Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହିଳା କର୍ମଚାରୀଙ୍କ ପାଇଁ ସରକାଙ୍କ ବଡ଼ ଘୋଷଣା: ୩ୟ ସନ୍ତାନ ପାଇଁ ମଧ୍ୟ ମିଳିବ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ: ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ମହିଳା କର୍ମଚାରୀମାନେ ଏବେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ମଧ୍ୟ ୩୬୫ ବା ବର୍ଷେ ମାତୃତ୍ୱ ଛୁଟି ପାଇବେ। ପୂର୍ବରୁ, ରାଜ୍ୟ ତୃତୀୟ ସନ୍ତାନ ପାଇଁ ୧୨…

‘ବିଶ୍ୱାସ ଦେ ପୃଥିବୀ’ ପାଇଁ ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା 'ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ' (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ଓଡ଼ିଆ…

MMDR ବିଲକୁ ନେଇ ବର୍ଷିଲେ ନବୀନ: କହିଲେ- ରାଜ୍ୟର ଅର୍ଥନୀତିକୁ ବିପଦକୁ ଠେଲିଦେବ, କେନ୍ଦ୍ରର ଦୟା ଉପରେ ନିର୍ଭର କରିବ…

ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଏହି ବିଲ୍ ବିରୋଧରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। ନବୀନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ଯେ ଓଡ଼ିଶାକୁ…

ଅବସର ପରେ ସେନା କୁକୁରଙ୍କୁ ମିଳେକି ଭତ୍ତା? ଜାଣନ୍ତୁ କଣ ରହିଛି ନିୟମ….

ନୂଆଦିଲ୍ଲୀ: ସେନାରେ କାମ କରୁଥିବା ବିଶ୍ୱସ୍ତ ଓ ତାଲିମପ୍ରାପ୍ତ କୁକୁରମାନେ ବିସ୍ଫୋରକ ଓବୁଲା ଖଣି ଚିହ୍ନଟ କରିବା ଠାରୁ ଆରମ୍ଭ କରି ଟ୍ରାକିଂ, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେନା କୁକୁର ବା ମିଲିଟାରୀ କୁକୁର ହେଉଛନ୍ତି ସେନାର ବିଶେଷ…

Chatbot for Revenue Services: ‘ଆମ ସାଥୀ’ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌ର ଶୁଭାରମ୍ଭ;ଘରେ ବସି ପାଇପାରିବେ ବିବାହ…

ଭୁବନେଶ୍ବର: ରାଜସ୍ଵ ବିଭାଗର ଅଭିଯୋଗର ସମାଧାନ ପାଇଁ ବିଭାଗ ଦ୍ୱାରା 'ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍‌ର ଶୁଭାରମ୍ଭ ହୋଇଛି । ଲୋକସେବା ଭବନରେ ଏହି ଚାଟ୍ ବଟ୍‌ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଚାଟ୍‌ ବଟ୍ ଦ୍ୱାରା ରାଜସ୍ୱ ବିଭାଗର ୧୬ଟି ଓ ପରବର୍ତ୍ତୀ ସମୟରେ…

କେଉଁଠି ଓ କାହିଁକି ଚାଲିଛି ଜେନ୍-ଆଲଫାଙ୍କ ପ୍ରତିବାଦ? କଣ ରହିଛି ସେମାନଙ୍କ ଦାବି..

ନୂଆଦିଲ୍ଲୀ: କିଛି ଦନ ପୂର୍ବେ NEET ପେପର୍ ଲିକ୍ ମାମଲାରେ ରାଜରାସ୍ତାକୁ ଓହ୍ଲାଇଥିଲେ ଜେନ୍-ଜି। ଆଉ ଏବେ ଜେନ୍ ଆଲଫା ସେହି ବାଟକୁ ଓହ୍ଲାଇଛନ୍ତି। ସାରା ଦେଶରେ ଯୁବପିଢ଼ି ଏବଂ ପିଲାମାନଙ୍କ କ୍ରୋଧ ଏବେ ରାସ୍ତା ଉପରେ ଦେଖିବାକୁ ମିଳିଛି। ଦିଲ୍ଲୀ ଏବଂ ଝାଡ଼ଖଣ୍ଡରେ NEET ପେପର୍ ଲିକ୍ ଏବଂ…

ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ: ୧୫ ଦିନ ସ୍କୁଲ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ

ବେଗୁନିଆ: ଚିନ୍ତା ବଢାଇଲା ଜଣ୍ଡିସ୍। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ଜଣ୍ଡିସ୍ ପାଇଁ ସ୍କୁଲ ଛୁଟି ଘୋଷଣା। ୧୫ଦିନ ପାଇଁ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ। ଅନେକ ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।…

ଅନଲାଇନ୍ ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନ; ଆମ ବସ୍ ଭଙ୍ଗାରୁଜା କଲେ,ପୋଲିସକୁ ଟେକା ପଥର ମାରିଲେ;ପୋଲିସ୍ ପକ୍ଷରୁ…

ଭୁବନେଶ୍ୱର:ରାଜଧାନୀ ରାଜରାସ୍ତାରେ ଅନଲାଇନ୍ ଗାଡ଼ି ଚାଳକ ଏବଂ ପୋଲିସ ଧସ୍ତାଧସ୍ତି । ୩ ଦିନ ହେଲା ଅନଲାଇନ୍ ଅଟୋ ଓ କ୍ୟାବ୍ ଡ୍ରାଇଭର୍ ଆନ୍ଦୋଳନ ଚଳାଇଛନ୍ତି । ଏସବୁ ଭିତରେ ବୁଧବାର ଦିନ ଆନ୍ଦୋଳନରତ ଗାଡ଼ି ଚାଳକ ରାସ୍ତା ଉପରେ ଗାଡ଼ି ରଖି ଦେଇ ରାସ୍ତା ଜାମ୍ କରିଥିଲେ । ଏଥିସହ…

୪ ଦିନ ଧରି ଜଳବନ୍ଦୀ ଥିଲେ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀ;ଉଦ୍ଧାର କଲା ଓଡ୍ରାଫ୍ ଟିମ୍

ପଟ୍ଟାମୁଣ୍ଡାଇ:ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ୪ ଦିନ ଧରି ଜଳବନ୍ଦୀ ଥିଲେ ଛାତ୍ରଛାତ୍ରୀ। ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କୂଳସାହିସ୍ଥିତ ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ୪ ଦିନ ଧରି ଜଳବନ୍ଦୀ ଥିଲେ । ଆଜି ଆଶ୍ରମ ସରକାରୀ ଆବାସିକ…

ଆମେରିକା-ଇରାନ ବିବାଦ: ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ? ନୂଆ ତଥ୍ୟ କଲା ଖୁଲାସା

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ ରହିବ, ତାହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଉଭୟ ଦେଶ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ନିଜର ଦବଦବା ଦାବି କରୁଥିବା ବେଳେ ସାମୁଦ୍ରିକ ଗମନାଗମନର ସଦ୍ୟତମ ତଥ୍ୟ ଏକ…