Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରେମ, ପ୍ରତାରଣା ନା ହତ୍ୟା? କାହିଁକି ଚର୍ଚ୍ଚାରେ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କ ପୁତୁରା? ଜୋରଧରିଲା ନିରପେକ୍ଷ…

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ଘଟିଥିବା ଛାତ୍ରୀ ମୃତ୍ୟୁ ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍ ହଷ୍ଟେଲ୍‌ରୁ ବିସିଏ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାକୁ ଦୁଇ ଦିନ ବିତିଛି।…

TET Qualification: ଶିକ୍ଷକଙ୍କ ପାଇଁ ବଡ଼ ଆଶ୍ୱସ୍ତି: TET ବାଧ୍ୟତାମୂଳକ, ୨ ବର୍ଷ ବଦଳରେ ମିଳିଲା ୩ ବର୍ଷ ସମୟ

ଭୁବନେଶ୍ୱର: ଦେଶର ହଜାର ହଜାର କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ସୁପ୍ରିମକୋର୍ଟ। ଟିଚର ଏଲିଜିବିଲିଟି ଟେଷ୍ଟ (TET) ଉତ୍ତୀର୍ଣ୍ଣ ହେବା ପାଇଁ ଦିଆଯାଉଥିବା ସମୟସୀମାକୁ ୨ ବର୍ଷରୁ ବଢ଼ାଇ ୩ ବର୍ଷ କରାଯାଇଛି। ଏଥିସହିତ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ୍…

ସରକାରଙ୍କ ମାଷ୍ଟର ପ୍ଲାନ ଓ ମୁଖ୍ୟମନ୍ତ୍ରୀଙ୍କ ପରିବାରର ‘ଗୁପ୍ତ ସାମ୍ରାଜ୍ୟ’: ସେହିଠାରେ ହିଁ କାହିଁକି କିଣାହେଲା ୧୬୮…

ଭୋପାଲ: ରାଜନୀତି ଓ ବ୍ୟବସାୟର ମଧୁଚନ୍ଦ୍ରିକା ଭିତରେ ସୃଷ୍ଟି ହୋଇଛି ଏକ ବଡ଼ ସନ୍ଦେହର ବଳୟ। ସରକାର ଯେଉଁଠି ନୂଆ ରାଜପଥ ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ଏବଂ ଚାଷ ଜମିକୁ ବାଣିଜ୍ୟିକ ଜମିରେ ବଦଳାଉଛନ୍ତି, ଠିକ୍ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକରେ ହିଁ କିଣାଚାଲିଛି…

Vaibhav’s India Debut: ହାତରେ ଟିମ୍ ଇଣ୍ଡିଆ ଜର୍ସି, ଆଖିରେ ଲୁହ ଛଳଛଳ…ଭାବପ୍ରବଣ ହୋଇଗଲେ ବୈଭବ…

ନୂଆଦିଲ୍ଲୀ: ପ୍ରତ୍ୟେକ ଯୁବ କ୍ରିକେଟର ଗୋଟିଏ ଦିନ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିବାର ସ୍ୱପ୍ନ ଦେଖନ୍ତି। ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ, ଏହି ସ୍ୱପ୍ନ ଏବେ ବାସ୍ତବରେ ପରିଣତ ହୋଇଛି। ଆୟରଲ୍ୟାଣ୍ଡ ବିପକ୍ଷ T20I ସିରିଜ୍ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ସେ ପ୍ରଥମ ଥର ପାଇଁ ଟିମ୍…

ଆଗାମୀ ୨୪ ଘଣ୍ଟା: ଓଡ଼ିଶାର ୧୪ ଜିଲ୍ଲାକୁ ହାଇଆଲର୍ଟ, ଆକାଶରୁ ବର୍ଷିବ କାଳ!

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆସିଲା ସବୁଠାରୁ ବଡ଼ ଚେତାବନୀ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରକୃତି ରଚିପାରେ ତାଣ୍ଡବ। ଆକାଶରେ କଳାହାଣ୍ଡିଆ ମେଘ ଜମିବା ସହ ହଠାତ୍‌ ସୃଷ୍ଟି ହୋଇପାରେ ଭୟଙ୍କର ସ୍ଥିତି। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି…

ସରକାରୀ ପ୍ରେସ୍‌ ଥାଉ ଥାଉ ଘରୋଇ ସଂସ୍ଥାକୁ ଟେକି ଦେଲେ ବହି ଛପା: ଉଡ଼ିଗଲା ୨୧ କୋଟି, ଏବେ ଭୁଲ୍‌ ବାହାରିବାରୁ ଦୋଷ…

ଭୁବନେଶ୍ୱର: ନିଜର ସମସ୍ତ ସରକାରୀ ଭିତ୍ତିଭୂମି ଓ କ୍ଷମତା ଥାଇ ମଧ୍ୟ କାହିଁକି ବେସରକାରୀ ସଂସ୍ଥା ଉପରେ ଏତେ ଅହେତୁକ ଅନୁକମ୍ପା? ଏମିତି ଏକ ପ୍ରଶ୍ନ ଏବେ ରାଜ୍ୟ ଶିକ୍ଷା ବିଭାଗର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ…

ଓଡ଼ିଶାର ରେଳଧାରଣାରେ ଦୌଡ଼ୁଥିବା ରେଳଗାଡ଼ିକୁ ମିଳିବ ସୁରକ୍ଷା ‘କବଚ’

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମାରେ ୬୩୧କିମି ରୁଟ୍‌ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୭୦ କୋଟି ଟଙ୍କା ମଞ୍ଜୁର କରିଛି । କବଚ ବ୍ୟବସ୍ଥା ଲାଗୁ ହେଲେ, ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଧକ୍କା ହେବାର ଆଶଙ୍କାକୁ ଏଡ଼ାଇ…

ଦିଦିଙ୍କୁ କ୍ଷମତାଚ୍ୟୁତ କଲେ ବିଦ୍ରୋହୀ: ଟିଏମସି ସିଂହାସନରେ ଅରୂପ ରାୟ, ମମତାଙ୍କୁ ‘ଉପଦେଷ୍ଟା’ ପଦ ଯାଚିଲା ଋତବ୍ରତ…

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ। ଯେଉଁ ତୃଣମୂଳ କଂଗ୍ରେସର ସର୍ବେସର୍ବା ଥିଲେ ମମତା ବାନାର୍ଜୀ, ଆଜି ସେହି ଦଳରୁ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଦଳର ବିଦ୍ରୋହୀ ଗୋଷ୍ଠୀ ମମତାଙ୍କୁ ପଦରୁ ହଟାଇ ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ…

George Kurian: ନିଜ ପଦବୀରୁ ଇସ୍ତଫା ଦେଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍, ଯିବେନି ରାଜ୍ୟସଭା…କହିଦେଇଛି…

ନୂଆଦିଲ୍ଲୀ: ବିଜେପିକୁ ବଡ ଝଟକା । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତି ସମ୍ବିଧାନର ଧାରା ୭୫ ର ଧାରା…

ଭିଜିଲାନ୍ସ ଜାଲରେ ସମ୍ବଲପୁର CADAର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୭ଟି ସ୍ଥାନରେ ରେଡ୍‌

ସମ୍ବଲପୁର: ଓଡ଼ିଶା ଭିଜିଲାନ୍ସ ବିଭାଗ ସମ୍ବଲପୁର ଡିଭିଜନର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (CADA)ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ସମ୍ପତ୍ତି ଉପରେ ମଙ୍ଗଳବାର ଦିନ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ ପରେ…