Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ: ଭାରତ ଏବଂ ରୁଷ ମଧ୍ୟରେ ନୌସେନା ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ଏକ ନୂତନ ପଦକ୍ଷେପ ସ୍ୱରୂପ, ରୁଷ ପୁଣିଥରେ ଆନୁଷ୍ଠାନିକ ଭାବରେ ଭାରତକୁ ଏହାର 3M-14E Kalibr-PL (Club-S) ଭୂମି-ଆକ୍ରମଣ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରଦାନ କରିଛି। ରୁଷ ଦାବି କରିଛି ଯେ ଏହି କ୍ଷେପଣାସ୍ତ୍ର…

ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ମାଡ଼ ଖାଇଲେ ଦୁଇ କନିଷ୍ଠ ଖଣି ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା। ମାତିଛନ୍ତି ଖଣି ମାଫିଆ। ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ…

ଭାରତ-ରୁଷ ଘନିଷ୍ଠତା ପାଇଁ ପୁଟିନ ନୁହେଁ, ଟ୍ରମ୍ପ ଦାୟୀ!

ନୂଆଦିଲ୍ଲୀ: ଭାରତ ଏବଂ ରୁଷ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ବିଷୟରେ ପେଣ୍ଟାଗନର ଜଣେ ପୂର୍ବତନ ଅଧିକାରୀ ଏକ ଚକିତ କଲା ଭଳି ମତ ଦେଇଛନ୍ତି। ଏହି ଅଧିକାରୀ ଦାବି କରିଛନ୍ତି ଯେ ନୂଆଦିଲ୍ଲୀରେ ପୁଟିନଙ୍କୁ ଯେଉଁ ଭବ୍ୟସ୍ୱାଗତ କରାଯାଇଥିଲା, ସେଥିପାଇଁ ଭ୍ଲାଦିମିର ପୁଟିନଙ୍କୁ ନୁହେଁ ବରଂ ଡୋନାଲ୍ଡ…

ଏଏନଏମ ପରୀକ୍ଷା ବାତିଲ; ବର୍ଷିଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଶୁକ୍ରବାର ଦିନ ଅପରାହ୍ନ ୨ଟାରେ ଆରମ୍ଭ ହେବାକୁ ଥିବା ସହାୟକ ନର୍ସ ମିଡୱାଇଫେରୀ (ଏଏନ୍ଏମ୍) ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଯୋଗୁଁ ଏହି ନିଷ୍ପତି ନିଆଯାଇଥିଲା। ତେବେ ଏହି ଘଟଣାରେ…

T20 Match Ticket: ବାରବାଟୀ ଟିକେଟ ବିକ୍ରି ଶେଷ, ଦିନକରେ ସରିଗଲା ୧୦ ହଜାର ଟିକେଟ୍

କଟକ: ସରିଲା ବାରବାଟୀ ଟିକେଟ ବିକ୍ରି। ଏଥିପାଇଁ ପୂର୍ବରାତିରୁ ଲାଗିଥିଲା ଲମ୍ବା ଲାଇନ। ଦିନକରେ ସରିଗଲା ୧୦ହଜାର ଟିକେଟ୍। ଏବେ ଅପେକ୍ଷା ୯ ତାରିଖକୁ। ଯିଏ ଟିକେଟ ପାଇଲା ଖୁସି, ଆଉ ଯିଏ ନପାଇଲା ମନ ଦୁଃଖ କରି ଘରକୁ ଫେରିଲା। ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୯…

MKBY; ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା, ଟାଙ୍କା ସହ ଉପହାର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବା ଏମକେବିୱାଇକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ। ଆଉ ଏହି ଯୋଜନା ପାଇଁ ଆସିଲା ଗାଇଡ୍‌ଲାଇନ। ଗରିବ, ଅସହାୟଙ୍କୁ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ସରକାର। ସିଧାସଳଖ…

Odisha Winter: ରାଜ୍ୟରେ ହାଡ଼ଭଙ୍ଗା ଶୀତ: ୨ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ଶୀତ ଲହରୀ। ହାଡଭଙ୍ଗା ଶୀତକୁ ଜନଜୀବନ ଅସ୍ତବ୍ୟସ୍ତ। ୨ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଥରିଲା ମୟୂରଭଞ୍ଜ। ଜିଲ୍ଲାରେ କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତ। ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ। ବିଶେଷ କରି…

Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର: ଶୁକ୍ରବାର ଦିନ ରାଜଧାନୀର ବାଣୀବିହାର ସତସଙ୍ଗ ବିହାର ନିକଟରେ ଏକ 'ଆମ ବସ୍' ଜଣେ ବାଇକ୍ ଆରୋହୀ ଯୁବକଙ୍କ ଉପରେ ମାଡ଼ିଯାଇଛି। ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହାପରେ ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁର୍ଘଟଣାରେ ଭୋଇ ନଗରର ସୁଦର୍ଶନ ସାହୁଙ୍କ ମୃତ୍ୟୁ…

Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …

ଚେନ୍ନାଇ:ରୋମାଞ୍ଚକର ବିଜୟ ପରେ ସେମିଫାଇନାଲରେ ସ୍ଥାନ ପକ୍କା କଲା ଭାରତୀୟ ହକି ଦଳ । ଜୁନିଅର ପୁରୁଷ ହକି ବିଶ୍ୱକପର ଆୟୋଜକ ଦଳ ଭାରତ, ବେଲଜିୟମକୁ ସୁଟଆଉଟରେ ପରାସ୍ତ କରି ଟପ୍-4ରେ ପ୍ରବେଶ କରିଛି । ରବିବାର(ଡିସେମ୍ବର ୭) ସାତ ଥର ଚାମ୍ପିଅନ ଜର୍ମାନୀ ବିପକ୍ଷରେ ସେମିଫାଇନାଲ ମୁକାବିଲା…

Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ

କନ୍ଧମାଳ:କିଛିଦିନର ନୀରବତା ପରେ କନ୍ଧମାଳ ଜିଲ୍ଲାରେ ମାଓ ଗତିବିଧି ଦେଖାଦେଇଛି ।ଶୁକ୍ରବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ରହିଛି । ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ପୋଲିସ ଓ ମାଓବାଦୀ…