ ହୋଇଛି SOP। ଏନେଇ ସୂଚନା ଦେଲେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ। ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ରହିବ। ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ ବି ରହିବ। ଶ୍ମଶାନ, ଆଦର୍ଶ…

ଭିଜିଲାନ୍ସ ଜାଲରେ କୁଜଙ୍ଗ ମେଡିକାଲ୍‌ର ବିପିଏମ୍, ଆଶା କର୍ମୀଙ୍କଠାରୁ ନେଉଥିଲେ ଲାଞ୍ଚ

କୁଜଙ୍ଗ: ଲାଞ୍ଚ ନେଉଥିବାବେଳେ ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମେଡିକାଲ କର୍ମଚାରୀ। କୁଜଙ୍ଗ ମେଡିକାଲ ପ୍ରୋଗ୍ରାମ୍ ମ୍ୟାନେଜର (ବିପିଏମ୍) ମନୋଜ ନାୟକ ଜଣେ କାର୍ଯ୍ୟରତ ଆଶା କର୍ମୀଙ୍କଠାରୁ ଏକ କାର୍ଯ୍ୟ କରାଇଦେବାକୁ କହି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜଗତସିଂହପୁର ଭିଜିଲାନ୍ସ…

ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ସନ୍ତୋଷଜନକ ଜବାବ ନରଖିଲେ ରଦ୍ଦ ହେବ ପରମିଟ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ। ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ୪ ଶହ ଗାଡ଼ି ଜବତ ହୋଇଛି। ଏନେଇ ସୂଚନା ଦେଲେ ଅତିରକ୍ତ ପରିବହନ କମିଶନର। ସେମାନଙ୍କର ପରମିଟ ରଦ୍ଦ ପାଇଁ ପଦକ୍ଷେପ ନେଉଛୁ କହିଲେ। ଫିଟନେସ୍‌, ବୀମା,…

ଗିରଫ ହେବ ବିଦେଶୀ ଜାହାଜ ‘ଏମ୍‌ଟି ୟୁନିଟ୍‌’: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ: ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ପାରାଦୀପ ବନ୍ଦରରେ ଥିବା ବିଦେଶୀ ଜାହାଜ "ଏମ୍‌ଟି ୟୁନିଟି'କୁ ଗିରଫ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋଗ୍ଲାସି ଇନସୁ୍ୟରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି.ନରସିଂହ ଏହି…

Vande Mataram: ‘ବନ୍ଦେ ମାତରମ୍‌’ର କେବଳ ୨ଟି ଛନ୍ଦ କାହିଁକି ଗାଉଛି କଂଗ୍ରେସ? ୮୯ ବର୍ଷ ପୁରୁଣା ନିଷ୍ପତ୍ତି…

ନୂଆଦିଲ୍ଲୀ: ଜାତୀୟ ଗୀତ ‘ବନ୍ଦେ ମାତରମ୍‌’କୁ ନେଇ ପୁଣିଥରେ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ ୱାର୍କିଂ କମିଟି (CWC) ବୁଧବାର ବୈଠକରେ ସ୍ପଷ୍ଟ କରିଛି ଯେ, ଦଳୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍‌’ର କେବଳ ପ୍ରଥମ ଦୁଇଟି ଛନ୍ଦ ହିଁ ଗାନ କରାଯିବ। ଏଥିପାଇଁ କଂଗ୍ରେସ ୧୯୩୭ ମସିହାରେ…

ଟାଇଗର୍‌ ସାର୍କଙ୍କ ଗହଣରେ ପ୍ରିୟଦର୍ଶୀଙ୍କ ୧୦୦ତମ ଐତିହାସିକ ସ୍କୁବାଡାଇଭ୍

ଭୁବନେଶ୍ୱର: ଦୁବାଇର ପ୍ରସିଦ୍ଧ ଓଡ଼ିଆ ସ୍କୁବା ଡାଇଭର ଏବଂ ବରିଷ୍ଠ କର୍ପୋରେଟ୍ ନେତା ପ୍ରିୟଦର୍ଶୀ ପାଣିଗ୍ରାହୀ ତାଙ୍କର ଐତିହାସିକ ୧୦୦ତମ ସ୍କୁବା ଡାଇଭିଂ ସମାପ୍ତ କରିଛନ୍ତି। ଯାହା ଓଡ଼ିଶାର ସବୁଠାରୁ ସଫଳ ମନୋରଞ୍ଜନକାରୀ ଡାଇଭରମାନଙ୍କ ମଧ୍ୟରୁ ଜଣେ ଭାବରେ ତାଙ୍କର ସ୍ଥିତିକୁ ଆହୁରି…