Latest Odisha News
Browsing Category

ମୁଖ୍ୟ ଖବର

ଜନଗଣନା ୨୦୨୭: ଓଡ଼ିଶାରେ ପ୍ରସ୍ତୁତି ଜୋରଦାର, ଆରମ୍ଭ ହେଲା ମାଷ୍ଟର ଟ୍ରେନରଙ୍କ ପ୍ରଶିକ୍ଷଣ

ଭୁବନେଶ୍ୱର: ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶାରେ ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପୱନ୍ କଲ୍ୟାଣଙ୍କ ସୂଚନା ଅନୁଯାୟୀ, ଦୁଇଟି ବ୍ୟାଚ୍‌ରେ ଏହି ପ୍ରଶିକ୍ଷଣ ଚଳିତ ବର୍ଷ…

ପ୍ଲାଷ୍ଟିକ ମୁକ୍ତ ହେବ ଐତିହାସିକ କଟକ ବାଲିଯାତ୍ରା

କଟକ: ଐତିହାସିକ କଟକ ବାଲିଯାତ୍ରା-୨୦୨୬କୁ ସମ୍ପୂର୍ଣ୍ଣ ‘ପ୍ଲାଷ୍ଟିକ ମୁକ୍ତ ଏବଂ ଗ୍ରୀନ୍ ବାଲିଯାତ୍ରା’ ଭାବେ ଆୟୋଜନ କରିବାକୁ ଓଡ଼ିଶା ସରକାର ଓ କଟକ ଜିଲ୍ଲା ପ୍ରଶାସନ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରଖିବା ଉଦ୍ଦେଶ୍ୟରେ ଏଥର ମେଳା ପରିସରରେ…

‘ମନ୍ଦିରରେ ପୂଜାରୀମାନେ ଦୁଷ୍କର୍ମ କରନ୍ତି’: ଚର୍ଚ୍ଚାରେ ନେହା ବୋରାଙ୍କ ବୟାନ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA)ର ସଭାପତି ନେହା ବୋରାଙ୍କ ବିରୋଧରେ ଏକ ପୋଲିସ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗଟି ମନ୍ଦିରରେ ପୂଜାରୀମାନେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସମ୍ପର୍କରେ ତାଙ୍କ କଥିତ ବୟାନ ସହିତ ଜଡିତ। ଦିଲ୍ଲୀ ହାଇକୋର୍ଟର ଓକିଲ ଅମିତା ସଚଦେବ…

ପର୍ଯ୍ୟଟନ ମାନଚିତ୍ରରେ ଚମକିବ ଛତିଶଗଡ଼, ହେବ ଦେଶର ନମ୍ବର-୧ ପର୍ଯ୍ୟଟନ ସ୍ଥଳ: ଅମିତ ଶାହ

ନୂଆଦିଲ୍ଲୀ: ନକ୍ସଲବାଦ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ସହିତ, ଛତିଶଗଡ଼ରେ ପର୍ଯ୍ୟଟନ ବିକାଶ ପାଇଁ ଅପାର ସମ୍ଭାବନାର ନୂତନ ଦ୍ୱାର ଖୋଲିବାକୁ ଯାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ, ଘନ ଜଙ୍ଗଲ, ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ଐତିହାସିକ ଐତିହ୍ୟରେ ଗର୍ବ…

“୨୪ ଘଣ୍ଟା ବିତିଗଲାଣି ମୋଦି ଜୀ… ଭୟ କରନ୍ତୁ ନାହିଁ”: ଖୋଲା ବିତର୍କ ପାଇଁ ପିଏମଙ୍କୁ ରାହୁଲଙ୍କ…

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ଥରେ ଚ୍ୟାଲେଞ୍ଜ କରିଛନ୍ତି। ଭିଡିଓରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିତର୍କ ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରାୟ ୧ ମିନିଟ୍ ୫୦ ସେକେଣ୍ଡର ଭିଡିଓରେ ରାହୁଲ…

ସ୍ୱଚ୍ଛ ଶକ୍ତିରେ ଓଡ଼ିଶାକୁ ଆସିବ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ‘ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ (Bharat Renewable Energy Summit & Expo) ୨୦୨୬’ ଅବସରରେ ‘‘ଓଡ଼ିଶାରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ’’ ଶୀର୍ଷକ ଓଡ଼ିଶା…

ହବିଷ୍ୟାଳୀ ମା’ମାନଙ୍କ ସୁବିଧା ଓ ସହଯୋଗ ପାଇଁ ୩.୩୦ କୋଟି ଟଙ୍କା ଅନୁମୋଦନ

ପୁରୀ: ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ । ଏହି ଅବସରରେ ପୁରୀରେ ହବିଷ୍ୟାଳୀ ଏକତ୍ରିତ ହୋଇ ହବିଷ ବ୍ରତ ପାଳୁଛନ୍ତି । ହବିଷ୍ୟାଳୀ ମା'ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ ନିମନ୍ତେ ସଂସ୍କୃତି ବିଭାଗ ତରଫରୁ ୩.୩୦ କୋଟି ଟଙ୍କା ବ୍ୟୟ ରାଶି ଅନୁମୋଦିତ ହୋଇଛି ।…

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫଶ; କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ, ୧୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସ ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ମୋଟ ୧୨ଜଣଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୫୦୦ ଗ୍ରାମ ସୁନା ଏବଂ ୧୧ କିଲୋଗ୍ରାମ ରୁପା ଅଳଙ୍କାର ଜବତ କରିଛି ।…

‘କୋଟିଆ ଜଗିବେ ନେତା ଓ ଅଧିକାରୀ, ଆନ୍ଧ୍ରର ନିର୍ବାଚନକୁ କରିବେ ପଣ୍ଡ’

କୋଟିଆ: କୋଟିଆରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ କେନ୍ଦ୍ର କରି କୋଟିଆ ସୀମାନ୍ତ ନେରିଡ଼ିୱାଲସାଠାରେ ଓଡ଼ିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ିବା ସହ…

ଫୁଟବଲ୍‌ ଜଗତରେ ଶୋକର ଛାୟା: ଗୋଲକିପରଙ୍କ ସହ ଧକ୍କା ହୋଇ ସ୍ପେନିସ୍ ଫୁଟବଲର ଜିସସ ଡି ମିଗୁଏଲଙ୍କ ପରଲୋକ

ସ୍ପେନ୍: ଫୁଟବଲ୍ ଦୁନିଆରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ସ୍ପେନର ଦ୍ୱିତୀୟ ଡିଭିଜନ୍ ଲିଗ୍ ମ୍ୟାଚ୍‌ ସମୟରେ ପଡ଼ିଆ ମଧ୍ୟରେ ଗୋଲକିପରଙ୍କ ସହ ଭୟଙ୍କର ଧକ୍କା ହେବା କାରଣରୁ ସ୍ପାନିଶ ଫୁଟବଲର ଜିସସ ଡି ମିଗୁଏଲ ଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ…