Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୦୨୭ ଜନଗଣନା ପାଇଁ ଚାରୋଟି ଉପକରଣ ଲଞ୍ଚ କଲେ ଅମିତ ଶାହ, ଜାଣନ୍ତୁ ଏହାର କାମ କଣ..

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ୨୦୨୭ ଜନଗଣନା ପାଇଁ ଚାରୋଟି ଡିଜିଟାଲ୍ ଉପକରଣ ସଫ୍ଟ-ଲଞ୍ଚ କରିଛନ୍ତି। ପ୍ରଥମ ଥର ପାଇଁ, ଜନଗଣନା କର୍ମୀମାନେ ଘର ଘର ବୁଲିବା ପୂର୍ବରୁ ଲୋକମାନେ ଆତ୍ମ-ଗଣନା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଜନଗଣନା ପ୍ରଶ୍ନର ଉତ୍ତର ପୂରଣ…

ବାଲୁଖଣ୍ଡ ଓ ଚିଲିକା ବନଖଣ୍ଡରେ ସୁରକ୍ଷିତ ନୁହଁନ୍ତି ଜଙ୍ଗଲୀ ପ୍ରାଣୀ, ୪ ବର୍ଷରେ ଯାଇଛି ଏତିକି ଜୀବନ..

ପୁରୀ: ପୁରୀ ବାଲୁଖଣ୍ଡ ଜଙ୍ଗଲ ହେଉ କି ସେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଏବେ କୋଉଠି ବି ସୁରକ୍ଷିତ ନୁହଁନ୍ତି ବନ୍ୟ ଜନ୍ତୁ ମାନେ । ଏହା ଆମେ କହୁନାହୁଁ ସରକାରୀ ତଥ୍ୟରେ ପ୍ରକାଶ ପାଇଛି । ଗତ ୪ ବର୍ଷର ସରକାରୀ ତଥ୍ୟ ଅନୁସାରେ, ୪ ବର୍ଷରେ ୩୬ ମୃଗ ଓ ୬ କୃଷ୍ଣସାର ମୃଗଙ୍କ ଜୀବନ ଯାଇଛି ।…

US Strike On Iranian Warship: ଭାରତ ମହାସାଗର କ’ଣ ଭାରତର? ଇରାନୀ ଯୁଦ୍ଧଜାହାଜ ଉପରେ ଆମେରିକାର ଆକ୍ରମଣ କାହିଁକି…

ନୂଆଦିଲ୍ଲୀ: ବିଶ୍ୱର ସାତ ମହାସାଗର ମଧ୍ୟରୁ ଗୋଟିଏ, ଭାରତ ମହାସାଗରର ନାମ ଶୁଣିଲେ ଅନେକ ଭାବନ୍ତି ଯେ ଏହା ଉପରେ ଭାରତର ଅଧିକାର ଅଛି। ଭାରତ ମହାସାଗରରେ ଆମେରିକୀୟ ବୁଡ଼ାଇ ଦେଇଥିବା ଏକ ଇରାନୀ ଯୁଦ୍ଧଜାହାଜ ବୁଡ଼ିଯିବା ପରେ ଏବେ ଏହା ଉପରେ ଭାରତର ଅଧିକାର ଅଛି କି ନାହିଁ ପ୍ରଶ୍ନ ଉଠିଛି।…

Assam Su-30MKI crash: SU-30MKI ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ୍ ଦୁଇ ପାଇଲଟ, ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପାଇଲଟମାନେ ଗୁରୁତର ଆହତ ହୋଇଥିଲେ ଏବଂ ଏବେ ତାଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଏବଂ ସହିଦ ସୈନିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି।…

ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ: ୧୦୦ରୁ ଅଧିକ ଗ୍ରାମବାସୀଙ୍କ ତାଣ୍ଡବ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ମୁଦୁଲି ସାହିରେ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଘଟିଥିବା ଖବର ମିଳିଛି। ବେହେରା ସାହି ଓ ତନ୍ତୀ ସାହିର ପ୍ରାୟ ୩୦ଟି ପରିବାରର ୧୦୦ରୁ ଅଧିକ ଗ୍ରାମବାସୀ ଏକତ୍ରିତ ହୋଇ ମୁଦୁଲି ସାହିର ଏକ ପରିବାର ଉପରେ ଆକ୍ରମଣ…

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ: ଦୁବାଇର ଜନବସତି ଅଞ୍ଚଳରେ ଇରାନର ମିସାଇଲ୍ ମାଡ଼

ଆବୁଧାବି: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ। ଦୁବାଇର ଜନବସତି ଅଞ୍ଚଳରେ ଇରାନର ମିସାଇଲ୍ ମାଡ଼। ଡ୍ରୋନ୍ ଆଟାକ୍ କରି ବଡ଼ ବିସ୍ଫୋରଣ କରାଯାଇଛି। ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ୍ ଦୁବାଇର ରେସିଡେନସିଆଲ୍ ଏରିଆକୁ ଟାର୍ଗେଟ୍ କରିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଏକ ଭୟଙ୍କର ମୋଡ଼ରେ ପହଞ୍ଚିଛି,…

ଓଡିଶା ଗସ୍ତରେ ଗୃହମନ୍ତ୍ରୀ: ଭୁବନେଶ୍ବର-କଟକର ଏକାଧିକ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିଏସ୍ଏଫ୍‌ର ସ୍ୱତନ୍ତ୍ର ବିମାନରେ ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ପରେ ମୁଣ୍ଡଳିରେ ଥିବା କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ନୂତନ ଅପରାଧିକ ଆଇନରେ ଐତିହାସିକ…

ନିଖୋଜ ସୁଖୋଇ-୩୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଗୌହାଟି: ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଏକ ତାଲିମ ମିସନ ସମୟରେ ଭାରତୀୟ ବାୟୁସେନା (IAF)ର ଏକ ସୁଖୋଇ Su-30 MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏବାବଦରେ ବାୟୁସେନା ନିଶ୍ଚିତ କରିଛି। IAF କହିଛି ଯେ ତାଲିମ ମିସନରେ ଥିବା Su-30MKI ବିମାନ ଜୋରହାଟରୁ ପ୍ରାୟ ୬୦ କିଲୋମିଟର…

Weather Update: ବଦଳିବ ପାଗ: ଆଗକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବୃଦ୍ଧି ପାଇବା ସହିତ ସକାଳେ କୁହୁଡ଼ି ଓ ଦିନରେ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ତାତିରେ ରେକର୍ଡ କରିଛି ଝାରସୁଗୁଡ଼ା। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା…

ଟି୨୦ ବିଶ୍ୱକପ ଫାଇନାଲରେ ଭାରତ: ପୁଣି କମାଲ କଲେ ସଞ୍ଜୁ, ବ୍ୟର୍ଥ ହେଲା ବେଥେଲଙ୍କ ଶତକ

ମୁମ୍ବାଇ: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତ ୭ ରନରେ ଇଂଲଣ୍ଡକୁ ପରାସ୍ତ କରି କ୍ରମାଗତ ଦ୍ୱୀତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ୪ର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଟିମଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରଫି ପାଇଁ…