Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Piyush Tripathi: ଅଭିନେତା ପିୟୁଷଙ୍କୁ ମଞ୍ଚ ଚଢ଼ିବା ମନା

ଭୁବନେଶ୍ବର: ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା। ଚର୍ଚ୍ଚିତ ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ମଞ୍ଚ ମନା । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍। ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା ଲାଗିଛି। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ ।…

ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ ହୋଇଛି। ଅନିଲ ଅଗ୍ରୱାଲ ନିଜେ ତାଙ୍କ ପୁଅର ମୃତ୍ୟୁ ଖବର ଘୋଷଣା କରିଛନ୍ତି। ଆମେରିକାରେ ଏକ ସ୍କିଇଂ ଦୁର୍ଘଟଣା ପରେ ସେ ନ୍ୟୁୟର୍କର ମାଉଣ୍ଟ ସିନାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ସେ ଧିରେ ଧିରେ…

Elephant Attack: ପୁଣି ଦନ୍ତା ଆତଙ୍କ: ରାତିକରେ ହାତୀ ନେଲାଣି ୬ ଜୀବନ

ରାଉରକେଲା: ଦନ୍ତା ଆତଙ୍କରେ ଥରହର ହେଉଛି ଓଡ଼ିଶା-ଝାଡ଼ଖଣ୍ଡ ସୀମା। ରାତିକରେ ହାତୀ ନେଲାଣି ୬ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ବାପା-ମାଆ, ପୁଅ-ଝିଅ। ଏହି ପରିବାର ବ୍ୟତୀତ ଅନ୍ୟ ଦୁଇଜଣଙ୍କର ଜୀବନ ଯାଇଛି। ଦନ୍ତା ଆକ୍ରମଣରେ ଅନ୍ୟ ୬ଜଣ ଲହୁଲୁହାଣ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଉକ୍ତ ଗୋଠଛଡ଼ା…

US Military Budget: ୧.୫ ଟ୍ରିଲିୟନ ଡଲାର ପ୍ରତିରକ୍ଷା ବଜେଟ୍ ପ୍ରସ୍ତାବ ଆଗତ କଲେ ଟ୍ରମ୍ପ

ୱାଶିଂଟନ୍: କଠିନ ଏବଂ ବିପଜ୍ଜନକ ସମୟକୁ ଉଲ୍ଲେଖ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ୨୦୨୭ ପାଇଁ ଆମେରିକାର ସାମରିକ ବଜେଟକୁ ୧.୫ ଟ୍ରିଲିୟନ ଡଲାରରେ ସୀମିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ୨୦୨୬ ମସିହାର ୯୦୧ ବିଲିୟନ ଡଲାରର ସାମରିକ ବଜେଟ୍ ଅପେକ୍ଷା ଯଥେଷ୍ଟ…

Odisha Cold Wave: ଜାଡ଼ରେ ଥରହର ସାରା ଓଡ଼ିଶା, ଶୂନ ଡିଗ୍ରୀକୁ ଖସିଲା ଶିମିଳିପାଳ ପାରଦ

ଭୁବନେଶ୍ୱର: ଶୂନ ଡିଗ୍ରୀ ହେଇଗଲା ଶିମିଳିପାଳ। ୧୦ ଡିଗ୍ରୀ ତଳେ ୨୩ ସହର। ଜାଡ଼ରେ ଥରହର ସାରା ଓଡ଼ିଶା। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି ରାଜ୍ୟରେ ଆହୁରି ୫ ଦିନ ଯାଏଁ ଲାଗି ରହିବ ଶୀତ ଲହରୀ। ଜି.ଉଦୟଗିରିରେ ୩ ଡିଗ୍ରୀ ଓ ସେମିଳିଗୁଡ଼ା ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ୍।…

Encroachments: ଏମ୍ସ ରାସ୍ତାରୁ ହଟିଲା ୨୪୭ରୁ ଉର୍ଦ୍ଧ୍ୱ ବେଆଇନ ଜବର ଦଖଲ: ରୋଗୀ, ଆମ୍ବୁଲାନ୍ସ ଯିବା ଲାଗି ବାଟ ସଫା

ଭୁବନେଶ୍ୱର: ଏମ୍ସ ରାସ୍ତା ଅବରୋଧ ଯୋଗୁଁ ଅନେକ ସମୟରେ ରୋଗୀ ଓ ସଂପର୍କୀୟମାନେ ଯାତାୟାତରେ ଅସୁବିଧା ହେଉଥିଲା, ଏପରିକି ଆମ୍ବୁଲାନ୍ସ ଯିବା ବେଳେ ମଧ୍ୟ ବହୁ ସମସ୍ଯା ଭୋଗୁଥିଲେ ରୋଗୀ ଓ ସମ୍ପର୍କୀୟ। ଏଥିପାଇଁ ବୁଧବାର ଏମ୍ସ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…

Weather Update: ଏହି ତିନି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ:ସାରା ଦେଶରେ ଶୀତ ଜାରି ରହିଥିବା ବେଳେ ଆଗକୁ ବର୍ଷା ପାଇଁ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଦେଶରେ ଶୀତଳ ଲହରୀ ଏବଂ ଘନ କୁହୁଡ଼ିର ଭୟଙ୍କର ରୂପ ନେଇଥିବା ବେଳେ ପାଣିପାଗ ବିଭାଗ ଜାନୁଆରୀ ୮ ତାରିଖରେ ତିନୋଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି। ଏହି…

Turkman Gate Violence: ତୁର୍କମାନ ଗେଟ୍ ହିଂସା ମାମଲାରେ ବଡ ଖୁଲାସା;ରାଜନୈତିକ ସମ୍ପର୍କ ଏବଂ ବାହାର ପଥର…

ନୂଆଦିଲ୍ଲୀ: ଦିଲ୍ଲୀ ତୁର୍କମାନ ଗେଟ୍ ହିଂସା ମାମଲାରେ, ପୋଲିସ ତଦନ୍ତ ପାଇଁ ସ୍ୱତନ୍ତ୍ର ଦଳ ଗଠନ କରିଛି। ଗୋଟିଏ ଦଳ ସିସିଟିଭି ଫୁଟେଜ୍ ମାଧ୍ୟମରେ ପଥର ଫିଙ୍ଗାଳିମାନଙ୍କୁ ଚିହ୍ନଟ କରୁଛି ଓ ଅନ୍ୟ ଏକ ଦଳ ସୋସିଆଲ ମିଡିଆରେ କାମ କରୁଛି। ଏହା ମଧ୍ୟ ଜଣାପଡିଛି ଯେ ହିଂସାରେ ବାହାର ଲୋକ ସାମିଲ…

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି ଅଣହିନ୍ଦୁ । ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ମନ୍ଦିରରେ ପ୍ରବେଶ କଲେ ଜାପାନୀ ପର୍ଯ୍ୟଟକ । ସୂଚନାଥାଉକି, ଓଡ଼ିଆ ଲୋକଙ୍କ ସାହାଯ୍ୟରେ ପ୍ରବେଶ କରିଥିଲେ ଜାପାନୀ ପର୍ଯ୍ୟଟକ । ଅଣହିନ୍ଦୁ ପ୍ରବେଶ ପରେ ସେବାୟତ ମହଲରେ ଅସନ୍ତୋଷ ।…

‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ…

ଭୁବନେଶ୍ୱର: ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ 'ଅଟଳ ବନ'ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ…