Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୬.୧ ତୀବ୍ରତାର ଭୂମିକମ୍ପ; ଭାଙ୍ଗିଲା ୯୦୦ ଘର

ପାନାମା ସିଟି: ପାନାମାର ଦକ୍ଷିଣ ଉପକୂଳରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ସୋମବାର ଦିନ ୬.୧ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପ ୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା। ଅପରପକ୍ଷରେ…

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବ୍ରିଜ୍‌, ବେଳାଭୂମି ଓ ମନ୍ଦିର ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର:ଲୋକସେବା ଭବନଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା…

ମାଛର ମୂଲ୍ୟ ୮୦ ହଜାର! ଜାଣନ୍ତୁ ଏହା କାହିଁକି ଅଧିକ ଦାମ୍‌…

ନୂଆଦିଲ୍ଲୀ:ସାଧାରଣ ମାଛ କିଲୋଗ୍ରାମ ପିଛା ଶହେ,୨୦୦ ଟଙ୍କାରେ ବିକ୍ରି ହୁଏ । କିନ୍ତୁ ଏପରି ଏକ ମାଛ ଜାଲରେ ପଡିଥିଲା ଯାହା କିଛି ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳେଇ ଦେଇଛି । ଆନ୍ଧ୍ରପ୍ରଦେଶର ଡକ୍ଟର ବି.ଆର୍. ଆମ୍ବେଦକର କୋନାସୀମା ଜିଲ୍ଲାରେ ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରାୟ ୨୪ କିଲୋଗ୍ରାମ ଓଜନର…

New Governor of Odisha:ବଦଳିଲେ ଓଡ଼ିଶା ରାଜ୍ୟପାଳ;କମ୍ଭମପତିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ…

ଭୁବନେଶ୍ବର:ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବଦଳିଲେ ଓଡ଼ିଶାର ରାଜ୍ୟପାଳ । ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ । ଝାଡଖଣ୍ଡ ବିଜେପିର ପୂର୍ବତନ ଏମପି ହେଉଛନ୍ତି ବ୍ରଜମୋହନ ରାମ। ସେ…

କାହିଁକି ସାଉଦି ଆରବ ବିମାନ ବନ୍ଦରକୁ ଟାର୍ଗେଟ କରୁଛି ହୁତି ବିଦ୍ରୋହୀ ?

ରିୟାଦ୍: ୟେମନର ଇରାନ-ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ପ୍ରମୁଖ ବିମାନବନ୍ଦରଗୁଡ଼ିକୁ ଟାର୍ଗେଟ କରି କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଛନ୍ତି। ରାଜଧାନୀ ରିୟାଦ୍‌ରେ ଅବସ୍ଥିତ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର ସମେତ ଦମାମ୍, ଆଭା, ଜାଜାନ ଏବଂ ନଜରାନ ବିମାନବନ୍ଦରଗୁଡ଼ିକ…

Trains Cancelled: ୧୩ରୁ ୨୨ ଯାଏ ଏହି ଏକ୍ସପ୍ରେସ୍‌ ଓ ପ୍ୟାସେଞ୍ଜର ଟ୍ରେନ ହେଲା ବାତିଲ

ଜୟପୁର:ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ହୋଇଥିଲା । ତେବେ ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା ଡିଭିଜନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଅକ୍ଟୋବର ୧୩ରୁ ୨୨ ଯାଏ ଅନେକ ଏକ୍ସପ୍ରେସ୍‌ ଓ ପ୍ୟାସେଞ୍ଜର ବାତିଲ କରାଯାଇ ଚଳାଚଳ…

Election Cancelled:ଏହି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ସାଇନ୍ ଡାଏ ଘୋଷଣା

ବାଙ୍କୀ:ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଗୋଟେ ପରେ ଗୋଟେ କଲେଜର ବିଶୃଙ୍ଖଳାର ଖବର ସାମ୍ନାକୁ ଆସୁଛି । ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଙ୍କୀ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଏଥିସହ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଇନ୍…

ଜମ୍ମୁ-କାଶ୍ମୀର: LOC ପାର ହେବାକୁ ଯୋଜନା କରୁଥିବା ବେଳେ ଲସ୍କରର ୪ ଆତଙ୍କି ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣା ଘାଟି ସେକ୍ଟରର ନାଙ୍ଗୀ ଟେକ୍ରି ନିକଟରେ ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଲସ୍କର-ଏ-ତୋଇବା କମାଣ୍ଡର ସମେତ ୪ ଜଣ…

INS Mangrol: ଶତ୍ରୁ ପକ୍ଷର ସବମେରାଇନ୍‌କୁ ପାଇଁ କାଳ ସାଜିବ INS ମାଙ୍ଗରୋଲ୍

ନୂଆଦିଲ୍ଲୀ:ଭାରତୀୟ ନୌସେନାର ବଢୁଛି ଶକ୍ତି । ସ୍ୱଳ୍ପ ଗଭୀର ଜଳରାଶିରେ ସବ୍‌ମେରାଇନ୍‌କୁ ଚିହ୍ନଟ କରିବା ଓ ସେଗୁଡ଼ିକର ମୁକାବିଲା କରିବାର କ୍ଷମତା ରଖୁଥିବା ଯୁଦ୍ଧପୋତ 'ମାଙ୍ଗ୍ରୋଲ୍'କୁ ନୌସେନାରେ ସାମିଲ କରାଯାଇଛି । ଆଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସରରେ ସଜ୍ଜିତ ଏହି ଜାହାଜ ଭାରତର…

ଋଷୀୟ ସେନାରେ କାର୍ଯ୍ୟରତ ତେଲେଙ୍ଗାନା ଯୁବକଙ୍କ ମୃତ୍ୟୁ ଆଶଙ୍କା: ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଗୁହାରି କଲା…

ହାଇଦ୍ରାବାଦ: ଋଷିଆ-ୟୁକ୍ରେନ ଯୁଦ୍ଧ ମଝିରେ ଋଷୀୟ ସେନାରେ କାର୍ଯ୍ୟରତ ତେଲେଙ୍ଗାନାର ଜଣେ ୪୩ ବର୍ଷୀୟ ବ୍ୟକ୍ତି ମହମ୍ମଦ ଅଫଜଲ ଖାନ (Mohammed Afzal Khan) ଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ସେ ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ବାଂସୱାଡା ଅଞ୍ଚଳର ବାସିନ୍ଦା । ତେବେ ଏହି…