Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସର୍ଫ- ସାବୁନ ତିଆରି କମ୍ପାନୀ ୩ମାସରେ ଲାଭ କଲା ୨୭୩୨ କୋଟି

ନୂଆଦିଲ୍ଲୀ: ଏଫଏମସିଜି(Fast-Moving Consumer Goods) କ୍ଷେତ୍ରର ସର୍ବବୃହତ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (HUL) ଗୁରୁବାର ଦିନ ଆର୍ଥିକ ବର୍ଷ ୨୦୨୬ର ପ୍ରଥମ ତ୍ରୈମାସିକ (ଏପ୍ରିଲ ରୁ ଜୁନ୍ 2025)ର ରେଜଲ୍ଟ ଜାରି କରିଛି। ପ୍ରଥମ ତ୍ରୈମାସିକରେ କମ୍ପାନୀର ନେଟ୍ ଲାଭ ୨,୭୩୨ କୋଟି…

ପାକିସ୍ତାନ ସହ ଡିଲ୍ ପଛରେ ଆମେରିକାର ବଡ଼ ରଣନୀତି !

ନୂଆଦିଲ୍ଲୀ: ବନ୍ଧୁ ଭାରତ ଉପରେ ୨୫ପ୍ରତିଶତ ଟାରିଫ୍ ସାଙ୍ଗକୁ ଋଷଠାରୁ ତେଲ ଓ ହତିଆର କିଣିବା ପାଇଁ ଜରିମାନା ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ତେବେ ପାକିସ୍ତାନ ସହ ତେଲ ଭଣ୍ଡାର ନେଇ କରିଛନ୍ତି ଗୁରୁତ୍ବପୂର୍ଣ୍ଣ ଡିଲ୍ । ଖାଲି ସେତିକି ନୁହେଁ, ଏମିତି ଦିନ ଆସିବ ଭାରତ…

ରାହୁଲ, ତେଜସ୍ବୀ କରିବେ ଅଗଷ୍ଟ କ୍ରାନ୍ତି

ନୂଆଦିଲ୍ଲୀ: ବିହାରରେ ୨୦ବର୍ଷ ହେଲା ଆରଜେଡି ଓ ଚାରି ଦଶନ୍ଧୀ ଧରି କଂଗ୍ରେସ କ୍ଷମତାଠୁ ଦୂରରେ ରହିଛି । ଆସନ୍ତା ଅକ୍ଟୋବର ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କ୍ଷମତାର ବନବାସ ସାରି ଫେରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ବୀ ଯାଦବ…

୫ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ଵ…

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଆଇଏଏସ୍ କ୍ୟାଡରରେ ଏକ ଛୋଟ ପ୍ରଶାସନିକ ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଞ୍ଚ ଜଣ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଶିଳ୍ପ ନିର୍ଦ୍ଦେଶକ ଆବୋଲି ସୁନୀଲ…

ଟ୍ରମ୍ପଙ୍କ ଟାରିଫ୍ ମାଡ଼…ସଂକଟରେ ବି ଭାରତ ପାଇଁ ସୁଯୋଗ !

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଗଷ୍ଟ ୧ତାରିଖରୁ ଭାରତରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ପ୍ରତିଶତ ଟାରିଫ ଲଗାଇବା ନେଇ ଘୋଷଣା କରିଛନ୍ତି । ଋଷଠାରୁ ତୈଳ ଓ ସାମରିକ ସାମଗ୍ରୀ କିଣିବା ନେଇ ବି ଭାରତୀୟ କମ୍ପାନୀ ଉପରେ ଜରିମାନା ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ ।…

ଆଇସିସି କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର: ICC କମିଟି ନକଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାସେ ଭିତରେ ସବୁ କଲେଜରେ ICC କମିଟି କରିବାକୁ ଟାର୍ଗେଟ ରଖାଯାଇଛି। ଯେଉଁମାନେ ଭୁଲ୍ ଅଭିଯୋଗ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଇସିସି…

‘ପ୍ରଧାନମନ୍ତ୍ରୀଙ୍କ ବନ୍ଧୁଙ୍କଠାରୁ ଆମେ ଏହା ପାଉଛୁ…’: ଟ୍ରମ୍ପଙ୍କ ଟାରିଫ୍ ନେଇ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦ ମୌସୁମୀ ଅଧିବେଶନ ଚାଲିଥିବା ବେଳେ, ପୂର୍ବରୁ ହିଁ ପାକିସ୍ତାନ ଭାରତ ଅସ୍ତ୍ରବିରତିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ନେଇ ସରକାରଙ୍କୁ ଘେରୁଛି କଂଗ୍ରେସ । କଂଗ୍ରେସ ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଲଗାତାର ଉତ୍ତର ମାଗୁଛି। ଲୋକସଭାରେ…

ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ

ଗଜପତି: ମରିଗଲା ମାନବିକତା। ଜଣେ ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏଭଳି ଲଜ୍ଜାଜନକ ଏବଂ ଅମାନବୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରୁ ଆସିଛି।…

ମହଙ୍ଗା ପଡ଼ିଲା ନିୟମ ଉଲ୍ଲଙ୍ଘନ; ୧୦ ଲକ୍ଷ ଫାଇନ୍ ଗଣିଲେ ବସ୍ ମାଲିକ

କଟକ: ମହଙ୍ଗା ପଡ଼ିଲା ନିୟମ ଉଲ୍ଲଙ୍ଘନ। ଘରୋଇ ବସ୍‌କୁ ମୋଟା ଫାଇନ୍। ଘରୋଇ ବସ୍‌କୁ ୯ ଲକ୍ଷ ୯୨ ହଜାର ଟଙ୍କାର ଜରିମାନା କଲେ ଆର୍‌ଟିଓ। ଫିଟିନେସ୍, ପରମିଟ୍, ବକେୟା ସହ ଜରିମାନା ରାଶି ମିଶାଇ ୧୦ ଲକ୍ଷ ଫାଇନ୍। ଶିବଶଙ୍କର ବସ୍‌ ମାଲିକ ଗଣିଲେ ପାଖାପାଖି ୧୦ ଲକ୍ଷ ଟଙ୍କାର ଫାଇନ୍‌ ।…

ଟାରିଫ୍ ଚର୍ଚ୍ଚାରେ ଆମେରିକାକୁ ଝଟକା: ଧ୍ବଂସ ହେଲା ଲଢୁଆ ବିମାନ ଏଫ-୩୫

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ୨୫% ଶୁଳ୍କ ମାଡ ଏବେ ଉଷ୍ମତା ବଢାଇଥିବା ବେଳେ ଏବେ ଆମେରିକାର ଶକ୍ତଶାଳୀ ପ୍ରଯୁକ୍ତିବିଦ୍ୟାକୁ ବଡ ଝଟକା ଲାଗିଥିବରା ଖବର ସାମ୍ନାକୁ ଆସିଛି । ଦୁର୍ଘଟଣାର ଶିକାର ହୋଇଛି ଆମେରିକାର ଲଢୁଆ ବିମାନ । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର କାଲିଫର୍ନିଆ…