Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜଧାନୀର ଏକାଧିକ ମେଡିସିନ୍‌ ଦୋକାନରେ ଯାଞ୍ଚ, ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍‌

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା 'ନିଶାମୁକ୍ତି ଅଭିଯାନ' ଅଧୀନରେ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ (Odisha Drugs Control Department) ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ଏକ ବଡ଼ ଧରଣର ଯାଞ୍ଚ ଓ ଚଢ଼ାଉ କରାଯାଇଛି। ବିଶେଷକରି ମାନସିକ ରୋଗ ତଥା ଡିପ୍ରେସନ…

ପଂଜାବର ଔଷଧ ଦୋକାନରେ ବେଆଇନ ନିଶା କାରବାର, ବଚସାରୁ ସାମାଜିକ କର୍ମୀକୁ ଗୁଳି

ଚଣ୍ଡିଗଡ: ନିଶାଦ୍ରବ୍ୟ ବିକୁଥିବା ଔଷଧ ଦୋକାନୀକୁ ଧରିବା ବେଳେ ଦୋକାନରେ ଫୁଟିଲା ଗୁଳିା ସମାଜିକ କର୍ମୀ ପରଭିନ୍ଦର ସିଂଙ୍କ ମୃତ୍ୟୁ ହୋଇଛି । ପଂଜାବ ମନସାର ଔଷଧ ଦୋକାନ ଗୁଡିକରେ ନିଶାଯୁକ୍ତ ଔଷଧର ବେଆଇନ ବିକ୍ରିକୁ ପଦାରେ ପକାଇଥିଲେ ପରଭିନ୍ଦର ସିଂ ଝୋଟା । ଦୋକାନ ଭିତରେ ହୋଇଥିଲା…

ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି, ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି ରହିଛି। ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଲା…

NPCIର ବଡ଼ ନିଷ୍ପତ୍ତି, ଦୀପାବଳି ପରଠୁ ଲାଗୁ ହେବ ୟୁପିଆଇ ଚାର୍ଜ…

ନୂଆଦିଲ୍ଲୀ: NPCI UPI ଶୁଳ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ ନେଇ ନୂଆ ନିଷ୍ପତ୍ତି ନେଇଛି। ଭାରତୀୟ ଜାତୀୟ ପେମେଣ୍ଟ ପରିଷଦ (NPCI) କହିଛି ଯେ ଏହା ଏବେ ଦୀପାବଳି ପରେ…

ଭିଜିଲାନ୍ସ ଜାଲରେ ସଇଁତଲା ଆର.ଆଇ, ତଦନ୍ତ ଜାରି

ବଲାଙ୍ଗୀର: ଲାଂଚ ନେଇ ଧରାପଡିଲେ ଆରଆଇ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଲା ରାଜସ୍ୱ ନିରୀକ୍ଷକ । କୃଷି ଜମିକୁ ବାସଗୃହ ଜମିରେ ବଦଳାଇବାକୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ପଂଝାରେ ଆରଆଇ ଆଲନ ବେହେରା । ମଙ୍ଗଳବାର ୩ହଜାର ଟଙ୍କା ଲାଂଚ ମାଗିବା ଓ ନେବା ସମୟରେ ଭିଜିଲାନ୍ସ…

MKCG ମେଡିକାଲରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ 

ଭୁବନେଶ୍ୱର: ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଯୋଡ଼ା ମୁଣ୍ଡ ଶିଶୁକୁ ଜନ୍ମ ଦେଇଛନ୍ତି। ଉକ୍ତ ମହିଳା କନ୍ଧମାଳ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ନବଜାତ ଶିଶୁଟିର ଗୋଟିଏ ଶରୀର ଓ ଗୋଟିଏ ହୃଦୟ ଥିବାବେଳେ ଦୁଇଟି ମୁଣ୍ଡ ରହିଛି। ବର୍ତ୍ତମାନ…

ସିଜେପିର ୩ ନେତାଙ୍କୁ ପୁଣି ଅଟକ ରଖିଲା ପୋଲିସ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସ ଏବଂ ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କାଙ୍କୁ ଜନ୍ତରମନ୍ତର ରେ ଅଟକ ରଖିଛି ଦିଲ୍ଲୀ ପୁଲିସ । ଏହି ଦୁଇ ନେତାଙ୍କୁ ଜନ୍ତରମନ୍ତରରେ ପ୍ରତିବାଦ କିମ୍ବା ସମାବେଶ ପାଇଁ ଅନୁମତି ନ ଥିଲା, କିନ୍ତୁ ସେମାନେ ସେଠାରେ…

ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳ ରେ ଆଗାମୀ ଦିନଗୁଡ଼ିକରେ ଓଡ଼ିଶାରେ ବର୍ଷା ବୃଦ୍ଧି ପାଇପାରେ। ଏହି ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା …

ଜର୍ମାନୀରେ ଅଭାବନୀୟ ଘଟଣା: ୧୬ ବର୍ଷୀୟ ନାବାଳିକାଙ୍କୁ ଅଶ୍ଳୀଳ ସ୍ପର୍ଶ ପରେ ପୋଲିସ ଦ୍ୱାରା ଜବତ ହେଲା ରୋବୋଟ

ବର୍ଲିନ୍ : ଜର୍ମାନୀର କୋଲୋନ୍ ସହରରେ ଏକ ଅଭୂତପୂର୍ବ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଏକ ରୋବଟ୍ ଦ୍ୱାରା ଅଶ୍ଳୀଳ ଭାବରେ ସ୍ପର୍ଶ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାଟିର ସୋସିଆଲ ମିଡିଆରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରାଯାଇଥିଲା,…

୬.୧ ତୀବ୍ରତାର ଭୂମିକମ୍ପ; ଭାଙ୍ଗିଲା ୯୦୦ ଘର

ପାନାମା ସିଟି: ପାନାମାର ଦକ୍ଷିଣ ଉପକୂଳରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ସୋମବାର ଦିନ ୬.୧ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପ ୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା। ଅପରପକ୍ଷରେ…