Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା

କଟକ: ପରିବେଶ ସୁରକ୍ଷା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ। ଐତିହାସିକ କଟକ ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରଶାସନ ତରଫରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ମହାନଦୀର ସୁରକ୍ଷା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ଏଥର ଯାତ୍ରା ପଡ଼ିଆରେ ସିଙ୍ଗଲ୍-ୟୁଜ୍…

କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏଲ୍‌ ମୁରୁଗାନଙ୍କ ଇସ୍ତଫା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏଲ୍‌. ମୁରୁଗାନ (L. Murugan) ଆଜି, ୧୩ ଅକ୍ଟୋବର ୨୦୨୬ରେ ନିଜ ମନ୍ତ୍ରୀ ପଦ ଏବଂ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ମଧ୍ୟ ରାଷ୍ଟ୍ର ପାହ୍ୟା ଦାୟିତ୍ବରେ ଥିଲେ।…

ନ୍ୟୁୟର୍କରେ ପ୍ରବାସୀ ବାଂଲାଦେଶୀଙ୍କ ଆକ୍ରୋଶର ଶିକାର ହେଲେ ନୋବେଲ ବିଜେତା ୟୁନୁସ

ନ୍ୟୁୟର୍କ: ବାଂଲାଦେଶର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ତଥା ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ଆମେରିକାର ନ୍ୟୁୟର୍କସ୍ଥିତ ଜନ୍ ଏଫ୍ କେନେଡି ବିମାନବନ୍ଦରରେ ପ୍ରବାସୀ ବାଂଲାଦେଶୀମାନଙ୍କ ତୀବ୍ର ବିରୋଧ ଓ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି। ସୋସିଆଲ…

Sona Mohapatra To Rahul: ଗଣତନ୍ତ୍ରରେ ସଂସ୍କାର ପୂର୍ବରୁ ହିମାଚଳ ସ୍ଥିତି ସୁଧାରନ୍ତୁ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସିଙ୍ଗର ସୋନା ମହାପାତ୍ର । ଏଥର କିନ୍ତୁ ତାଙ୍କ ଗୀତ ପାଇଁ ନୁହେଁ ବରଂ ରାଜନୈତିକ ବକ୍ତବ୍ୟ ପାଇଁ ଶିରୋନାମାରେ ସୋନା । ରାହୁଲ କହୁଛନ୍ତି, ଗଣତନ୍ତ୍ରକୁ ସୁଧାରିବାକୁ ପଡିବ । ତେଣୁ ତାଙ୍କୁ ଟାର୍ଗେଟ କରି ସୋନା କହିଛନ୍ତି ଗଣତନ୍ତ୍ରକୁ ସଜାଡିବା ପୂର୍ବରୁ…

Hero Asian Champions Trophy Punjab-2026: ଭାରତୀୟ ପୁରୁଷ ଦଳ ଘୋଷଣା

ନୂଆଦିଲ୍ଲୀ: ମଙ୍ଗଳବାର ହକି ଇଣ୍ଡିଆ ପକ୍ଷରୁ ହିରୋ ଏସିଆନ ଚାମ୍ପିଅନ୍ସ ଟ୍ରଫି ପଂଜାବ-୨୦୨୬ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଏହି ଚାମ୍ପିଅନ୍ସ ଟ୍ରଫି ଜଳନ୍ଧର ଓ ମୋହାଲିରେ ଅକ୍ଟୋବର ୨୭ରୁ ନଭେମ୍ବର ୫ ଯାଏଁ ଅନୁଷ୍ଠିତ ହେବ । ଜାପାନରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ…

ସଞ୍ଚୟର ଏକ ନିଆରା ଉଦାହରଣ: ୧୦ ଟଙ୍କିଆ କଏନ୍‌ରେ କିଣିଲେ ସ୍ୱପ୍ନର ସ୍କୁଟର୍

ହାଇଦ୍ରାବାଦ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ। ୧୦ ଟଙ୍କିଆ କଏନ୍ ସଞ୍ଚୟ କରି ପୂରଣ କଲେ ନିଜର ସ୍ୱପ୍ନର ସ୍କୁଟର୍। ଆଉ ଏଠାରେ ସଞ୍ଚୟର ବଡ଼ ଉଦାହରଣ ଦେଖାଇଦେଲେ। ତେଲେଙ୍ଗାନାର ମଞ୍ଚେରିଆଲ୍ ଜିଲ୍ଲା ଲକ୍ସେଟିପେଟର ଜଣେ ବ୍ୟକ୍ତି ୧୦ ଟଙ୍କିଆ କଏନ୍ ଦେଇ ଏକ ନୂଆ ହୋଣ୍ଡା ଆକ୍ଟିଭା…

ଦକ୍ଷୀଣ କୋରିଆ ସୁପରମାର୍କେଟରେ ଛୁରାମାଡ, ୮ ଆହତ

ସାଉଥ କୋରିଆ: ମଙ୍ଗଳବାର ସାଉଥକୋରିଆ ଇଂଚେଅନ ସୁପରମାର୍କେଟ ପାଲଟିଲା ରଣକ୍ଷେତ୍ର । ଆଖିପିଛୁଳାକେ ଧସେଇ ପଶିଲା ଜଣେ ଛୁରାଧାରୀ ବ୍ୟକ୍ତି । ଯାହାକୁ ପାରିଲା ତାକୁ ଆକ୍ରଣ କରି ଚାଲିଲା । ଛୁରାମାଡରେ ଜଣେ ମହିଳାଙ୍କ ସମେତ ୮ଜଣ ଆହତ ହୋଇ ଏବେ ମେଡିକାଲରେ ଭତ୍ତି ର୍ ହୋଇଛନ୍ତି । ଛୁରାମାଡ ପରେ…

ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ବଦଳିବା ପରେ ଓଡ଼ିଶା ବିଧାନସଭାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଦାୟୀ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିବା ସହ ନିଜର…

କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ସରକାରୀ ଗିଫ୍ଟ ହାମ୍ପରରେ ସ୍ଥାନ ପାଇବ ଆଦିବାସୀ…

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସ୍ୱଦେଶୀ ଉତ୍ପାଦ 'କୋରାପୁଟ କଫି' (Koraput Coffee) ର ପ୍ରଚାର ଓ ପ୍ରସାର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଏଣିକି ସମସ୍ତ ସରକାରୀ ବୈଠକରେ କୋରାପୁଟ କଫି ପରିବେଷଣ କରାଯିବ ଏବଂ ବିଭିନ୍ନ ସରକାରୀ…

କୋଇଡ଼ାରେ ଚାଞ୍ଚଲ୍ୟ: କ୍ରସର ୱାଚ୍‌ମ୍ୟାନଙ୍କୁ ନିର୍ମମ ହତ୍ୟା

ସୁନ୍ଦରଗଡ଼: କ୍ରସର ୱାଚ୍‌ମ୍ୟାନଙ୍କୁ ବିଭତ୍ସ ଭାବେ ହତ୍ୟା। ରହସ୍ୟ ଘେରରେ କୋଇଡ଼ା ହତ୍ୟାକାଣ୍ଡ। ସୁନ୍ଦରଗଡ଼ କୋଇଡା ଥାନା ସର୍ଗିଗଡ଼ ମୁଣ୍ଡା ବସ୍ତି ନିକଟରେ ବହୁ ବର୍ଷ ଧରି ବନ୍ଦ ଥିବା କ୍ରସରରେ ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ହେଲେ କ୍ରସରର ୱାଚ୍ ମ୍ୟାନ୍ ପାନପୋଷିଆ ଗାଁର ସନାତନ…