Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାଲକାନଗିରିରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ମାଲକାନଗିରି: ମାଲକାନଗିରିରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି। ଆସନ୍ତାକାଲି ୧୨ଟା ଯାଏଁ ଇଣ୍ଟରନେଟ୍‌ କଟକଣା ବଢ଼ିଲା। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି। ପୁଣି ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁରେ ସ୍ଥିତି ଅନୁଧ୍ୟାନ କଲେ ଡିଜିପି।…

Delhi Blast:ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ; ପ୍ରମାଣ କରିଥିଲା ନଷ୍ଟ…

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ମଙ୍ଗଳବାର ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା NIAର ଅଷ୍ଟମ ଗିରଫଦାରୀ। ଗିରଫ ଅଭିଯୁକ୍ତ ହେଉଛି ଡକ୍ଟର ବିଲାଲ…

Malkangiri: ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ; ପୋଟେରୁ ନଦୀକୂଳରୁ …

ମାଲକାନଗିରି: ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ମିଳିଲା କଟାମୁଣ୍ଡ । କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ । ସକାଳେ ସ୍ଥାନୀୟ ମହିଳାମାନେ ନଦୀକୁ ଗାଧୋଇବାକୁ ଯିବା ବେଳେ ଉକ୍ତ କଟା ମୁଣ୍ଡଟିକୁ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ପୋଲିସକୁ ଖବର ଦେବା…

Goa nightclub fire: ଗୋଆ କ୍ଲବ ଅଗ୍ନିକାଣ୍ଡ: ଲୁଥ୍ରା ବ୍ରଦର୍ସଙ୍କ ସହ-ମାଲିକ ଗିରଫ

ନୂଆଦିଲ୍ଲୀ: ଗୋଆର ବିର୍ଚ ବାଏ ରୋମିଓ ଲେନ୍ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ମାମଲାରେ ଗୋଆ ପୋଲିସ ନୂଆଦିଲ୍ଲୀରୁ ଆଉ ଜଣେ ଅଭିଯୁକ୍ତ ଅଜୟ ଗୁପ୍ତାଙ୍କୁ ଗିରଫ କରିଛି। ପୂର୍ବରୁ ତାଙ୍କ ବିରୁଦ୍ଧରେ ଏକ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା, ଯାହା ଫଳରେ ସେ ଦେଶ କିମ୍ବା ରାଜ୍ୟ ବାହାରକୁ ଯିବାକୁ…

ଓଡିଶାରେ କୃଷି ବିକାଶକୁ ସୁଦୃଢ଼ କରିବା ପାଇଁ ସ୍ୱାକ୍ଷରିତ ହେଲା ୨ଟି ଏମଓୟୁ

ଭୁବନେଶ୍ୱର: ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ୟର କୃଷି ପରିସ୍ଥିତିରେ କୃଷି ପ୍ରକଳ୍ପକୁ ଆଗକୁ ବଢାଇବା ଏବଂ ଡିଜିଟାଲ ପରିବର୍ତ୍ତନ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଓଡିଶାରେ ଅଦା, ହଳଦୀ ଏବଂ ଶ୍ରୀଅନ୍ନ ମୂଲ୍ୟ ଶୃଙ୍ଖଳ…

ପାଚିକାଙ୍କୁ ଆନ୍ଦୋଳନ କରିବାର ଆବଶ୍ୟକତା ନାହିଁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସ୍କୁଲରେ ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ଥିବା ପାଚିକାଙ୍କ ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ପ୍ରତିବାଦ ଜୋର୍ ଧରିଛି। ତେବେ ମଙ୍ଗଳବାର ଏହା ଦ୍ୱିତୀୟ ଦିନରେ ପହଞ୍ଚିଥିବା ନେଇ ସୂଚନା ମିଳିଛି। ରାଜ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା ପରିଚାଳନାରେ ପ୍ରମୁଖ ଭୂମିକା…

ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପି ମଙ୍ଗଳବାର ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କୁ ମହିଳା ମୋର୍ଚ୍ଚା ସଭାପତି ଭାବରେ ପୁନଃନିଯୁକ୍ତ କରାଯାଇଥିବା ନେଇ ରାଜ୍ୟ କାର୍ଯ୍ୟାଳୟ ତରଫରୁ ସୂଚନା ଜାରି କରାଯାଇଛି। ସେହିପରି ଅଭିଳାଷ ପଣ୍ଡାଙ୍କୁ…

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା, ଜାଣନ୍ତୁ କେତେ…

ଭୁବନେଶ୍ୱର: ଶୀତକାଳୀନ ଅଧିବେଶନ ଶେଷ ହେବା ପୂର୍ବରୁ ଓ ଗୃହକୁ ମୁଲତବୀ ରଖିବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଉପସ୍ଥାପିତ ପାରିଶ୍ରମିକ ବିଲ୍ କୁ ବିଧାନସଭା ପାସ୍ କରିଛି। ତଦନୁଯାୟୀ ବିଧାୟକ, ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଦରମା ଏବଂ ପୂର୍ବତନ…

Drinking Water Project: ୭୭.୧୦ ପ୍ରତିଶତ ଲୋକଙ୍କ ଘରକୁ ପିଇବା ପାଣି ଯୋଗାଇ ଦିଆଯାଇଛି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବକୁ ନେଇ ବିଧାନସଭାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ଓଡ଼ିଶା ସମେତ ଝାଡ଼ଖଣ୍ଡ ଭଳି ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । କାମରେ ଅବହେଳା…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଥିଲା ଗୃହ। ଏହି ୧୧ ଦିନ ମଧ୍ୟରେ ୧୭,୪୪୦ କୋଟି ଟଙ୍କାର ସପ୍ଲିମେଣ୍ଟରୀ ବଜେଟ୍ ଏବଂ କିଛି ପ୍ରମୁଖ ବିଲ୍ ଗୃହୀତ ହୋଇଥିଲା। ତେବେ ଏହି ଅଧିବେଶନ…